fbpx
Browsing Category

ରାଜ୍ୟ

ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ କୁଜୁରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୋରିସ ୧୯୮୪ରେ…

ଅଂଶୁମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଅଂଶୁମାନ କାମିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଇଏସ ପରିକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଅଂଶୁମାନ । ଅଂଶୁମାନଙ୍କ ସଫଳତାରେ ଓଡ଼ିଶାବାସୀ…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ କ୍ୟାବିନେଟ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ବୈଠକ ପରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି…

ଦିନକ ପାଇଁ ପୁଞ୍ଜିଲାଲଙ୍କୁ ମିଳିଲା ପାରୋଲ

ପାଟଣାଗଡ,୧୧ ।୧(ଓଡିଶା ଭାସ୍କର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଚିଲାଲ ମେହେରଙ୍କୁ ମିଳିଛି ପାରୋଲ । ସନାତନ ହିନ୍ଦୁ ଆଇନ ଆଧାରରେ ଗୋଟିଏ ଦିନ ପାଇଁ ପରୋଲ ପାଇଁ ଅନୁମତି ଦେଲେ ପାଟଣାଗଡ…

ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକର ଆତ୍ମହତ୍ୟା!

କଟକ, ୧୧ା୧(ଓଡ଼ିଶା ଭାସ୍କର): ଆଜି ଏକ ଯୁବକଙ୍କ ମୃତଦେହ ତାଳଦଣ୍ଡା ରେଳ ଲାଇନରୁ ଉଦ୍ଧାର ହୋଇଛି । ପ୍ରେମିକାର ପ୍ରତାରଣା ସହି ନପାରି ପ୍ରେମିକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ମୃତକ ଜଣକ ହେଉଛନ୍ତି କଟକ…

INS ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ୍

ଚିଲିକା,୧୧ ।୧(ଓଡିଶା ଭାସ୍କର): ଆଇଏନଏସ ଚିଲିକାରେ ପାସିଙ୍ଗ ଆଉଟ୍ ପରେଡ ଉତ୍ସବ ପାଳିତ ହୋଇଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀର ପ୍ରଶିକ୍ଷାର୍ଥୀ ପରେଡ୍ କରିଛନ୍ତି । INS ଚିଲିକାରୁ ୨୯୮୩ ଜଣ ସ୍ନାତକ…

ସନ୍ଧ୍ୟାରେ ବସିବ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଆଜି ଅପରାହ୍ନ ୫ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଜି କିଛି ଗୁରୁତ୍ୱପୂର୍ଣ୍ଣ…

ବନ୍ଦ କୋଠରି ଘରୁ ୪ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର, ୧୧ା୧(ଓଡ଼ିଶା ଭାସ୍କର): ଗୋଟିଏ ଘରୁ ଏକ ପରିବାରର ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଗାଙ୍ଗପୁର…

IES ପରୀକ୍ଷାରେ ଓଡିଆ ପୁଅ ଟପ୍ପର

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଆଇଇଏସ୍ ପରୀକ୍ଷାରେ ଓଡିଆ ଛାତ୍ର ଅଂଶୁମାନ କାମିଲା ଟପ୍ପର ହୋଇଛନ୍ତି । ଆଇଇଏସ୍ ହେଉଛି ଇଣ୍ଡିଆନ ଇକୋନୋମିକ ସର୍ଭିସ । ତେବେ ଆଇଏସ ପରୀକ୍ଷାରେ ମୋଟ୍ ୩୨ ଜଣ କୃତକାର୍ଯ୍ୟ ହୋଇଥିବା…

ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଲାଗିଲା ଦଙ୍ଗା ମାମଲା

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଗତକାଲି ରାଜଧାନୀ ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଥିବା ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ମାମଲା ହୋଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ଦଙ୍ଗା ପରି ମାମଲା ରୁଜୁ ହୋଇଛି । ଏହି…