Browsing Category
ରାଜ୍ୟ
ମନ୍ତ୍ରୀପଦ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଅଶ୍ୱିନୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ମନ୍ତ୍ରୀପଦ ମିଳିବା ପରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ସୋସିଆଲ ମିଡିଆ…
ବିଶ୍ୱେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ବିଭାଗ
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ । ପ୍ରଥମ ଥର ସାଂସଦ ହୋଇଥିବା ଟୁଡୁଙ୍କୁ ଏହି ଦୁଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ…
ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ଧର୍ମେନ୍ଦ୍ରଙ୍କୁ ଶିକ୍ଷା, ଅଶ୍ୱିନୀଙ୍କୁ ରେଳ ଓ ଆଇଟି
ନୂଆଦିଲ୍ଳୀ :ବୁଧବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗଗ ବଣ୍ଟନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର…
ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ବିଶ୍ୱେଶ୍ୱର ଟୁଡୁ
ନୂଆଦିଲ୍ଲୀ: ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଓଡିଶାରୁ ଦ୍ୱିତୀୟ ବ୍ୟକ୍ତି ଭାବରେ ମୋଦୀଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ଟୁଡୁ । ଏହା ପୂର୍ବରୁ ପୂର୍ବତନ ଆଇଏଏସ…
ପ୍ରମୋଦ କୁମାର ମଲ୍ଲିକ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ସୂଚନା ସେବା ଅଧିକାରୀ ଡଃ ପ୍ରମୋଦ କୁମାର ମଲ୍ଲିକଙ୍କୁ ଅତିରିକ୍ତ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି ।
ଏହା…
ମୋଦୀ କ୍ୟାବିନେଟରେ ସାମିଲ ହେଲେ ଅଶ୍ୱିନୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ…
ଅଣସର ତ୍ରୟୋଦଶୀରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ସମ୍ପନ୍ନ
ପୁରୀ(ଓଡ଼ିଶା ଭାସ୍କର): ଅଣସର ତ୍ରୟୋଦଶୀ ଅବସରରେ ମହାପ୍ରଭୁଙ୍କ ଘଣାଲାଗି, ଖଳିଲାଗି ସହ ଖଡ଼ିପ୍ରସାଦ ବିଜେ ନୀତି ସମ୍ପାଦିତ ହୋଇଛି । ସେପଟେ ରଥନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ସମସ୍ତ ସେବାୟତଙ୍କୁ ଟିକାକରଣ…
SCB ରେ ଲାଗିବ ୯ ECMO ମେସିନ୍: ଜାଣନ୍ତୁ ମୃତ୍ୟୁସଂଖ୍ୟାକୁ ନେଇ କ’ଣ କହିଲେ ACS
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ କଟକ ବଡ଼ ମେଡ଼ିକାଲ SCBରେ ୯ଟି ECMO ମେସିନ ଲାଗିବ ବୋଲି…
ଓଏସଏପି-୭ ବାଟାଲିୟନରେ ରକ୍ତଦାନ ଶିବିର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଓଏସଏପି -୭ ବାଟାଲିୟନରେ ବୁଧବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆରସିଏସ…
ମୋଦୀ କ୍ୟାବିନେଟ୍ ରେ ଓଡ଼ିଆ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ! ଜାଣନ୍ତୁ ତାଙ୍କ ସମ୍ପର୍କରେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ହେଉଛି ବୁଧବାର । ସନ୍ଧ୍ୟା ୬ଟାରେ ନୂତନ ଭାବେ ପ୍ରାୟ ୪୩ ଜଣ ମନ୍ତ୍ରୀ ଶପଥ ନେଉଥିବାବେଳେ ଏଭିତରେ ରହିଛନ୍ତି ଓଡ଼ିଶାରୁ ଦୁଇଜଣ…