fbpx
Browsing Category

ରାଜ୍ୟ

୧୫ ସୁଦ୍ଧା କମିବ ପିଆଜ ଦର

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର):୧୫ ତାରିଖ ସୁଦ୍ଧା କମିପାରେ ପିଆଜ ଦର । ଏନେଇ ଆଜି ସୂଚନା ଦେଇଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ସେ କହିଛନ୍ତି ଯେ, ‘ଡିସେମ୍ବର ୧୫ ସୁଦ୍ଧା ପିଆଜ ଦର…

ଭୁଲ୍ ଇନଜେକ୍ସନ ଦେଇ ଡାକ୍ତର ନିଲମ୍ବିତ

ପାଟଣାଗଡ,୪ ।୧୨(ଓଡିଶା ଭାସ୍କର): ନିରାମୟ ଯୋଜନା ଉଲ୍ଲଂଘନ ନେଇ ସରକାରଙ୍କ ଜିରୋ ଟଲରାନ୍ସ । ଏନେଇ ପାଟଣାଗଡ଼ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଆଜି ନିଲମ୍ବିତ କରାଯାଇଛି । ଏହା ସହ ପାଟଣାଗଡ଼…

ନେତାଙ୍କ ବଡ ବୟାନ: ମିଶିବ କି ‘କାଳିଆ’ ଓ ‘ପିଏମ୍ କିଷାନ’ ଯୋଜନା !

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ନିଜର ପ୍ରତିକ୍ରିୟା…

ଦ୍ୱୈତନଗରୀରେ ୨୦୦ଟି ରଙ୍ଗ-ରୁଟ୍ ପଏଣ୍ଟ ଚିହ୍ନଟ

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ୨୦୦ଟି ରଙ୍ଗରୁଟ୍ ପଏଣ୍ଟ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ ହୋଇ ପଡିଛି । ସମ୍ବେଦନଶୀଳ ସ୍ଥାନରେ ହୋଡିଂ…

୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

କର୍ଣ୍ଣାଟକ, ୪ା୧୨: କର୍ଣ୍ଣାଟକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ନିର୍ଯାତିତ ହେଉଥିବା ୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଆଜି ଉଦ୍ଧାର ହୋଇଛନ୍ତି । ସେହି ୪୫ଜଣ ଶ୍ରମିକଙ୍କୁ ସାନଖେମୁଣ୍ଡିର ଠିକାଦାର ଅଜୟ…

ଲୋକସେବା ଭବନରେ ତିନି MOU ସ୍ୱାକ୍ଷରିତ

ଭୁବନେଶ୍ୱର, ୪ା୧୨(ଓଡ଼ିଶା ଭାସ୍କର): ମିସନ ସୁବିଦ୍ୟାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଲୋକସେବା ଭବନରେ ଶୁଭାରମ୍ଭ କରାଯାଇଛି । ଏହାସହ ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କ ସୁବିଧା…

ପୁରୀ ଗଣଦୁଷ୍କର୍ମ ମାମଲା, ମିଳିଲା ଆଉ ଏକ ରହସ୍ୟମୟ ତଥ୍ୟ !

ପୁରୀ,୪ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ଆଉ ଏକ ନୂଆ ତଥ୍ୟ ମିଳିଥିବା ଜଣାପଡ଼ିଛି । ଯୁବତୀଙ୍କୁ କାରରେ ନୀମାପଡ଼ାରୁ ଆଣି ପୁରୀରେ ଗଣଦୁଷ୍କର୍ମ କରିଥିବା…

ପିଆଜ @ ୧୨୦

କଟକ, ୪ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ରୋଷେଇ ଘରେ ଅତି ଆବଶ୍ୟକୀୟ ଜିନିଷ ମଧ୍ୟରେ ପିଆଜ ରହିଛି । ବର୍ତ୍ତମାନ ପିଆଜ କାଟିଲେ ନୁହେଁ କିଣିଲା ବେଳେ ଆଖିରୁ ଲୁହ ବୋହୁଛି ।…

ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୪ା୧୨:  କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପ ପୁଣି ଥରେ ଚାଲୁ କରିବା ଲାଗି ସେ ଚିଠି ଲେଖିଥିବା ଜଣାପଡ଼ିଛି । ସେ ଏଥିରେ…

ରାଜ୍ୟପାଳଙ୍କୁ ଭେଟିଲେ ସାମ୍ୱାଦିକ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କୁ ଭେଟିଛନ୍ତି OUJ ସଭାପତି ପ୍ରସନ୍ନ ମହାନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରତିନିଧି ଦଳ ସହ…