fbpx
BJD
BJD SKY
BJD SKY
Browsing Category

ରାଜ୍ୟ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୁଚିଣ୍ଡା,୨୦ା୧୨(ଓଡ଼ିଶା ଭାସ୍କର): କୁଚିଣ୍ଡା ଏନଏସି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ରେଡ଼୍ ପଡ଼ିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ…

ଖସୁଛି ତାପମାତ୍ରା, ବଢ଼ୁଛି ଶୀତ

ଭୁବନେଶ୍ୱର, ୨୦ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ସବୁ ସ୍ଥାନରେ ତାପମାତ୍ରା ପ୍ରାୟତଃ କମିବାରେ ଲାଗିଛି । ସେନେଇ ଆଉ ୩ଦିନ ଧରି ରାଜ୍ୟରେ ଜାରି ରହିବ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ…

ସମ୍ବିଧାନର ମୁଖବନ୍ଧରେ ସ୍ଥାନ ପାଉ ଅହିଂସା ଶଦ୍ଦ: ନବୀନ

ନୂଆଦିଲ୍ଲୀ, ୧୯ା୧୨: ଗତକାଲିଠାରୁ ୫ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ କମିଟି ଦ୍ୱୀତୀୟ ବୈଠକ ହୋଇଥିଲା । ସେହି ବୈଠକରେ ଅହିଂସା ଶଦ୍ଦ ସମ୍ବିଧାନ…

ପରିବହନ ବାଧାପ୍ରାପ୍ତ, ବୃଦ୍ଧି ପାଉଛି ପିଆଜ ଓ ଆଳୁର ଦର

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ବୃଦ୍ଧି ହେବା ସାଙ୍ଗକୁ ଏବେ ଆଳୁ ଦର ମଧ୍ୟ ବୃଦ୍ଧି ପାଇଛି । ରୋଷେଇ ଘରେ ସବୁଠୁ ଦରକାରୀ ଜିନିଷ ଆଳୁ ଓ ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି…

ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ମଧ୍ୟ ହେବ । ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

୨୬ରେ ପାଳନ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖ ଦିନ ପାଳିତ ହେବ ବିଜେଡ଼ି ପ୍ରତିଷ୍ଠା ଦିବସ । ବିଜେଡ଼ି ପ୍ରତିଷ୍ଠା ଦିବସରେ ରାଜ୍ୟବ୍ୟାପୀ ବିଭିନ୍ନ ଜାଗାରେ କାର୍ଯ୍ୟକ୍ରମ ପାଳନ କରାଯିବ । ସରକାରୀ ଯୋଜନା ନେଇ…

ଚାଷୀଙ୍କ ପାଇଁ ୨୦ଟି ଟାଗେର୍ଟ: ଅରୁଣ

ଭୁବନେଶ୍ୱର,୧୯ ।୧୨(ଓଡିଶା ଭାସ୍କର): ଆଜି କୃଷି ଓ କୃଷକ କଲ୍ୟାଣ ବିଭାଗରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ୫-ଟି ଓ ‘ମୋ ସରକାର’ର କାର୍ଯ୍ୟକାରିତାକୁ ନେଇ ଏହି କର୍ମଶାଳା ହୋଇଛି । ଜାନୁଆରୀ ପହିଲା…