fbpx
BJD
BJD SKY
BJD SKY
Browsing Category

ରାଜ୍ୟ

୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

କର୍ଣ୍ଣାଟକ, ୪ା୧୨: କର୍ଣ୍ଣାଟକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ନିର୍ଯାତିତ ହେଉଥିବା ୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଆଜି ଉଦ୍ଧାର ହୋଇଛନ୍ତି । ସେହି ୪୫ଜଣ ଶ୍ରମିକଙ୍କୁ ସାନଖେମୁଣ୍ଡିର ଠିକାଦାର ଅଜୟ…

ଲୋକସେବା ଭବନରେ ତିନି MOU ସ୍ୱାକ୍ଷରିତ

ଭୁବନେଶ୍ୱର, ୪ା୧୨(ଓଡ଼ିଶା ଭାସ୍କର): ମିସନ ସୁବିଦ୍ୟାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଲୋକସେବା ଭବନରେ ଶୁଭାରମ୍ଭ କରାଯାଇଛି । ଏହାସହ ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କ ସୁବିଧା…

ପୁରୀ ଗଣଦୁଷ୍କର୍ମ ମାମଲା, ମିଳିଲା ଆଉ ଏକ ରହସ୍ୟମୟ ତଥ୍ୟ !

ପୁରୀ,୪ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ଆଉ ଏକ ନୂଆ ତଥ୍ୟ ମିଳିଥିବା ଜଣାପଡ଼ିଛି । ଯୁବତୀଙ୍କୁ କାରରେ ନୀମାପଡ଼ାରୁ ଆଣି ପୁରୀରେ ଗଣଦୁଷ୍କର୍ମ କରିଥିବା…

ପିଆଜ @ ୧୨୦

କଟକ, ୪ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ରୋଷେଇ ଘରେ ଅତି ଆବଶ୍ୟକୀୟ ଜିନିଷ ମଧ୍ୟରେ ପିଆଜ ରହିଛି । ବର୍ତ୍ତମାନ ପିଆଜ କାଟିଲେ ନୁହେଁ କିଣିଲା ବେଳେ ଆଖିରୁ ଲୁହ ବୋହୁଛି ।…

ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୪ା୧୨:  କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପ ପୁଣି ଥରେ ଚାଲୁ କରିବା ଲାଗି ସେ ଚିଠି ଲେଖିଥିବା ଜଣାପଡ଼ିଛି । ସେ ଏଥିରେ…

ରାଜ୍ୟପାଳଙ୍କୁ ଭେଟିଲେ ସାମ୍ୱାଦିକ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କୁ ଭେଟିଛନ୍ତି OUJ ସଭାପତି ପ୍ରସନ୍ନ ମହାନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରତିନିଧି ଦଳ ସହ…

୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ଆଜିର ଭିନ୍ନକ୍ଷମ ଦିବସରେ ୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିନ୍ନକ୍ଷମ ଥଇଥାନରେ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲାର ପୁରସ୍କୃତ ହୋଇଛି ।…

ହାଜତ ମୃତ୍ୟୁ ଘଟଣାରେ ଜେଲ ଗଲେ ପୋଲିସ ବାବୁ

କେନ୍ଦ୍ରପଡା,୩ ।୧୨(ଓଡିଶା ଭାସ୍କର): କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ଥାନାରେ ହାଜତ ମୃତ୍ୟୁ ଘଟଣା ଘନେଇବାରେ ଲାଗିଛି । ଏହି ଘଟଣାରେ ଆତ୍ମସମର୍ପଣ କରି ଜେଲ ଗଲେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରା । ଜିଲ୍ଲା…

ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ

ନିଆଳି, ୩ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ନାରୀ ଦୁଷ୍କର୍ମ ହେଉ କିମ୍ବା ଅଶ୍ଳିଳ ଭିଡ଼ିଓ, ଫଟୋ ଭାଇରାଲ ଘଟଣା, ଏହା ବଢ଼ିବାରେ ଲାଗିଛି । ଆମ ରାଜ୍ୟ ନୁହେଁ ବରଂ ସାରା ଦେଶ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଦୈନଦିନ…

ବୁଲବୁଲ ପାଇଁ କେନ୍ଦ୍ରର ୫୫୨ କୋଟି ସହାୟତା

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ବାତ୍ୟା ବୁଲବୁଲ ପାଇଁ କେନ୍ଦ୍ର ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହାୟତା ରାଶି ଘୋଷଣା ହୋଇଛି । ଓଡିଶାକୁ ୫୫୨ କୋଟି ଟଙ୍କା…