Browsing Category

ରାଜ୍ୟ

ଅନଲାଇନ ପଞ୍ଜିକୃତଙ୍କୁ ପ୍ରଥମେ ମିଳିବ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାଦାନ କେନ୍ଦ୍ରରେ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ସ୍ଲଟ ବୁକ କରିଥିବା ବ୍ୟକ୍ତିଙ୍କୁ…

ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ କଟକଣାକୁ କଡାକଡି କରାଯାଉଛି । ଏହାରି ମଧ୍ୟରେ ବିମାନରେ ଭୁବନେଶ୍ୱର ଆସିଲେ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏୟାରପୋର୍ଟରେ ନେଗେଟିଭ କିମ୍ବା…

ବିଏମସିର ଡୋରଷ୍ଟେପ ଭ୍ୟାକ୍ସିନ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଆଜି ସହରର ୬ଟି ଆପାର୍ଟମେଣ୍ଟରେ ଡୋରଷ୍ଟେପ ଭ୍ୟାକ୍ସିନେସନ ଅଭିଯାନ ଆରମ୍ଭ କରିଛି । ରେସିଡେଣ୍ଟ ୱେଲଫେୟାର ଆସୋସିଏସନର ୪୫ ବର୍ଷରୁ ଉଦ୍ଧ୍ୱର୍…

କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା

କଟକ: କଟକରେ ଆରମ୍ଭ ହେଲା ‘ଏକ୍ସରେ ଅନ ହ୍ୱିଲ୍ସ’ ସେବା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କଟକରେ ଆରମ୍ଭ ହୋଇଛି ଏହି ସେବା । ଆଜି କଟକ ଜିଲ୍ଳା ପ୍ରଶାସନ ତରଫରୁ ଆଜି ଏହି ସୁବିଧାର ଶୁଭାରମ୍ଭ କରାଯାଇଛି । କରୋନା…

ଅସମ୍ଭାଳ ତାତି: ୪୦ ଡିଗ୍ରୀ ଉପରେ ୭ ସହରର ତାପମାତ୍ରା

ଭୁବନେଶ୍ବର(ଓଡିଶା ଭାସ୍କର) : ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି…

କାଲିଠୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ସରକାରଙ୍କ ଅନୁମତି, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର(ଓଡିଶା ଭାସ୍କର): କାଲିଠାରୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ଦେଇଛନ୍ତି ସରକାର । ସେହି ୩ ଜିଲ୍ଲା ଯଥା- ସୁନ୍ଦରଗଡ, ନୂଆପଡା ଓ ଗଜପତିରେ ନୂଆ ଗାଡି ପଞ୍ଜୀକରଣ ହୋଇପାରେ । ଏହି ୩ ଜିଲ୍ଲାରେ…

ଭୁବନେଶ୍ୱରରୁ ଆଜି ୮୧୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୮୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

‘ମୌସୁମୀ’ ଆସିବାରେ ହେବ ବିଳମ୍ବ, ୩ରେ ଛୁଇଁପାରେ କେରଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶକୁ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କେରଳରେ ଜୁନ୍ ୩ ବେଳକୁ ମୌସୁମୀ ପହଞ୍ଚିବାର ଆଶଙ୍କା କରାଯାଉଛି । ହେଲେ ଏହା…

ମୃତଦେହରୁ କାଢ଼ିନେଲେ କିଡନୀ! ସରକାରୀ ହସ୍ପିଟାଲ୍ ପ୍ରତି ସନ୍ଦେହ

କୋଲକାତା: ସରକାରୀ ହସ୍ପିଟାଲରେ ଚାଲିଛି କିଡନୀ ରାକେଟ୍! ମୃତ ଶରୀରରୁ କାଢ଼ିନେଲେ କିଡ୍ନୀ ।  ଏଭଳି ଏକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗରୁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି ଓ ଘଟଣାର ନିରପେକ୍ଷ ତଦନ୍ତ ଜାବି…

ଖୁସି ଖବର: ଓଡ଼ିଶାରୁ ଆଜି ୧୦ ହଜାର ୪୦୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…