Browsing Category

ରାଜ୍ୟ

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବାତ୍ୟା ୟଶ୍ ଓଡିଶାରେ ଅନେକ କ୍ଷୟକ୍ଷତି ଘଟାଇବା ସହିତ ବିଭିନ୍ନ ଗାଁରେ ପାଣି ପଶିଯାଇଛି । ଖାସ୍ କରି ବାଲେଶ୍ୱର ଏବଂ ଭଦ୍ରକରେ ବିଭିନ୍ନ ତଳିଆ ଅଞ୍ଚଳର ଲୋକ ମାନଙ୍କ ଘରେ ପାଣି…

ଝାଡ଼ଖଣ୍ଡ ଦେଇ ଉତ୍ତର-ପଶ୍ଚିମା ମୁହାଁ ହୋଇଚାଲିଛି ବାତ୍ୟା ୟଶ୍

ଭୁବନେଶ୍ୱର: ଝାଡ଼ଖଣ୍ଡରେ ପ୍ରବେଶ କରିବା ପରେ ବାତ୍ୟା ୟଶ୍ ସମ୍ପ୍ରତି ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ଣ ୧୧ଟା ୩୦ ବେଳକୁ ତମାର ନିକଟ ରାଞ୍ଚି-ଖୁଣ୍ଟି ଜିଲ୍ଲାର ସୀମାବର୍ତ୍ତୀ…

ଆକାଶମାର୍ଗରୁ ବାତ୍ୟାଞ୍ଚଳର ଏରିଏଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ବାତ୍ୟା ‘ୟଶ’ ପରର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଅଞ୍ଚଳ ବାଲେଶ୍ୱର, ଭଦ୍ରକ ଓ…

ଓଡ଼ିଶାରୁ ଆଉ ୩୪ ଜୀବନ ନେଲା ମହାମାରୀ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ…

ଓଡିଶାରେ କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟା ମଧ୍ୟରେ ୬ହଜାର ୭୩୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ୟଶ୍ ପ୍ରଭାବରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୬ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୭୭୪ ଜଣ ଓ ସ୍ଥାନୀୟ…

ଆଜିଠୁ ସ୍ୱାଭାବିକ ହେବ ଟିକାକରଣ ପ୍ରକିୟା, ୨୭ ଓ ୨୮ରେ ପାଇଁ ସ୍ଳଟ୍ ବୁକ୍ କରିଥିଲେ ପୂର୍ବ ଧାର୍ଯ୍ୟ ସମୟ ଓ ସ୍ଥାନ ଅନୁଯାୟୀ ନେବେ ଟିକା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବାତ୍ୟା ପାଇଁ ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ଟିକାକରଣ ବନ୍ଦ ରହିଥିବା ବେଳେ  ଗୁରୁବାର ଓ ଶୁକ୍ରବାର ସ୍ୱାଭାବିକ ଭାବେ ଟିକାଦାନ କାର୍ଯ୍ୟ ହେବ । ବିଏମ୍‌ସି ପକ୍ଷରୁ ଏହି…

 ଝାରପଡ଼ା ଜେଲରେ ସ୍ଥିତି ଅଣଆୟତ, ପୁଣି ୨୧ କଏଦୀ କରୋନା ପଜିଟିଭ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ରାଜ୍ୟରେ କରୋନା ଗ୍ରାଫ୍ ଉପମୁହାଁ ଥିବା ବେଳେ  ମୃତକଙ୍କ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି । ଏହି ସମୟରେ ବିଭିନ୍ନ ଜେଲ ରେ ମଧ୍ୟ କରୋନା ମହାମାରୀ କାୟା ବିସ୍ତାର…

ବାତ୍ୟା ପରେ ପରେ ବନ୍ୟାର ଚିନ୍ତା, ଫୁଲୁଛି ବୁଢାବଳଙ୍ଗ

ବେଶିଙ୍ଗା (ଓଡ଼ିଶା ଭାସ୍କର): ବାତ୍ୟା ‘ୟଶ୍’ର ପ୍ରଭାବ କ୍ରମାଗତ ଭାବେ ବଢି ଶେଷରେ ଲ୍ୟାଣ୍ଡଫଲ କରିଛି । ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ମତ ଅନୁସାରେ ବାଲେଶ୍ୱରଠାରୁ ୨୦ କି.ମି ଦୂରରେ ବାତ୍ୟା ‘ୟଶ୍’…

“ୟଶ୍’ ରଚିଲା ତାଣ୍ଡବ: କୂଳ ଲଂଘିଲା ସମୁଦ୍ର, ଘରେ ପଶିଲା ପାଣି, ୩ ମୃତ

ଭୁବନେଶ୍ୱର (ଓଡ଼ିିଶା ଭାସ୍କର): ବୁଧବାର ସକାଳ ୯ଟା ବେଳେ ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣଭାଗରେ ଲ୍ୟାଣ୍ଡ୍‌ଫଲ୍‌ କରିଛି ବାତ୍ୟା ""ୟଶ୍'' । ଅର୍ଥାତ ରେମୁଣା-ବାହାନଗା ନିକଟରେ ଏହି ବାତ୍ୟା ସ୍ଥଳଭାଗ ଛୁଇଁଛି ।…