Browsing Category

ରାଜ୍ୟ

ଆରମ୍ଭ ହେଲା ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ୩ ଘଣ୍ଟାରୁ ଅଧିକ ସମୟ ଜାରି ରହିବ ତାଣ୍ଡବ

ଭୁବନେଶ୍ୱର, (ଓଡିଶା ଭାସ୍କର): ସାମୁଦ୍ରିକ ଝଡ଼ ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଧାମରାର…

ବଦଳିଲା ‘ୟଶ୍’ର ଗତି: ରେମୁଣା ଓ ବାହାନଗା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା

ବାଲେଶ୍ୱର ଜିଲ୍ଲାର ରେମୁଣା ଓ ବାହାନଗା ଉପକୂଳରେ ବାତ୍ୟା ‘ୟଶ୍’ ଲ୍ୟାଣ୍ଡଫଲ୍ କରିବ । ତେବେ ବର୍ତ୍ତମାନ ‘ୟଶ୍’ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ମାଡ଼ି ଆସୁଥିବା ଜଣାପଡ଼ିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ରୁ…

ହୃଦ୍‌ଘାତରେ ଆଖିବୁଜିଲେ ସ୍ୱାମୀ, ଚୈତନ୍ୟଙ୍କ ମୃତ୍ୟୁର ୫ଦିନ ପରେ ପତ୍ନୀ ବଉଳବାଳାଙ୍କ ଜୀବନ ନେଲା କରୋନା

ଧର୍ମଶାଳା (ଓଡ଼ିଶା ଭାସ୍କର) : ସ୍ୱାମୀଙ୍କ ମୃତ୍ୟୁ ହେବାର ୫ ଦିନ ପରେ ସ୍ତ୍ରୀ ଆରପାରିକୁ ଚାଲିଗଲେ । ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବଡ଼ବାଲିକୁଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଚୈତନ୍ୟ ଜେନା (୮୬)ଙ୍କ ଗତ…

ବାତ୍ୟା ‘ୟଶ୍’ ପାଇଁ ଭୁବନ ବ୍ଲକ ଆଲର୍ଟ, ୨୪ ଘଣ୍ଟା ପାଇଁ ସଜାଗ କର୍ମଚାରୀ

ଭୁବନ (ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ୟଶ୍ ପାଇଁ ଭୁବନ ବ୍ଲକକୁ ଆଲର୍ଟ କରାଯାଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର ହୋଇଛି । ବାତ୍ୟା ୟଶ୍‌ର ଭୁବନ ବ୍ଲକ ପ୍ରଭାବିତ ହେବ ବୋଲି ସୂଚନା ମିଳିବା ପରେ ପ୍ରଶାସନିକ…

ଓଡ଼ିଶାରୁ ଆଉ ୩୫ ଜୀବନ ନେଲା ମହାମାରୀ, ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ପିକ୍‌ରେ ଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର…

ବାତ୍ୟା ‘ୟଶ୍’: ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆଇଏନଏସ୍ ଚିଲିକା ପକ୍ଷରୁ ପ୍ରସ୍ତୁତି

ଭୁବନେଶ୍ୱର, (ଓଡିଶା ଭାସ୍କର): ଭୟଙ୍କର ସାମୁଦ୍ରିକ ଝଡ଼ ‘ୟଶ୍’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଏକପ୍ରକାର ଆଶଙ୍କା ସୃଷ୍ଟି ହୋଇଛି । ବାତ୍ୟା ଆଜି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ମଧ୍ୟଦେଇ ଅତିକ୍ରମ କରିବା ସମ୍ଭାବନା…

ଓଡିଶାରେ ଆଜି ୧୧,୬୨୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୬୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୦୯ ଜଣ ଓ…

ଆଜି ସକାଳେ ନୁହେଁ, ମଧ୍ୟାହ୍ନ ବେଳକୁ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’, ଧାମରାଠାରୁ ୪୦ କିମି ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର, (ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟଶ୍’ ଯେତିକି ନିକଟବର୍ତ୍ତୀ ହେଉଛି, ଲୋକଙ୍କ ମନରେ ସେତିକି ଆଶଙ୍କା ଜାତ ହେଉଛି । ଆଜି ଦିନ ୧୦ଟାରୁ ୧୧ଟା ଭିତରେ ‘ୟଶ୍’ ଲ୍ୟାଣ୍ଡଫଲ…

ବାତ୍ୟା ‘ୟଶ୍’ ପ୍ରଭାବ: ଆଜି ବନ୍ଦ ରହିବ ଟିକାକରଣ, ୨୬ରେ ସ୍ଲଟ୍‌ ବୁକିଂ କରିଥିବା ଲୋକ ୨୯ରେ ଟିକା ନେଇପାରିବେ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅତି ଖୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟଶ୍।   ଭଦ୍ରକର ଧାମରାରୁ ମାତ୍ର ୪୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ବର ଓ ପଶ୍ଚିମବଙ୍ଗର ଦୀଘାଠୁ ୯୦ କିମି ଦୂରରେ ୟଶ୍ । ଅତି ଭୟଙ୍କର…

ବିଶିଷ୍ଟ ଅଭିନେତା ତଥା ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର (ଓଡ଼ିଶା ଭାସ୍କର): ବିଶିଷ୍ଟ କଳାକାର, ନାଟ୍ୟ ନିର୍ଦ୍ଦେଶକ, ଜଣେ ସାହିତ୍ୟପ୍ରେମୀ, ସୁନାମଧନ୍ୟ ଓକିଲ, ସଫଳ ରାଜନେତା ତଥା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ୮୨ ବର୍ଷ ବୟସରେ…