CHARIDHAM
Browsing Category

ରାଜ୍ୟ

କରୋନାରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର…

ରାଜ୍ୟରେ ବଢ଼ିଲା କରୋନା ମୃତ୍ୟୁ: ଆଜି ୨୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ଫିକା ପଡ଼ିଛି ଲକଡାଉନ୍ ଓ ସଟଡାଉନ୍: ଆଜି ରାଜ୍ୟରେ ୧୦, ୭୫୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…

ରାଜ୍ୟରେ କରୋନା ମୁକାବିଲା ନେଇ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ମୁକାବିଲଶ ନେଇ ଆଜି ରାଜ୍ୟୃରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅପରାହ୍ନ ୫ଟା ୩୦ରେ ବାଚସ୍ପତି…

SCB କୋଭିଡ ହସ୍ପିଟାଲ ବାହାରେ ଉତ୍ତେଜନା

କଟକ,୧୭ ।୫(ଓଡିଶା ଭାସ୍କର): କଟକ SCB କୋଭିଡ ହସ୍ପିଟାଲ ବାହାରେ ରୋଗୀ ସମ୍ପକୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀ ସମ୍ପର୍କୀୟଙ୍କ ୱାର୍ଡ ଭିତରକୁ ପ୍ରବେଶ ଅନୁମତି ମିଳୁନଥିବାରୁ ଏହି ଉତ୍ତେଜନା…

ଏଣିକି କୋଭିଡ ହସ୍ପିଟାଲରେ ହେବ ସିସିଟିଭି ବ୍ୟବସ୍ଥା, ରୋଗୀଙ୍କୁ ଦେଖିପାରିବେ ସମ୍ପର୍କୀୟ

ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ସଂକ୍ରମିତଙ୍କ ମଧ୍ୟରୁ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ବେଳେ ଅନ୍ୟ ଆକ୍ରାନ୍ତମାନେ ହୋମ୍ ଆଇସୋଲେସନରେ…

କରୋନାରୁ ସୁସ୍ଥ ହେଲେ ଆଉ ଜଣେ ୯୦ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ଭାରତରେ ମହାମାରୀର ଭୟାବହ ଦ୍ୱିତୀୟ ଲହର ମଧ୍ୟରେ ଅନେକ ମାରାତ୍ମକ କରୋନା ଭାଇରସକୁ ନେଇ ଚିନ୍ତିତ ଥିବାବେଳେ, ଏଭଳି ପରିସ୍ଥିତିରେ ଆସିଛି ଏକ ଖୁସି ଖବର  । କରୋନାକୁ ହରାଇଛନ୍ତି ଜଣେ ୯୦ ବର୍ଷୀୟ ବୃଦ୍ଧା ।…

ଖୁସି ଖବର : ଓଡ଼ିଶାରେ ଆଜି ୧୨,୦୭୭ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୬।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୨,୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ମନା

ପୁରୀ,୧୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନାର ବଢୁୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ କଟକଣା ଲାଗୁ କରାଯାଉଛି । ଏହାରି ମଧ୍ୟରେ ଆସନ୍ତା  ଜୁନ୍ ମାସ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ…

ଭୁବନେଶ୍ୱରରୁ ଆଜି ୧୩୫୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୩୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…