Browsing Category
ରାଜ୍ୟ
ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି
କଳାହାଣ୍ଡି, ୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ସେହି ୨୯ ବର୍ଷିୟ ଯୁବକ କଳାହାଣ୍ଡିର ବୋଲି ଜଣାପଡ଼ିଛି ।…
ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ
ଭୁବନେଶ୍ୱର , ୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଗତକାଲି ୧୫ଜଣ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଥିଲା । ପୂର୍ବରୁ ପ୍ରଥମ ପଜିଟିଭ ମାର୍ଚ୍ଚ୧୫, ଦ୍ୱିତୀୟ କରୋନା ପଜିଟିଭ୍…
ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ସଟଡ଼ାଉନ
ଗଞ୍ଜାମ, ୪ା୪(ଓଡ଼ିଶା ଭାସ୍କର): ଆସନ୍ତାକାଲି ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ମଧ୍ୟ ସଟଡ଼ାଉନ ରହିବ । ଏହି ସଟଡ଼ାଉନ ସମୟରେ କୌଣସି ମୋଟର ସାଇକେଲ ଚଳାଚଳ କରିବନାହିଁ । ସକାଳ ୭ଟାରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ଓ…
ଲଜ୍ଜା ଓ ଭୟ କଲେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ: ସୁବ୍ରତ ବାଗଚୀ
ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ତବଲିଗି…
ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ଚିହ୍ନଟ ପ୍ରସଙ୍ଗରେ ଜିଲ୍ଲାପାଳ, ଏସ୍ପିଙ୍କୁ ୫-ଟି ସଚିବଙ୍କ ଚିଠି
ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ୍ରେ ଆୟୋଜିତ ସମାବେଶ ତବଲିଗୀ ଜମାତ୍ରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ଶନିବାର ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି…
କରୋନା ଲକ୍ଷଣ ବନ୍ଦ ହେବାର ୮ଦିନ ପରେ ବି ହୋଇପାରନ୍ତି ଆକ୍ରାନ୍ତ
ବେଜିଂ, ୪ା୪: କରୋନା ଲକ୍ଷଣ ବନ୍ଦ ହେବାର ୮ଦିନ ପରେ ବି ପୁଣିଥରେ ସଂକ୍ରମଣ ବ୍ୟାପିପାରେ ଏବଂ ଆପଣ ହୋଇପାରନ୍ତି ଆକ୍ରାନ୍ତ । ଏହି ଘଟଣା ଚୀନ୍ର ପିଏଲ୍ଏ ଜେନେରାଲ୍ ହସ୍ପିଟାଲ ଏବଂ ୟେଲ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍…
ଭୁବନେଶ୍ୱର, କଟକ, ଭଦ୍ରକ ପରେ ସଟଡାଉନ ହେଲା ଯାଜପୁର
ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ୮ଟାରୁ ରବିବାର ରାତି ୮ଟା ଯାଏଁ ଭୁବନେଶ୍ୱର, କଟକ, ଭଦ୍ରକ ସଟଡାଉନ ରଖିବାକୁ ରାଜ୍ୟସରକାର ଘୋଷଣା କରିଥିଲେ । ପୁଣି ଆଜି ସେହି ସଟଡାଉନ…
ଆଇସୋଲେସନ୍ ୱାର୍ଡରେ ପରିଣତ ହେଲା ଟ୍ରେନ୍ କୋଚ୍
ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ଟ୍ରେନ୍ କୋଚ୍ଗୁଡ଼ିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି । ଭୁବନେଶ୍ୱରରେ ୨୬୧ଟି କୋଚ୍କୁ ଏପରି କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ଟ୍ରେନ୍…
ହିତାଧିକାରୀଙ୍କୁ ତିନିମାସର ପିଡିଏସ ସାମଗ୍ରୀ ବଣ୍ଟନ
କୋରାପୁଟ ୪/୪ (ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ୩ ମାସର ଆଗୁଆ ପିଡିଏସ ସାମଗ୍ରୀ ବଣ୍ଟନ କରିବାକୁ ସରକାର ଘୋଷଣା…
ପିପିଲିର ଦୁଇ ଗାଁ ଦଶ ଦିନ ପାଇଁ ସଟଡାଉନ
ଭୁବନେଶ୍ୱର, ୪ା୪(ଓଡ଼ିଶା ଭାସ୍କର): ପିପିଲିର ଦୁଇଟି ଗାଁରେ ୧୦ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ଦାନଗହିରୀ ଓ ଜୟପୁର ଶାସନ ଅଞ୍ଚଳ ସଟଡାଉନ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…