Browsing Category

ରାଜ୍ୟ

ବଢ଼ିବନି ଲକ୍ ଡାଉନ ଅବଧି

ଭୁବନେଶ୍ୱର, ୩୦ା୩(ଓଡ଼ିଶା ଭାସ୍କର): ଦେଶରେ ଲକ୍ ଡାଉନ ବଢ଼ିବା ଅବଧିକୁ ଖାରଜ କରିଛନ୍ତି ସରକାର । ଏହାସହ ପୂର୍ବରୁ ଲକ୍ ଡାଉନ ଅବଧି ବଢ଼ିବାନେଇ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି ସରକାର । ଏନେଇ କେନ୍ଦ୍ର…

ପାରିତ ହେଲା ବ୍ୟୟ ମଞ୍ଜୁରି ବିଲ୍

ଭୁବନେଶ୍ୱର, ୩୦ା୩(ଓଡ଼ିଶା ଭାସ୍କର): ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ବିଧାନସଭା ବୈଠକ ହୋଇଥିଲା । ବିଧାନସଭା ବୈଠକରେ ପାରିତ ହୋଇଛି ବ୍ୟୟ ମଞ୍ଜୁରି ବିଲ୍ । ସବୁ ଦଳର ୩୦% ବିଧାୟକଙ୍କ ଉପସ୍ଥିତିରେ ଏହି ବିଲ୍ ପାସ…

ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଆସିବା ମନା: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡ଼ାଉନ ରହିଛି । ଏହି ଲକ୍ ଡାଉନ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲକ୍ ଡାଉନ ସମୟରେ ଅନ୍ୟ…

ସନ୍ଧ୍ୟା ୭ଟା ସୁଦ୍ଧା ୧୪ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ସ୍ଥାନେ ସ୍ଥାନେ ହେଉଛି । ଏହାରି ମଧ୍ୟରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବର୍ଷା ସହ ବଜ୍ରପାତକୁ ନେଇ…

ଅଧିକ ଓଡ଼ିଆ ଫସି ରହିଥିବା ରାଜ୍ୟରେ ଓଡ଼ିଆମାନଙ୍କ ପାଇଁ ନୋଡ଼ାଲ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଲକ୍ ଡାଉନ ରହିଛି । ତେଣୁ ଓଡ଼ିଶା ବାହାରେ ବହୁ ଓଡ଼ିଆ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ତେଣୁ ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆମାନେ ନିଜେ ନିଜ…

ବାହାରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ବାହାରେ ଫସି ରହିଥିବା ଓଡ଼ିଆମାନେ ରାଜ୍ୟକୁ ଫେରୁଛନ୍ତି । ସେନେଇ ବାହାରୁ ଫେରୁଥିବା ଓଡ଼ିଆଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି । ଏହି ପରିପ୍ରେକ୍ଷୀରେ ସବୁ…

ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପାସ୍: ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । କିନ୍ତୁ…

କିମସ କରୋନା ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): ଆଜି କିମସ କରୋନା ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି । ତାଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ୍, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ ଏବଂ…

ମେଡ଼ିକାଲ୍ ଅଫିସରଙ୍କ ପଦୋନ୍ନତିକୁ ସବୁଜ ସଙ୍କେତ

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲାରେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ଏହାସହ ଡାକ୍ତରଙ୍କ ଡ଼ିଏସିପି ନିୟମକୁ ଥରକ ପାଇଁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ…

କରୋନା ଭାଇରସ୍, ତେଲେଙ୍ଗାନାରେ ପ୍ରଥମ ମୃତ୍ୟୁ

ତେଲେଙ୍ଗାନା, ୨୮ା୩: କରୋନା ଭାଇରସ୍ ମହାମାରୀର ରୂପ ନେଇଛି । ଏହି ଭାଇରସ୍ରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୨୩ରେ ପହଞ୍ଚିଛି । ଏହାସହ କରୋନାରେ ଦେଶର ତେଲେଙ୍ଗାନାରେ ପ୍ରଥମ…