Browsing Category

ରାଜ୍ୟ

ପ୍ରବଳ ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୧୨ଟି ସହର

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୨ଟି ସହରର ତାପମାତ୍ରା । ୪ ଡିଗ୍ରୀ ସହ ଫୁଲବାଣୀ ହୋଇଛି ରାଜ୍ୟର ସବୁଠୁ ଶୀତଳ ସହର । ତେବେ…

ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

ରାଉରକେଲା, ୨୨ା୧୨ (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜିଏସଟି ଅଧିକାରୀଙ୍କ ଘରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଏକାଥରକେ ସମ୍ପୃକ୍ତ ଅଧିକାରୀଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ…

ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ: ନବୀନ

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ନୀତି ବିରୋଧୀ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ।ସାମାଜିକ ନ୍ୟାୟ, ମହିଳା…

ଜିଲ୍ଲା ପୋଲିସ ପକ୍ଷରୁ ହେଲମେଟ ସଚେତନତା ରାଲି।

ମାଲକାନଗିରି , ୨୧/୧୨ ଆଜି ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ଏକ ହେଲମେଟ ସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ସ୍ଥାନୀୟ ପୋଲିସ ଏସ ଡି ପି ଓ ଶ୍ରୀ ପ୍ରହଲ୍ଲାଦ ସହୋଇ ମୀନା ଙ୍କ ସମେତ ଆଦର୍ଶ ଥାନା…

ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ହୋଇଥିବା ପାରିବାରିକ ବିବାଦ ବଢିବାରେ ଲାଗିଛି । ଦୁହିଁଙ୍କ ଝଗଡ ହାଇକୋର୍ଟରୁ ଆରମ୍ଭ ହୋଇ ସୁପ୍ରିକକୋର୍ଟରେ…

ଏକ ସମୟରେ ଗର୍ଭବତୀ ହେଲେ ୯ ଜଣ ନର୍ସ, ଜାଣନ୍ତୁ ପରବର୍ତ୍ତୀ ଖବର

କିଛି ମାସ ପୂର୍ବରୁ ଏକ ସମୟରେ ୯ ଜଣ ନର୍ସ ଗର୍ଭବତୀ ହୋଇଥିଲେ । ସେମାନେ ସମସ୍ତେ ଆମେରିକାର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ଏହି ଖବର ସେ ସମୟରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ନର୍ସମାନେ…

ପରୀ ମୃତ୍ୟୁ ମାମଲାରେ ଅରୁଣ କହିଲେ, ‘ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି’

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କ…

ବଦଳିବ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ନାଁ

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି । ବିଜେଡି ରାଜ୍ୟ ପରିଷଦ ବୈଠକରେ ମୟୂରଭଞ୍ଜ ଜିଲ୍ଲାରୁ ଏହି ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି…

୨୩ରୁ ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ ଦର୍ଶନର ସମୟ

ପୁରୀ,୨୧ ।୧୨(ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ହୋଇଥିବା ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବାକୁ ଯାଉଛି । ଶ୍ରୀମନ୍ଦିର ଖୋଲିବା ପ୍ରସ୍ତୁତି ନେଇ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ସେ…