
Browsing Category
ରାଜ୍ୟ
ଉପକୃତ ହେବେ ଇପିଏଫ ପେନସନଧାରୀ: ଗଙ୍ଗୱାରଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଥିବା ଇପିଏଫ ପେନସନଧାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତାର ହାତ ବଢ଼ାଇଛନ୍ତି । ଏନେଇ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି…
୪ ଦିନିଆ ରିମାଣ୍ଡରେ ଆକାଶ ପାଠକ
ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛନ୍ତି ଖାରବେଳ ନଗର ଥାନା ପୋଲିସ । ତେବେ ସ୍କାଏକିଙ୍ଗ କରିଥିବା ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।
ଆକାଶଙ୍କୁ…
ରାଜ୍ୟରେ ଏମାନଙ୍କୁ ମିଳିବ ମାଗଣା କରୋନା ଟୀକା, ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସୂଚନା
ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): କୋଭିଡ୍ ଯୋଦ୍ଧାଙ୍କୁ ମିଳିବ ମାଗଣା କରୋନା ଟିକା । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ରାଜ୍ୟରେ ଜାନୁଆରି ଭିତରେ ଟିକାକରଣ ଆରମ୍ଭ ହେବା ନେଇ ଆଶାପ୍ରକାଶ କଲେ…
ଓଡ଼ିଶା ଇତିହାସରେ ପ୍ରଥମ: ଅଭୟଙ୍କ ବାଧ୍ୟତାମୂଳକ ଅବସର ପାଇଁ ସିଏମଙ୍କ ସୁପାରିଶ
ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତଙ୍କ ମାମଲାରେ ଆଉ ଏକ ମୋଡ଼ ଆସିଛି ।…
କୋର୍ଟରେ ହାଜର ହେଲେ ପ୍ରଦୀପ
ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କୋର୍ଟରେ ହାଜର ହୋଇଛନ୍ତି । ତେବେ ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ହାଜର…
ରାଜ୍ୟରେ ଆଜି ୩୫୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୭।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୫୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୩ ଜଣ ଓ ସ୍ଥାନୀୟ…
ଲଜ୍ୟା :ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ନୟାଗଡ : ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମେଡିଆ ରେ ଭାଇରାଲ ହେବାରେ ଲାଗିଛି । ହ୍ବାଟ୍ସଆପ୍ ଓ ଫେସବୁକ୍ରେ ଘୁରି ବୁଲୁଛି…
ପୁଣି ଶିଶୁ ନିଖୋଜ: ୭ ବର୍ଷର ଶିଶୁପୁତ୍ରର ପତ୍ତା ମିଳୁନି
ଗଜପତି, ୧୭ା୧୨ (ଓଡିଶା ଭାସ୍କର): ନୟାଗଡ଼ ପରେ ଏବେ ଗଜପତିରୁ ଜଣେ ଶିଶୁପୁତ୍ର ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ପରେ ପୋଲିସ ଘଟଣାର ତନାଘନା ଜାରି ରଖିଥିବା ଜଣାପଡ଼ିଛି ।
ସୂଚନା…
ସେଲଫି ହେଲା କାଳ: ଟ୍ରେନ୍ ସହ ଜଳିଗଲେ ଯୁବକ
ପାରଳାଖେମୁଣ୍ଡି,୧୬ ।୧୨(ଓଡିଶା ଭାସ୍କର): ଆଜିକାଳିର ଯୁବପିଢିମାନଙ୍କୁ ସେଲଫି ନିଶା ଘାରିଛି । ଏଥିପାଇଁ କେତେ ଯେ ଜୀବନ ଗଲାଣି, ତାହାର ଠିକଣା ନାହିଁ । ଏହାରି ମଧ୍ୟରେ ଟ୍ରେନ ବଗିରେ ଚଢି ସେଲଫି ନେବା ଜଣେ ଯୁବକଙ୍କୁ…
ରାଜ୍ୟରେ ଆଉ ୩୫୮ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୬।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…