
Browsing Category
ରାଜ୍ୟ
ନୂଆବର୍ଷରେ ନୂଆ ନିୟମ: ହେଲମେଟ୍ ନାହିଁ ତ ଲିଫ୍ଟ ନାହିଁ
ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଦୁର୍ଘଟଣାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି । ହେଲମେଟ୍ ନଥିଲେ ଲିଫ୍ଟ ନ ଦେବାକୁ ଚାଳକମାନଙ୍କୁ କୁହାଯାଇଛି । ନ ମାନିଲେ ଚାକଳଙ୍କର…
ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଆଇଟି । ଏନେଇ ଏସଡିଜେଏମ କୋର୍ଟ ଅନୁମତି ପ୍ରଦାନ…
ରାଜ୍ୟର ଏହି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଜାଣନ୍ତୁ କେଉଁଟି?
କୁଚିଣ୍ଡା,୧୫ ।୧୨(ଓଡିଶା ଭାସ୍କର): ସମ୍ବଲପୁର ବାମରାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏଥିଯୋଗୁଁ ଗାଡିମୋଟର, ରେଳ ଚଳାଚଳ ଓ ବଜାର ବନ୍ଦ…
ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍
ପାରଳାଖେମୁଣ୍ଡି,୧୫ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ପାରଳାଖେମୁଣ୍ଡି ଶିକ୍ଷକ । ସରକାରୀ ସ୍କୁଲର ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଥାନା ଏରତେଲାସାହି…
ରାଜ୍ୟରେ ଆଉ ୩୮୯ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୪।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ତୀର୍ଥସ୍ଥାନରେ ହେଉ ଶୌଚାଳୟ
ଭୁବନେଶ୍ୱର,୧୪ ।୧୨ (ଓଡିଶା ଭାସ୍କର): ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ବଚ୍ଛତା ଅଭିଯାନ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ଦେଇଛନ୍ତି । ସେ…
ଭୁବନେଶ୍ୱରରୁ ଆଜି ପୁଣି ୩୪ ପଜିଟିଭ, ୩୧ସୁସ୍ଥ
ଭୁବନେଶ୍ୱର,୧୪ ।୧୨ (ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୩୪ କରୋନା…
ସୀମାନ୍ତ ଛତିଶଗଡ଼ ସୁକୁମା ନିକଟରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ପୋରଣରେ ଆହତ ଜବାନଙ୍କ ଆଜି ମୃତ୍ୟୁ
ମାଲକାନଗିରି, 14/12: ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଆହତ ହୋଇଥିବା ଜବାନଙ୍କ ଆଜି ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମାଲକାନଗିରି ଜିଲା ସୀମାନ୍ତବର୍ତୀ ଛତିଶଗଡ ସୁକୁମା ଥାନା କିଷ୍ଣାରାମ…
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମୋହର, ପୁରୀ ମେଡିକାଲ କଲେଜ ଟେଣ୍ଡରକୁ ମଞ୍ଜୁରୀ
ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶରେ ବାଜିଛି…
୪୦ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ
ମୟୂରଭଞ୍ଜ, ୧୪ା୧୨ (ଓଡିଶା ଭାସ୍କର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ୪୦ରୁ ଅଧିକ ହାତୀ ଉତ୍ପାତ କରୁଥିବା ଦେଖାଦେଇଛି । ହାତୀମାନେ ଜନବସତି ମୁହାଁ ହେବା ସହ ଚାଷଜମି ଓ ଘରବାଡ଼ି ନଷ୍ଟ କରୁଛନ୍ତି ।
ଖବର…