Browsing Category
ରାଜ୍ୟ
ମଦୁଆ ଗାଡି ଚାଳକ ସାବଧାନ୍, ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ
ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଡିସେମ୍ବର ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ । ନିୟମ ଉଲ୍ଲଂଘନକାରୀଙ୍କୁ ଏଣିକି ଆଉ ନିସ୍ତାର ନାହିଁ । ପୋଲିସ ଟାର୍ଗେଟରେ ମଦୁଆ ଚାଳକ ରହିବେ ବୋଲି ଆଜି ଡିଜିପି କହିଛନ୍ତି ।…
କେୟାର ହସ୍ପିଟାଲ ମାଲିକ ଜଣେ ପାକିସ୍ତାନୀ: ପ୍ରଦୀପ୍ତ ନାୟକ
ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଶୀତକାଳିନ ଅଧିବେଶନ ଜାରି ରହିଛି । ଏହାରି ମଧ୍ୟରେ ଆଜି ଗୃହରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ପାକିସ୍ତାନୀ ଏଜେଣ୍ଟ ଲିଙ୍କ୍ ଥିବା ଏବଂ ରୋଗୀ ଶୋଷଣ ପ୍ରସଙ୍ଗ…
ବିଜେଡି ଫେରିବାକୁ ଇଚ୍ଛୁକ ଦାମ
ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଚଳିତ ନିର୍ବାଚନରେ ବିଜେପିରେ ଯୋଗ ଦେଇଥିବା ଦାମ ରାଉତ ପୁଣି ଥରେ ବିଜେଡି ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ଦାମ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ଦାମ…
ଓଡିଆଙ୍କୁ ନିଯୁକ୍ତି ପ୍ରସଙ୍ଗରେ ଶାସକ-ବିରୋଧୀ ଏକ
ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉଠିଲା ପିଏସୟୁରେ ଓଡିଆଙ୍କୁ ନିଯୁକ୍ତି ପ୍ରସଙ୍ଗ । ପୂର୍ବରୁ ନିୟମ ଖିଲାପ କରି ଅଧିକ ଅଣଓଡିଆଙ୍କୁ ନିଯୁକ୍ତି ମିଳୁଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ…
ଖୁବଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ନୂଆ ଡିଜିପି
ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଖୁବଶୀଘ୍ର କାର୍ଯ୍ୟରେ ନୂଆ ପୋଲିସ ମହାନିର୍ଦ୍ଦେଶକ ଯୋଗଦେବେ ବୋଲି ଜଣାପଡ଼ିଛି । ନିକଟରେ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଅଭୟ । ନୂଆ ଡିଜି ଭାବେ ଅଭୟଙ୍କ ନାମ…
ଦିନ ସରୁଛି କିନ୍ତୁ କମୁନି ଲମ୍ବା ଲାଇନ
ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଡିସେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ପୁଣିଥରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏନେଇ ରାଜ୍ୟର ସମସ୍ତ ଆରଟିଓ ଅଫିସ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଦିନ ସରିବା…
ବାଲେଶ୍ୱର ଗସ୍ତରେ କେନ୍ଦ୍ରାଞ୍ଚଳ RDC ଅନିଲ ସାମଲ
ବାଲେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ବାଲେଶ୍ୱର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ମେଡ଼ିକାଲରେ ବିଭିନ୍ନ ୱାର୍ଡ଼ ବୁଲିବା ସହ ରୋଗୀଙ୍କ ସହ କଥା ବାର୍ତ୍ତା ମଧ୍ୟ ହୋଇଛନ୍ତି…
ଚିନିର ବିକ୍ରି ଦାମ୍ ଠାରୁ ବଳି ଯାଉଛି ଉତ୍ପାଦନର ମୂଲ୍ୟ: ସମବାୟ ମନ୍ତ୍ରୀ
ଭୁବନେଶ୍ୱର,୨୭ା୧୧(ଓଡ଼ିଶା ଭାସ୍କର): ରାଜ୍ୟରେ ଚିନି ଉତ୍ପାଦନ ଓ ବିକ୍ରି ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଚିନିର ବିକ୍ରି ଦାମ୍ ଠାରୁ ବଳି ଯାଉଛି ଚିନିର ଉତ୍ପାଦନର…
୨୦୧୭ ପାଇଁ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର
ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ବେଲଜିୟମର ବୈଜ୍ଞାନିକ ଏରିକ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର ମିଳିଛି । ୨୦୧୭ ପାଇଁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ବୈଷୟିକ…
ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ
ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ନୂଆ ମୋଟର ଯାନ ଆଇନ ଡିସେମ୍ବର ପହିଲାରୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ପଦ୍ମନାଭ ବେହେରା । କାରଣ ଏହି ୧ତାରିଖକୁ ସରକାର ଦେଇଥିବା ୩ମାସ ଅବଧି ଶେଷ ହୋଇଛି…