Browsing Category
ରାଜ୍ୟ
ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ଆଜି ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର, ୨୪/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୪୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୧୭ ଓ ସ୍ଥାନୀୟ ଅଞ୍ଚଳରୁ…
ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର ୨୪/୯(ଓଡିଶା ଭାସ୍କର): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବଙ୍କ ଆଜି ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏଥିସହ ସେ…
ବଢ଼ିଲା ବିଦ୍ୟୁତ ଦର: ଜାଣନ୍ତୁ ଏଥିରୁ କିଏ ପଡିବେ ବାଦ୍ ?
ଭୁବନେଶ୍ୱର,୨୪/୯(ଓଡିଶା ଭାସ୍କର): ଜନସାଧାରଣଙ୍କ ପାଇଁ ଆସିଛି ବଡ ଖବର। ଆସନ୍ତାମାସ ଠାରୁ ବଢିଯିବ ବିଦ୍ୟୁତ ଦର । ଏନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ମାସ…
ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ, ଜାଣନ୍ତୁ କେଉଁଥି ପାଇଁ କିଏ
ଭୁବନେଶ୍ୱର, ୨୩/୯(ଓଡିଶା ଭାସ୍କର): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ କର୍ମକର୍ତ୍ତା ନିଯୁକ୍ତିକୁ ଅନୁମୋଦନ ମିିିଳିଛି । ଜିଲ୍ଲା ସଭାପତିଙ୍କ ନିଯୁକ୍ତିକୁ ବି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
ଖୁସି ଖବର: ରାଜ୍ୟରେ ଆଜି ୪୦୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨୩/୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୦୫୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୫୭୨୬୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଆସନ୍ତା ୯ଯାଏଁ ଗଞ୍ଜାମ କୋର୍ଟ ବନ୍ଦ
ଗଞ୍ଜାମ, ୨୩ା୯(ଓଡ଼ିଶା ଭାସ୍କର): ଆଜିଠାରୁ ଅକ୍ଟୋବର ୯ଯାଏଁ ଗଞ୍ଜାମ ଜିଲ୍ଲା ଜଜ କୋର୍ଟ ବନ୍ଦ ରହିବ । ଭିଜିଲାନ୍ସ ଓ ଏଡ଼ିଜେ କୋର୍ଟର ଜଜ୍ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲା କୋର୍ଟର ଜଜ୍ ଓ…
ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର, ଜାଣନ୍ତୁ କେତେ
ଭୁବନେଶ୍ୱର, ୨୩ା୯(ଓଡ଼ିଶା ଭାସ୍କର): ଅକ୍ଟୋବର ପହିଲାରୁ ରାଜ୍ୟରେ ବିଜୁଳି ଦର ବଢ଼ିବ । ୟୁନିଟ ପିଛା ବିଜୁଳି ଦର ୨୦ ପଇସା ବଢ଼ାଇବାକୁ ଓଇଆରସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କୃଷକ ଓ ବିପିଏଲ ଶ୍ରେଣୀର କୁଟୀର ଜ୍ୟୋତି…
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର, ୨୩ା୯(ଓଡ଼ିଶା ଭାସ୍କର): ରାଜ୍ୟ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛି ଗୃହ ବିଭାଗ । ଅରୁଣ କୁମାର ରାୟ ହୋଇଛନ୍ତି ଯୋଗାଯୋଗ ଅତିରିକ୍ତ ଡିଜିପି । ସେହିପରି ଲଳିତ ଦାସ- ପୋଲିସ ମୁଖ୍ୟାଳୟ ଅତିରିକ୍ତ…
ଏହି ରୋଗ ଥିଲେ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ କଣ କହିଲେ ରାଜ୍ୟ ସରକାର
ଭୁବନେଶ୍ୱର, ୨୩ା୯ (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହାସହ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରା୍ନ ଉତ୍ତର ମଧ୍ୟ ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ କର୍କଟ ରୋଗୀ…
କରୋନା ସ୍ଥିତି ନେଇ କଣ କହିଲେ ଗଞ୍ଜାମ ଜିଲ୍ଲାପାଳ, ଜାଣନ୍ତୁ
ଗଞ୍ଜାମ, ୨୩ା୯(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ…