Browsing Category

ରାଜ୍ୟ

Breaking: ବାର୍ଦ୍ଧକ୍ୟ ଭତ୍ତା ପାଇଁ ସବୁଠୁ ଅଧିକ ଆବେଦନ, ଭତ୍ତା ଉପରେ ୬ ଲକ୍ଷ ୪ ହଜାର ୬୮୮ ଜଣଙ୍କ ନଜର

ଭୁବନେଶ୍ୱର: ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ ଆବେଦନ କରିଛନ୍ତି । ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ…

କିଟ୍ ମାମଲା: ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ

ଭୁବନେଶ୍ୱର:  କିଟ୍ କାଣ୍ଡ ନେଇ ବିଧାନସଭାରେ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ ମୃତ ଛାତ୍ରୀ । ଜୀବନ ହାରିବାର ୧୧ ମାସ ପୂର୍ବରୁ କିଟ୍…

ଫାର୍ମାସିଷ୍ଟ-ଏମପିଏଚଡବ୍ଲୁ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର, ସପ୍ତାହକ ଭିତରେ ମେଧା ତାଲିକା

ଭୁବନେଶ୍ବର: ଆସନ୍ତା 1 ସପ୍ତାହ ମଧ୍ୟରେ ଫାର୍ମାସିଷ୍ଟ ଓ ଏମପିଏଚଡବ୍ଲୁ-ଏମ୍ ଚାକିରି ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଖୁବଶୀଘ୍ର ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ତେବେ ଏନେଇ ପ୍ରତିଶୃତି ଦେଇଛନ୍ତି ଓଡ଼ିଶା…

breaking: ବିଧାନସଭାରେ ବଇଁଶୀ, ଘଣ୍ଟା ବଜେଇ କଂଗ୍ରେସର ପ୍ରତିବାଦ୍, ୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: କଂଗ୍ରେସ କଳାଦିବସ ପାଳୁଥିବାରୁ କଳା ଡ୍ରେସ୍ ପିନ୍ଧିଛନ୍ତି । ହାଉସ୍ ଭିତରେ ଗୋଟେ ଘଣ୍ଟା ଯାହା ହବାର ଥିଲା ତାକୁ ମିଡିଆରୁ ଲୁଚାଯାଉଛି । ମିଡିଆ ପାଇଁ ଆଜି କଂଗ୍ରେସ କରିବ ପ୍ରତିବାଦ । …

ପିଲାଙ୍କ ମଧ୍ୟାହ୍ନ ଭୋଜନ ଅଣ୍ଡା ଖାଇଗଲେ ହାତୀ, ସ୍କୁଲ କାନ୍ଥ ଭାଙ୍ଗି ଭିତରେ ପଶିଲେ

କେନ୍ଦୁଝର: ସ୍କୁଲ କାନ୍ଥ ଭାଙ୍ଗିଲେ ହାତୀପଲ । ହାତୀପଲ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଅଣ୍ଡା । ସଦର ବନଖଣ୍ଡ ଅଧୀନ ଆମ୍ବଡ଼ହରା ସ୍କୁଲର ଘଟଣା । ୨୦ ହାତୀ ଗାଁ ଭିତରକୁ ପଶିଆସିଥିବାବେଳେ ହାତୀପଲଙ୍କୁ ନେଇ ଗାଁରେ…

ସାଙ୍ଗ ସାଜିଲା ବଇରୀ, କିଛି ଟଙ୍କା ପାଇଁ ସାଙ୍ଗକୁ ପିଟିପିଟି ହତ୍ୟା

ଭୁବନେଶ୍ବର: ସକାଳୁ ସକାଳୁ ହତ୍ୟାକାଣ୍ଡ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ସାମ୍ନାକୁ ଆସିଛି ଏହି ହତ୍ୟାକାଣ୍ଡ ମାମଲା । ଖବର ଅନୁସାରେ, ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ…

ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ଆଶ୍ବସ୍ତି, ପୂର୍ବ ଆଦେଶ କାଏମ୍ ରଖିଲେ ହାଇକୋର୍ଟ

ଭୁବନେଶ୍ବର: କନିଷ୍ଠ ଇଞ୍ଜିନିୟର(ଜେଇ) ପଦ ପାଇଁ ବିଟେକ୍ ଡିଗ୍ରୀଧାରୀ ଇଞ୍ଜିନିୟର ଆବେଦନ କରିପାରିବେ ନାହିଁ । ଏହି ପଦବୀ ପାଇଁ କେବଳ ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀ ଆବେଦନ କରିପାରିବେ । ହୋଇକୋର୍ଟର ଜଣିକିଆ…

ଆଜି ପାଗରେ ଆସିବ ପରିବର୍ତ୍ତନ: ଏହି ଜିଲ୍ଲାରେ ହୋଇପାରେ କାଳବୈଶାଖୀ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଜି କାଳବୈଶାଖୀ ସମ୍ଭବନା ରହିଛି । ଆସନ୍ତା ଦୁଇଦିନ କୈଶବୈଶାଖି ଲାଗି ରହିବାକୁ ଥିବା ବେଳେ ଏନେଇ ସବୁ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି । ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡ଼ି, ଚାଲଗଲା ଜଣକର ଜୀବନ

ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲାରେ ଓଲଟିଲା ବରଯାତ୍ରୀ ଗାଡ଼ି । ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖବର ଅନୁସାରେ, କୋକସରା…

ଆଜିଠୁ ସକାଳୁଆ ସ୍କୁଲ, ସାଢ଼େ 6ରୁ ଆରମ୍ଭ ହେଲା ପାଠପଢ଼ା

ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସକାଳୁ ଖୋଲିଲା ସ୍କୁଲ । ସକାଳ 6ଟା 30ରୁ ଆରମ୍ଭ ହେଲା ପାଠପଢ଼ା । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ । ତେବେ ଗ୍ରୀଷ୍ମ…