Browsing Category
ରାଜ୍ୟ
ଖୁସି ଖବର, ରାଜ୍ୟରେ ଆଜି ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୦୭୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ବିଧାୟିକା ସୁନନ୍ଦା ଦାସଙ୍କୁ କରୋନା
ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଯାଜପୁର ବରୀ ବିଧାୟିକା…
ଦୁଇ ଆଇଏଏସଙ୍କୁ ମୁଖ୍ୟ ଶାସନ ସଚିବଙ୍କ ପ୍ରଶଂସା
ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ଦୁଇ ଆଇଏଏସଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି । ଗଞ୍ଜାମରେ କୋଭିଡ଼ ପରିଚାଳନାରେ ଭଲ କାମ କରିଥିବାରୁ ୨ ଯୁବ ଆଇଏଏସଙ୍କୁ ପ୍ରଶାଂସା କରିଛନ୍ତି ଅସିତ । ଦୁଇ…
ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ କରୋନା
ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଉତ୍ତର ବିଧାୟକ ତଥା…
ଭୁବନେଶ୍ୱରରୁ ଆଜି ୩୦୭ ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ପ୍ରତିଦିନ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରୁ ୩୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ…
ଏହି ୮ଟି ରୁଟରେ ପ୍ରତିଦିନ ଚାଲିବ ମୋ ବସ୍
ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ସପ୍ତାହକ ୭ଦିନ ମୋ ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ୮ଟି ରୁଟ ଦେଇ ପ୍ରତିଦିନ ମୋ ବସ ଚଳାଚଳ କରିବ । ୮ଟି ରୁଟ୍ ତଥା ୧୧, ୧୬,୧୮,୨୦,୨୩,୨୪,୨୫,୩୩ ନମ୍ବର ରୁଟ ଦେଇ ମୋ…
ସାରା ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷିବ: ୬ଜିଲ୍ଲାକୁ ସତର୍କ, ତାଣନ୍ତୁ କେଉଁ କେଉଁ ଜିଲ୍ଲା ଅଛି ସାମିଲ
ଭୁବନେଶ୍ୱର, ୧ା୯(ଓଡ଼ିଶା ଭାସ୍କର): ଗତ ୩ରୁ ୪ଦିନ ହେବ ପାଗ ଶୁଖିଲା ରହିଥିଲା । କିନ୍ତୁ ଏବେ ସାରା ରାଜ୍ୟରେ ଦୁଇ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୬ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…
ବଡ ଖବର: ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା
କଟକ.୧ ।୯(ଓଡିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ସବୁ କ୍ଷେତ୍ର ପ୍ରଭାବିତ ହେବାରେ ଲାଗିଛି । ଅନଲକ୍ ୪ ଲାଗୁ ହୋଇଥିଲେ ବି ଶିକ୍ଷାନୁଷ୍ଠାନଗୁଡିକରେ ସବୁ ନିୟମ କୋହଳ ହୋଇନାହିଁ । କରୋନାକୁ ଦୃଷ୍ଟିରେ ରଖି…
ପୁରୀ ସ୍ୱର୍ଗ ଦ୍ୱାରରେ ଦାହ ସଂସ୍କରଣ କଟକଣା ବୃଦ୍ଧି, ଜାଣନ୍ତୁ କେତେ ଦିନ
ପୁରୀ, ୧ା୯(ଓଡ଼ିଶା ଭାସ୍କର): ପୁରୀ ସ୍ଥିତ ସ୍ୱର୍ଗଦାରରେ ଦାହ ସଂସ୍କରଣ କଟକଣାକୁ ବୃଦ୍ଧି କରାଯାଇଛି । ପୁଣି ମାସେ ବଢ଼ି ସେପ୍ଟେମ୍ବର ୩୦ ଯାଏଁ ଏହି କଟକଣାକୁ ବଢ଼ାଇଛନ୍ତି ଜିଲ୍ଳାପାଳ । ପୁରୀ ଜିଲ୍ଲା ବାହାର ଲୋକଙ୍କୁ…
ଆଦିତ୍ୟଙ୍କ ମୃତ୍ୟୁ ପଛରେ କାହାର ହାତ? ଜାଣନ୍ତୁ କ’ଣ ଉତ୍ତର ଦେଲେ ଆଦିତ୍ୟଙ୍କ ବାପା
ଭୁବନେଶ୍ୱର,୧ ।୯(ଓଡିଶା ଭାସ୍କର): ସମାଜସେବା ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ବି ଆଜିଯାଏଁ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଜଣାପଡିଲା ନାହିଁ । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା…