Browsing Category
ରାଜ୍ୟ
ଆଜିଠାରୁ ୫ତାରିଖ ଯାଏଁ ପୁଣି ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା କେଉଁ ତାରିଖରେ ରହିବେ ସତର୍କ
ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ୩ରୁ ୪ଦିନ ପାଗ ଶୁଖିଲା ଥିବା ବେଳେ ପୁଣି ଆଜିଠାରୁ ଆସନ୍ତା ୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୩୧ ରେ ଉପକୂଳ ଓଡ଼ିଶା ସହ ୭ ଜିଲ୍ଳାରେ ବର୍ଷା…
ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ସମୟସୀମା ବୃଦ୍ଧି
ନୂଆଦିଲ୍ଲୀ, ୩୧ା୮: ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ସମୟସୀମାକୁ ବୃଦ୍ଧି କରିଛି କେନ୍ଦ୍ର । ଅନଲକ ୪.୦ ତଥା ସେପ୍ଟେମ୍ବର ୩୦ ଯାଏଁ ବିମାନ ଉଡ଼ାଣ ବାତିଲ ବଳବତ୍ତର ରହିବ । କେବଳ ଡିଜିସିଏ ଅନୁମତି ପ୍ରାପ୍ତ କାର୍ଗୋ…
ଖୁସିଖବର: ସେପ୍ଟେମ୍ବରରେ ମିଳିବ ୪ ମାସର ଭତ୍ତା
ଭୁୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ମଧୁବାବୁ ପେନସନ ଯୋଜନା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ସବୁ ହିତାଧିକାରୀଙ୍କୁ ସେପ୍ଟେମ୍ବରରେ ମିଳିବ ଏକକାଳୀନ ୪ ମାସର ଭତ୍ତା । ସେପ୍ଟେମ୍ବରରୁ…
ହୀରାକୁଦର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ
ସମ୍ବଲପୁର, ୩୧ା୮(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ସୁଇସ ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ମୋଟ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ବାମ ପାଖ ସ୍ପିଲୱେର ୨୩ଟି ଓ ଡାହାଣ…
ଦୁର୍ଗାପୂଜାକୁ ମିଳିଲା ହାଇକୋର୍ଟଙ୍କ ଅନୁମତି
କଟକ,୩୧ ।୮(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ଏହାରି ମଧ୍ୟରେ କଟକର ବାଲୁବଜାର ପୂଜା ମଣ୍ଡପକୁ ଦୁର୍ଗାପୂଜା ଆୟୋଜନ ଅନୁମତି ମିଳିଛି । କୋଭିଡ ନିୟମ ମାନି ପୂଜା ଆୟୋଜନ…
ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି
ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର):ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି । ୧୦୦ଟି ମାଇକ୍ରୋ କମ୍ପିକିଟ୍ ସେଣ୍ଟର ଓ ୫୦ଟି ଏମଆରଏଫ ଲୋକର୍ପିତ…
ନିଟ୍ ଓ ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ସୁବିଧା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍
ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ନିଟ୍ ଓ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ସୁବିଧା ଯୋଗଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ସୁବିଧା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଅସିତ…
ରାଜ୍ୟରେ ୧୦ ଜୀବନ ନେଲା କରୋନା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦…
ବଡ ଖବର: ଆଜି ୨୬୦୨ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ୨୬୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୬୧ ଜଣ ଓ ସ୍ଥାନୀୟ…
ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା
ଭୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ବିଧାୟକ ମହାମାରୀ କବଜାକୁ ଆସିଛନ୍ତି । ସେ ହେଉଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ…