Browsing Category

ରାଜ୍ୟ

ଭଦ୍ରକରେ ସବୁ ରବିବାର ଦିନ ୭ଘଣ୍ଟା ଯାଏଁ ଖୋଲିବ ବହି ଦୋକାନ

ଭଦ୍ରକ, ୧୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନ ବେଳେ ପିଲାଙ୍କର ପାଠପଢ଼ାରେ କିପରି ଅସୁବିଧା ହେବ ନାହିଁ ସେନେଇ ପଦକ୍ଷେପ ନିଆଯାଉଛି । ଲକ୍ ଡାଉନ ବେଳେ…

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । ତାଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।  ସେ…

ରାଜ୍ୟରେ କମିଛି କରୋନା ପଜିଟିଭ୍ ହାର

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ପୁରୀଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ…

ଆରପାରିରେ ପୂର୍ବତନ ବିଧାୟକ ସହରାଇ ଓରାମ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । କେନ୍ଦୁଝରର ଭଦ୍ରାସାହି ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା…

ରଥଯାତ୍ରା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଗଜପତିଙ୍କ ଚିଠି

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପବିତ୍ର ଓ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ରଥଯାତ୍ରା ସମ୍ପର୍କରେ ଖୁବଶୀଘ୍ର…

ସେବାୟତଙ୍କ ପରିବାରକୁ ମିଳିବ ୫ହଜାର ଟଙ୍କାର ସହାୟତା

ପୁରୀ, ୧୭ା୪(ଓଡ଼ିଶାଭାସ୍କର): ପ୍ରତି ସେବାୟତଙ୍କ ପରିବାରକୁ ୫ହଜାର ଟଙ୍କା ଲେଖାଏଁ ମିଳିବ । ଶ୍ରୀମନ୍ଦିରର ସେବାୟତଙ୍କ ପରିବାରକୁ ସହାୟତା ଦିଆଯିବ । ସବୁ ସେବାୟତ ପରିବାରକୁ ୫ହଜାର ଟଙ୍କା ମିଳିବ । ଏହି ସହାୟତା ରାଶି…

ଲକଡାଉନ ଉଲ୍ଲଂଘନକାରୀଙ୍କୁ ମିଳିବନି ନିସ୍ତାର, ପୋଲିସକୁ ଅଧିକ କ୍ଷମତା

ଭୁବନେଶ୍ୱର, ୧୬ା୪ (ଓଡ଼ିଶା ଭାସ୍କର): ଲକଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିବାକୁ ଓଡ଼ିଶା ପୋଲିସକୁ ଦିଆଯାଇଛି ଅଧିକ କ୍ଷମତା । ଗୃହବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏବେ ଥାନା ଅଧିକାରୀମାନେ…

ଟେଷ୍ଟିଂ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି କରୋନାକୁ ନେଇ ରାଜ୍ୟ ସରକାର ସଜାଗ ଅଛନ୍ତି । ବତ୍ତର୍ମାନ…