Browsing Category
ରାଜ୍ୟ
ଓଡ଼ିଶା ଆସିବେ ରାଷ୍ଟ୍ରପତି, ଜାଣନ୍ତୁ କାର୍ଯ୍ୟକ୍ରମ ବିଷୟରେ
ଭୁବନେଶ୍ବର: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା 24 ତାରିଖରେ ଶ୍ରୀକ୍ଷେତ୍ରର ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ଆସିବା ନେଇ ଜଣାପଡିଛି । ତେବେ…
Breaking: ହୁତୁହୁତୁ ହୋଇ ଜଳିଗଲା କାର୍, ଡ୍ରାଇଭର କାର୍ ଭିତରେ ଜୀଅନ୍ତା ଜଳି ମରିଗଲେ
ପାରାଦୀପ: ସକାଳୁ ସକାଳୁ ବଡ଼ ଅଘଟଣ। କାର୍ ସହ ଜଳିଗଲେ ଡ୍ରାଇଭର। ହୁତୁହୁତୁ ହୋଇ ଜଳିଗଲା କାର୍। କାର୍ ଭିତରେ ଥିବା ଡ୍ରାଇଭର ମଧ୍ୟ ଜୀଅନ୍ତା ଜଳିଗଲେ। ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ…
ଓଡ଼ିଶାରେ ସୃଷ୍ଟି ହେଲେଣି ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି
ଭୁବନେଶ୍ୱର: ଓଡିଶାରେ ଏପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି, ଯେଉଁଥିରୁ ୧.୬୬ ଲକ୍ଷ ଆକାଂକ୍ଷା ଏବଂ ଆଦିବାସୀ ଜିଲ୍ଲାରୁ ଆସିରେ ଅଛନ୍ତି। ମଙ୍ଗଳବାର ସାରା ରାଜ୍ୟରେ ଅନୁଷ୍ଠିତ 'ଲକ୍ଷପତି…
Breaking: ୨ରୁ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା, ଆବଶ୍ୟକ ନପଡ଼ିଲେ ଘରୁ ବାହାରନ୍ତୁ ନାହିଁ
ଭୁବନେଶ୍ୱର: ଯଦି ଘରୁ ବାହାରକୁ ଗୋଡ଼ କାଢୁଛନ୍ତି ତାହାଲେ ସତର୍କ ହୋଇଯାଆନ୍ତୁ। ବିଶେଷ କରି ଦିନରେ। ଆଉ ଯଦି ସେପରି କିଛି ଗୁରୁତ୍ୱପୂର୍ଣ୍ଣ କାମ ନାହିଁ, ତାହାଲେ ଜମାବି ଘରୁ ପାଦ କାଢନ୍ତୁ ନାହିଁ। ଆଉ ଯଦି ବି ଘରୁ…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ପ୍ରତି ପଞ୍ଚାୟତରେ ଖୋଲିବ RI ଅଫିସ, କାର୍ଯ୍ୟାଳୟରେ ୮ ଘଣ୍ଟାରୁ କମ୍ କାମ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ମଙ୍ଗଳବାର ବିଧାନସଭାରେ ବିରୋଧୀଙ୍କ ବିନା ଆଲୋଚନାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୩୭୮ କୋଟି ୨୭ଲକ୍ଷ ୯୮ହଜାର ଟଙ୍କାର ବ୍ୟୟ ବରାଦ ଉପରେ ଆଲୋଚନା ହେବା ସହ…
ରାଉରକେଲାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଆସ ଲକୁଆ ଆହତ
ଭୁବନେଶ୍ବର: ରାଜଧାନୀ ପରେ ଏବେ ରାଉରକେଲାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କଲା ପୋଲିସ । ରାଉରକେଲାରେ ପୋଲିସ ଅପରାଧୀକୁ ଏନକାଉଣ୍ଟର କରିଛି ।
ତେବେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ…
ବନ୍ଧୁରୁ ଜୀବନସାଥୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଭବ-ଜାଗୃତି
ଭୁବନେଶ୍ୱର,୧୧ା୩: ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ବନ୍ଧୁରୁ ଜୀବନସାଥୀ ପାଲଟିଛନ୍ତି ଏହି ଯୋଡ଼ି । ଆମେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଏବଂ ସାମ୍ବାଦିକା ତଥା ସାହିତି୍ୟକା…
କାଲି ଗୃହ କାର୍ଯ୍ୟରେ ସାମିଲ ହେବନାହିଁ କଂଗ୍ରେସ, ଭକ୍ତ ଡାକିଲେ ଜରୁରୀ ବୈଠକ
ଭୁବନେଶ୍ୱର: କାଲି ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ ।
କାଲି ବିଧାନସଭା ବୟକଟ କରିବ କଂଗ୍ରେସ । କାଲି କଂଗ୍ରେସ ଜରୁରୀ ବୈଠକ କରିବ ବୋଲି କହିଳେ…
ଫିଲ୍ମ ଶୁଟିଂ ପାଇଁ ଚର୍ଚ୍ଚାରେ ଓଡ଼ିଶା, ଉପମୁଖ୍ୟମନ୍ତ୍ରୀ କହିଲେ ଏହା ଓଡ଼ିଶା ପର୍ଯ୍ୟଟନକୁ…
ଭୁବନେଶ୍ୱର,୧୧ା୩: ବଲିଉଡକୁ ଏବେ ଆକୃଷ୍ଟ କରୁଛି ଓଡ଼ିଶା ମାଟି । ଫିଲ୍ମ ପୁଷ୍ପା-୨ଠାରୁ ଆରମ୍ଭ କରି ଏସଏସଏମବି-୨୯ ପର୍ଯ୍ୟନ୍ତ ଶୁଟିଂ ଚାଲିଛି। ନିର୍ମାତାଙ୍କଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀମାନେ ଆସି ଓଡ଼ିଶାରେ…
ପ୍ରତିବାଦ ସ୍ଥଳରେ ଭକ୍ତ ଦାସ, ଆନ୍ଦୋଳନରୁ ଓହରିଲା କଂଗ୍ରେସ
ଭୁବନେଶ୍ୱର: ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲା କଂଗ୍ରେସ । ବିଧାନସଭା ଗାନ୍ଧି ମୂର୍ତ୍ତି ତଳ ପ୍ରତିବାଦ ସ୍ଥଳରୁ ଉଠିଲେ ବିଧାୟକ ।
ତାରା ବାହିନୀପତିଙ୍କ ସମେତ ଅନ୍ୟ ବିଧାୟକ ଧାରଣାରୁ ଓଠିଲେ ।…