Browsing Category
ରାଜ୍ୟ
କମିଲା ବସ୍ ଭଡ଼ା
ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର):ବସ୍ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ରାଜ୍ୟରେ ବସ୍ ଭଡ଼ାକୁ ହ୍ରାସ କରିଛନ୍ତି ରାଜ୍ୟ ସରକାର । ବସ୍ ଭଡ଼ା କିଲୋମିଟର ପିଛା ୧ରୁ ୨ପଇସା କମିଥିବା ସୂଚନା ମିଳିଛି । ସାଧାରଣ…
କରୋନା ଭାଇରସ୍ , ବନ୍ଦ ରହିବ ବାୟୋମେଟ୍ରିକ ଉପସ୍ଥାନ
ଭୁବନେଶ୍ୱର, ୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ଚାରିଆଡ଼େ ଭୟର ଆତଙ୍କ ମଧ୍ୟ ଖେଳିଛି । ଏହାରି ମଧ୍ୟରେ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ…
କାଲିଯାଏଁ ଘୁର୍ଣ୍ଣିଝଡ ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ
ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟର କେତେକ ଜିଲ୍ଲାରେ ଘୂର୍ଣ୍ଣିଂ ଝଡ ସହ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ଏହାର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା…
କରୋନା ଭାଇରସ୍, ତୁଳସୀପତ୍ର ସ୍ୱପ୍ନାଦେଶ ସମ୍ପୂର୍ଣ୍ଣ ଗୁଜବ
ପୁରୀ, ୬ା୩(ଓଡ଼ିଶା ଭାସ୍କର): କରୋନା ଭାଇରସରେ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଗତକାଲି ପୁରୀର ବଡ଼ ପଣ୍ଡାଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ଓଡ଼ିଶାକୁ କରୋନା ଆସିଯାଇଛି । ମହାପ୍ରଭୁ…
ଓଡ଼ିଶାର ବିକାଶ ବିଜୁବାବୁଙ୍କ ପ୍ରଥମ ଲକ୍ଷ୍ୟ ଥିଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬ା୩(ଓଡ଼ିଶା ଭାସ୍କର): ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ବିଜୁ ପଟ୍ଟନାୟକ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ।…
ଡ଼େୟାର ଡ଼େଭିଲ ଡ଼େମୋକ୍ରାଟ ଉନ୍ମୋଚିତ
ଭୁବନେଶ୍ୱର,୬ା୩(ଓଡ଼ିଶା ଭାସ୍କର): ବିଜୁବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ହୋଇଛି । ସେହି କାର୍ଯ୍ୟକ୍ରମରେ ଦ ଆଡ଼ଭେଞ୍ଚର୍ସ ଅଫ ଡେୟାର ଡ଼େଭିଲ ଡ଼େମୋକ୍ରାଟ ବହି ଉନ୍ମୋଚନ ହୋଇଛି । ଏହି ବହିକୁ ଉନ୍ମୋଚନ…
ବିଜୁବାବୁଙ୍କୁ ଭାରତ ରତ୍ନ ଦାବି
ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିବ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଏନେଇ ରାଜ୍ୟସଭାରେ ଶୂନ୍ୟକାଳ…
ହୋଟେଲରୁ ଠାବ ହେଲେ କରୋନା ସନ୍ଦିଗ୍ଧ
କଟକ,୬ ।୩(ଓଡିଶା ଭାସ୍କର): କଟକ ଏସସିବିରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଠାବ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ଏହି ବିଦେଶୀ କରୋନା ସନ୍ଦିଗ୍ଧ ଠାବ ହୋଇଥିବା ଜଣାପଡିଛି ।…
ଭିଜିଲାନ୍ସ ଜାଲରେ ଆରଟିଓ ଅଫିସର
ନବରଙ୍ଗପୁର,୬ ।୩(ଓଡିଶା ଭାସ୍କର): ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଫୁଲବାଣୀ ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଆରମ୍ଭ କରିଛି । ପୁର୍ବରୁ…
ନୟାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ: ୧୧ ଜଣଙ୍କୁ ଉଠାଇନେଲା ପୋଲିସ
ନୟାଗଡ,୬ ।୩(ଓଡିଶା ଭାସ୍କର): ୬ ବର୍ଷ ଧରି ବନ୍ଦ ପଡିଥିବା ଚିନିକଳ ଖୋଲିବା ପାଇଁ ଆଜି ନୟାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଚିନିକଳ ଚାଲୁ ଦାବିରେ ଏହି ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି ।…