Browsing Category

ରାଜ୍ୟ

‘କରୋନା’ ପରେ SCBରେ ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ,୬ ।୨(ଓଡିଶା ଭାସ୍କର): କରୋନା ଭାଇରସ୍ ପରେ ଓଡିଶାରେ ଏବେ ସ୍ୱାଇନ୍ ଫ୍ଲୁ ଭୟ । କଟକ SCB ମେଡିକାଲରେ ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଭର୍ତ୍ତି ହୋଇଛନ୍ତି । ବ୍ଲଡ୍ ଟେଷ୍ଟ୍ ପରେ ରୋଗୀଙ୍କ ରିପୋର୍ଟ ପଜେଟିଭ ରହିଛି ।…

୯ ଯାଏଁ ବର୍ଷିବ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ଯାଏଁ ବର୍ଷା ଲାଗି ରହିବ । ଆଭ୍ୟନ୍ତରୀଣ,…

ତାରାତାରିଣୀ ପୀଠର ହେବ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୫ା୧ (ଓଡ଼ିଶା ଭାସ୍କର): ପ୍ରସିଦ୍ଧ ଶକ୍ତିପୀଠ ମା' ତାରାତାରିଣୀଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ ପ୍ରଦାନ କରିଛନ୍ତି । ମନ୍ଦିରର ସିଂହଦ୍ୱାରର ଉନ୍ନତିକରଣ…

ବରଗଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବରଗଡ,୫ ।୨(ଓଡିଶା ଭାସ୍କର): ବରଗଡରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଣା ମୁତାବକ, ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବ ଗୋଷ୍ଠୀ…

ରାଜଧାନୀରେ ସରକାରୀ ଓ ଲୋକ ବ୍ୟାପାର ସ୍କୁଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ସରକାରୀ ଓ ଲୋକ ବ୍ୟାପାର ସ୍କୁଲ ଆଜି ଉଦଘାଟିତ ହୋଇଯାଇଛି । ଜାଭିୟର ବିଶ୍ୱବିଦ୍ୟାୟରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲ…

ରେଳ ବଜେଟରେ ଓଡିଶା ପାଇଁ ୪,୩୭୩ କୋଟି, ଜାଣନ୍ତୁ କେଉଁ ଅଞ୍ଚଳକୁ କେତେ ?

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର):ରେଳ ବଜେଟରେ ଓଡିଶା ପାଇଁ ୪.୩୭୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଏଥିରେ ଅନୁଗୁଳ-ସୁକିନ୍ଦା ୯୮.୭ କିମି ନୂଆ ରେଳପଥ ପାଇଁ ୪୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେହିପରି…

ରଙ୍ଗ ରୁଟ ଡ୍ରାଇଭିଂ ରୋକିବା ପାଇଁ ରାଜଧାନୀରେ ଲାଗିବ ଟାୟାର କିଲର

ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ଟ୍ରାଫିକ ନିୟମ କରାଯାଉଛି । ଏହାସହ ଉଲ୍ଲଙ୍ଘନକାରୀମାନଙ୍କ ପାଇଁ ଫାଇନ ବ୍ୟବସ୍ଥା ମଧ୍ୟ ହୋଇଛି । ଏହାରି ମଧ୍ୟରେ ଆଜି ରଙ୍ଗ ରୁଟ…

ଶ୍ରୀମନ୍ଦିର ପ୍ରଶାସନକୁ ଜମି ହସ୍ତାନ୍ତର କଲେ ରାଜ୍ୟ ସରକାର

ପୁରୀ,୫ ।୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଜମି ଉଚ୍ଛେଦ ପ୍ରସଙ୍ଗରେ ଅଧିଗ୍ରହଣ ହୋଇଥିବା ଜମିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ରାଜ୍ୟ ସରକାର । ଉଚ୍ଛେଦ ଜମିର ମାଲିକାନା ଏବେ ଶ୍ରୀମନ୍ଦିର…

ଡିଫେନ୍ସ ଏକ୍ସପୋ-୨୦୨୦କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲଖନଉ,୫ ।୨: ଲଖନଉରେ ଡିଫେନ୍ସ ଏକ୍ସପୋ-୨୦୨୦ ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ୪୦ଟି ଦେଶର ପ୍ରତିରକ୍ଷା ବିଭାଗ ଭାଗ ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ…

ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ମନା

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଲାଣି । ଏନେଇ ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ୍ ଯିବାକୁ ମନା ହୋଇଛି । କରୋନା ଭାଇରସ୍ ପାଇଁ…