Browsing Category
ରାଜ୍ୟ
Breaking: ଆଉ ଏମିତି ଭୁଲ୍ ହେବ ନାହିଁ, ଏଣିକି ମ୍ୟାଚରେ ଅଧିକ ସତର୍କ ରହିବୁ…
କଟକ: କଟକ ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ମ୍ୟାଚବେଳେ ଲାଇଟ ଲିଭିବା ଘଟଣାରେ ଉତ୍ତର ରଖିଛି ଓସିଏ ।
ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା ଓସିଏ । ଏଣିକି ମ୍ୟାଚବେଳେ ଅଧିକ ସତର୍କ ହେବୁ ବୋଲି କହିଲା ଓସିଏ ।…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଫେରସ୍ତ ହେବ ସୁଧ
ଭୁବନେଶ୍ବର: ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଉପରେ ଫେରସ୍ତ ହେବ ସୁଧ ।
୨୦୨୪-୨୫ ଆର୍ଥିକ ବର୍ଷରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକଙ୍କ…
ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ: ସୋମବାର ରାମଲାଲାଙ୍କୁ କରିବେ ଦର୍ଶନ, ମଙ୍ଗଳବାର ଭୁବନେଶ୍ଵର ଫେରିବାର ସୂଚନା
ନୂଆଦିଲ୍ଲୀ : ମହାସ୍ନାନର ଶେଷ ସପ୍ତାହ। ଆଉ ଦୁଇ ତିନି ଦିନ ପରେ ପୁରା ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ। ୨୬ ତାରିଖରେ ମହାକୁମ୍ଭ ସରିବାକୁ ଯାଉଛି। ଏଥିଲାଗି ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ…
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏର ନୂଆ ସଭାପତି
କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ପଙ୍କଜ ନାମାଙ୍କନ ଦାଖଲ କରିଥିଲେ। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।
ବାରବାଟୀ ଫ୍ଲଡ୍ ଲାଇଟ୍…
ଦୁର୍ଘଟଣାରେ ଜଗନ୍ନାଥ ଏକ୍ସପ୍ରେସ ଚୁରମାର, ୨୦ ଆହତ ୩ ଗୁରୁତର
ସୁନ୍ଦରଗଡ଼: ଓଲଟିଲା ସରକାରୀ ସେମି ସ୍ଲିପର୍ ଭଲ୍ଭୋ ବସ୍ ଜଗନ୍ନାଥ ଏକ୍ସପ୍ରେସ୍। ବିଳମ୍ୱିତ ରାତିରେ ଯାତ୍ରୀ ନେଇ ଯାଉଥିବା ସରକାରୀ ବସ୍ ଓଲଟି ପଡିଥିବା ସୂଚନା ମିଳିଛି। ରାତି ପ୍ରାୟ ୧୨ଟାରେ ଏହି ଦୁର୍ଘଟଣା…
୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର: ଆଜିବି ଛେଚିବ ବର୍ଷା। ୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି। ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ…
ଆଉ ଏକ ମୁଣ୍ଡ ନେଲା ପଳାଶୁଣି, ଟ୍ରକ ଧକ୍କାରେ ଅଜଣା ବ୍ୟକ୍ତି ମୃତ
ଭୁବନେଶ୍ୱର: ପୁଣି ଆଉ ଏକ ମୁଣ୍ଡ ନେଲା ପଳାଶୁଣି। ବାରମ୍ୱାର ପଳାଶୁଣି ଛକରେ ଘଟୁଛି ଅଘଟଣ। ଯେତେ ସତର୍କତା ଅବଲମ୍ୱନ କଲେ ବି ଗୋଟେ ପରେ ଗୋଟେ ଯାଉଛି ମୁଣ୍ଡ। ପୂର୍ବରୁ ମଧ୍ୟ ପଳାଶୁଣି ଛକ ଉପରେ ଅନେକ ମୁଣ୍ଡ ଗଡିଛି।…
ଆଉ ଦୁଇ ଦିନ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା, ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ଵର : ରବିବାର ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ…
Breaking: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫାର୍ମ ମାଲିକ ମୃତ
ଢେଙ୍କାନାଳ: ସକାଳୁ ସକାଳୁ ଫୁଟିଲା ଗୁଳି। ଫାର୍ମ ହାଉସରେ ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ମାଲିକ ମୃତ। ହଠାତ୍ ଫାର୍ମ ହାଉସରେ ମାଲିକ ଜଣକ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆସି ଗୁଳି…
ଭାରତୀୟ ବିଦ୍ୟୁତ୍ ୟୁଟିଲିଟିରେ ଏ+ ରେଟିଂ ହାସଲ କଲା ଡିସ୍କମ୍
ଭୁବନେଶ୍ୱର,୨୨।୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବିଦ୍ୟୁତ ବିତରଣ କମ୍ପାନୀ (ଡିସ୍କମ୍) ଭାରତର ୬୩ଟି ବିଦ୍ୟୁତ୍ ୟୁଟିଲିଟି ମଧ୍ୟରେ ଶ୍ରେଷ୍ଠ ଜାତୀୟ ର୍ୟାଙ୍କିଂ ହାସଲ କରିଛି, ଯାହା ଏହି କ୍ଷେତ୍ରରେ ଏହାର…