Browsing Category
ରାଜ୍ୟ
ବଜେଟ୍ ଅଧିବେଶନ: ବାଚସ୍ପତିଙ୍କ ପୋଡିୟମକୁ ମାଡିଆସିଲେ ବିରୋଧୀ, ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ
ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା । ବାଚସ୍ପତି ଦିନ 12ଟା ଯାଏଁ ଗୃହକୁ ମୁଲତବୀ…
Breaking: କଟକ ସିଡିଏରେ ଜଳିଗଲା ୨ ମହଲା ବିଲ୍ଡିଂ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
କଟକ: ଦ୍ୱିମହଲା କୋଠାରେ ନିଆଁ ଲାଗି ଯୁବକ, ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବା ସୂଚନା ।
ଘରର ସମସ୍ତ ଆସବାବପତ୍ର ସହ କାର ଓ ୨ଟି ବାଇକ ଜଳିଗଲା ।…
ସ୍ତ୍ରୀ’ର ପରକ୍ରୀୟା ପ୍ରୀତି ସନ୍ଦେହ କରି ଇଟାରେ ଛେଚି ମାରିଲା ନୃଶଂସ ସ୍ୱାମୀ
ସୁନ୍ଦରଗଡ଼: ସ୍ତ୍ରୀ’କୁ ହତ୍ୟା କଲା ନୃଶଂସ ସ୍ୱାମୀ । ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ୱାମୀ ଏପରି କରିଥିବା କୁହାଯାଉଛି ।
ଟାଉନ ଥାନା ଭବାନୀପୁର ରଜାମୁଣ୍ଡାରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଅଭିଯୁକ୍ତ…
ରବିବାର, ବୁଧବାର ରୁହନ୍ତୁ ସତର୍କ, ନିୟମ ନ ମାନିଲେ ଗଣିବେ ମୋଟା ଅଙ୍କର ତଣ୍ଡ
ଓଡିଶା ଭାସ୍କର: ଦିନକୁ ଦିନ ବଢୁଥିବା ସଡ଼କ ଦୁର୍ଘଟଣାକୁ ନଜରରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତ୍ୟେକ ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ । ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ…
ଶ୍ରୀମନ୍ଦିରରେ କେବେ ପାଳନ ହେବ ଦୋଳ ପୂର୍ଣ୍ଣିମା, ଏହି ସମୟରେ ଦାରୁଦିଅଁଙ୍କର ହେବ ସୁନାବେଶ
ଭୁବନେଶ୍ବର: ସାଧାରଣତଃ ଶ୍ରୀମନ୍ଦିର ନୀତିକ୍ରାନ୍ତି ଅନୁସାରେ ଓଡ଼ିଶାରେ ପର୍ବପର୍ବାଣୀ ପାଳନ କରାଯାଏ । ଆସନ୍ତା 14 ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପାଳନ କରାଯିବ । ସକାଳ 8ଟାରୁ ରାତି 10ଟା 35…
ବହି ବାହାରୁ ପଡ଼ିଛି ପ୍ରଶ୍ନ, ପରୀକ୍ଷା ଦେଇପାରିଲେନି ଛାତ୍ରଛାତ୍ରୀ
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି । ଗତ ୧ ତାରିଖରେ ବିଜ୍ଞାନ ବିଷୟ ସି’ ସେଟ ପ୍ରଶ୍ନପତ୍ରରେ ୪ ମାର୍କ ପ୍ରଶ୍ନ କମ୍ ରହିଥିଲା ।…
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ବିଜୁବାବୁଙ୍କୁ ନେଇ କମ୍ପିବ ଗୃହ
ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 5 ପର୍ଯ୍ୟନ୍ତ ଚାଲିବ । ତେବେ ଆଜି ଅନେକ ପ୍ରସଙ୍ଗକୁ ନେଇ ବିରୋଧି ହଟ୍ଟଗୋଳ କରିପାରନ୍ତି ।
ପଞ୍ଚାୟତିରାଜ…
24 ଘଣ୍ଟାରେ ବଦଳିବ ପାଗ : 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି, ହନ୍ତସନ୍ତ ହେବେ ରାଜ୍ୟବାସୀ
ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟର ତାପମାତ୍ରା 35 ଡିଗ୍ରୀ ଉପରେ ରହୁଥିବା ବେଳେ କଲବଲ ହେଉଛନ୍ତି ଓଡ଼ିଶା ବାସୀ । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା 24ଘଣ୍ଟା…
କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ୍ ପାଇଁ ମୋବାଇଲ୍ ଆପ୍ ଲଞ୍ଚ କରିବ ଓଡ଼ିଶା ସରକାର
ଭୁବନେଶ୍ୱର: ଓଡ଼ିଶା ସରକାର ଖୁବ୍ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ୍ କରିବେ ଯାହା ଦ୍ୱାରା ଲୋକମାନେ ଅନ୍ଲାଇନ୍ ମୋଡ୍ ମାଧ୍ୟମରେ ରାଜସ୍ୱ ବିଭାଗରୁ ବିଭିନ୍ନ ପ୍ରମାଣପତ୍ର ପାଇପାରିବେ। ରାଜ୍ୟ ସରକାର ଏପ୍ରିଲ୍ରେ…
ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି: ଏହି ଦୁଇଦିନ ରାତି ୩ ଟାରୁ ଖୋଲିବ ଶ୍ରୀମନ୍ଦିର
ପୁରୀ : ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୯ ତାରିଖରୁ…