Browsing Category

ରାଜ୍ୟ

ବିରୋଧୀଙ୍କୁ ଚେତାବନୀ ଦେଲେ ବାଚସ୍ପତି, ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି

ନୂଆଦିଲ୍ଲୀ: ଫ୍ରେବୁୟାରୀ 13 ତାରିଖରୁ ସପ୍ତାଦଶ ବିଧାନସଭାର ତୃତୀୟ ଅଧିବେସନ ଆରମ୍ଭ ହେବ । ଏହା ପୂର୍ବରୁ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି ବାଚସ୍ପତୀ ସୁରମା ପାଢୀ । ବିଧାନସଭାରେ ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ…

ସୁବାଷ ଚନ୍ଦ୍ର ବୋଷ ଆଜି ବି ଅମର, ଜାଣନ୍ତୁ ତାଙ୍କର ବିମାନ ଦୁର୍ଘଟଣା ଏବଂ ନିଖୋଜ ହେବାର ରହସ୍ୟ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଆଜି ଜନ୍ମ ଦିବସ । ସାରା ଦେଶ ଏହି ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରୁଛି । ସରକାର ୨୦୨୧ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋସଙ୍କ…

ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ: ରାସନ କାର୍ଡ ସରେଣ୍ଡର କଲେ କାର୍ଯ୍ୟାନୁଷ୍ଠାନ ହେବନି…ପ୍ରତି ବ୍ଲକରେ ୨୦୦ରୁ ୩୦୦ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡ ଧରପଗଡ ଆରମ୍ଭ ହୋଇଛି । ଅନେକ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ହାତେଇ ଫାଇଦା ଉଠାଇଛନ୍ତି । ଏଥିରେ ସରକାରୀ ଅଧିକାରୀ ମଧ୍ୟ ବାଦ ପଡିନାହାନ୍ତି । ତେବେ ଏନେଇ ଆଜି…

ସରକାରୀ ଅଫିସରୁ ହଟିବ ପୁରୁଣା ପଙ୍ଖା, ଉପଭୋକ୍ତାଙ୍କୁ କମ୍ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଉପକରଣ ସ୍ବଳ୍ପ ମୂଲ୍ୟରେ ଦିଆଯିବ

ଭୁବନେଶ୍ବର: ଏଣିକି ସମସ୍ତ ସରକାରୀ ଅଫିସରୁ ହଟିବ ପୁରୁଣା ପଙ୍ଖା। ତା’ ବଦଳରେ ଅଫିସ୍‌ ଗୁଡ଼ିକରେ ଶକ୍ତି ସଂରକ୍ଷଣ କରୁଥିବା ପଙ୍ଖା ଓ ବୈଦ୍ୟୁତିକ ଉପକରଣ ଲାଗିବ। ସେହିପରି ଆଗାମୀ ଦିନରେ ବିଦ୍ୟୁତ ଉପଭୋକ୍ତାଙ୍କୁ କମ୍…

ମୋ ବସ୍ କଲା ସିରିଜ୍ ଦୁର୍ଘଟଣା, ରାଜମହଲ- ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଘଟଣ, ୪ ଆହତ

ଭୁବନେଶ୍ୱର: ରାଜଧାନୀରେ ମୋ ବସ୍ ଘଟାଇଲା ସିରିଜ୍ ଦୁର୍ଘଟଣା। ରାଜମହଲ- ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ସିରିଜ୍ ଦୁର୍ଘଟଣା ଦେଖିବାକୁ ମିଳିଛି  । ମାମଲା କ’ଣ: ମୋ ବସକୁ ପଛ ପଟୁ ଆଉ ଏକ ବସ୍ ପିଟିଥିଲ।। ଫଳରେ ପଛରେ…

ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସ୍ଥାନ ପାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ ନାହିଁ। ତେବେ ପ୍ରଜ୍ଞାପନ ମେଢ଼ ଗଣତନ୍ତ୍ର ଦିବସ ପାଳନ ପରେ ଲାଲକିଲାଠାରେ ଅନୁଷ୍ଠିତ ହେବାକୁ…

ବିଜେପି କାର୍ଯ୍ୟାଳୟରେ ୪ ଘଣ୍ଟା ରହିଲେ ମୁଖ୍ୟମନ୍ତ୍ରୀ, ବଡ଼ ସୂଚନା ଦେଲେ ପ୍ରଭାରୀ ବିଜୟ ପାଲ ସିଂ ତୋମାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ପୂର୍ଣ୍ଣ ବହୁମତ ସହିତ ସରକାରକୁ ଆସିବା ପରେ ନୂଆ ସଭାପତି ବାଛିବାକୁ ଯାଉଛି ବିଜେପି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିପାରେ। ଚଳିତ ମାସରେ ହିଁ ନୂଆ ରାଜ୍ୟ…

ରାଜଧାନୀରେ ଇଞ୍ଜିନିୟରଙ୍କ ମାନବ ସେବା, ରାତିରେ ଏକ ଟଙ୍କାରେ ବିକୁଛନ୍ତି ଚା’ ବିସ୍କୁଟ…’ଜୟ ଜଗନ୍ନାଥ ରସଗୋଲା ଆମର,…

ଭୁବନେଶ୍ବର: ଶୀତ ଋତୁରେ କପେ ଉଷୁମ ଚା । ତା ସାଙ୍ଗକୁ ଖଣ୍ଡେ ବିସ୍କୁଟ ମିଳିଗଲେ ଶାନ୍ତି । ରାଜଧାନୀରେ ରହିଛି ଏହି ସୁବିଧା । ତାହା ପୁଣି ମାତ୍ର ଏକ ଟଙ୍କାରେ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସମ୍ପୁର୍ଣ୍ଣ ସତ୍ୟ ।…

ଓଡ଼ିଶାରେ ସୃଷ୍ଟି ହେବେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି। ଏଥିପାଇଁ ତତ୍ପରତା ଦେଖାଇବାକୁ ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶିକା ସମସ୍ତ ଜିଲାପାଳଙ୍କୁ ଚିଠି କରିଛନ୍ତି ।…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ଯୋଗୁଁ ଥିଲା ବନ୍ଦ

କେନ୍ଦ୍ରାପଡ଼ା: ଭିତରକନିକା ଯିବାକୁ ଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଲା ଭିତରକନିକା। କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ଥିଲା। ୧୪ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା ଏହି…