Browsing Category

ରାଜ୍ୟ

Breaking: IAS ମନୋଜ ସାହୁ CM ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ, ଜାଣନ୍ତୁ ଏହି ବରିଷ୍ଠ ଅଫିସରଙ୍କ ବିଷୟରେ ଅଧିକ

ଭୁବନେଶ୍ୱର: ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ ସାହୁଙ୍କୁ ମିଳିଲା ନିଯୁକ୍ତି । ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଛନ୍ତି ମନୋଜ ସାହୁ ।…

ଏଣିକି ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା

ପୁରୀ: ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକ୍ରି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ବଡ଼ଦାଣ୍ଡରେ କିଛି…

ନାଳରେ ଓଲଟିଲା ଟ୍ରାକ୍ଟର, ଚାଲିଗଲା ୨ ଭଉଣୀଙ୍କର ପ୍ରାଣ

ଯାଜପୁର: ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନାଳରେ ଟ୍ରାକ୍ଟର ଓଲଟି ପଡିବାରୁ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିବା କଥା ଜଣାପଡିଛି। ଏହି ଦୁର୍ଘଟଣାଟି ଘଟିଛି ଯାଜପୁର ରୋଡ୍ ଥାନା ଯୋଡ଼ାବର ନିକଟରେ। ସୂଚନା ମୁତାବକ, ଧାନ ଅମଳ…

ବଢିବ ପାରଦ, କମିବ ଜାଡ଼: ସୋମବାରରୁ ଥଣ୍ଡାରୁ ମୁକ୍ତି ପାଇବ ଓଡ଼ିଶା

ଭୁବନେଶ୍ୱର: ପ୍ରବଳ ଥଣ୍ଡାରୁ ମୁକ୍ତି ପାଇବ ଓଡ଼ିଶା । ରାଜ୍ୟରେ ଆସନ୍ତା ସୋମବାରରୁ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାରଦ ବୃଦ୍ଧି ପାଇବା ସହ ଥଣ୍ଡାର ପରିମାଣରେ ହ୍ରାସ ହେବ ବୋଲି ପାଣିପାଗ…

ମୋହନଙ୍କ ବଡ଼ ଘୋଷଣା: ରାଜ୍ୟରେ ନିଯୁକ୍ତ ହେବେ ୨୦୦୦ ଟ୍ରାଫିକ୍ ପୋଲିସ… ବସକୁ ଜଗିବ ସ୍ମାର୍ଟ ଡିଭାଇସ୍

ଭୁବନେଶ୍ୱର: ସଡ଼କ ସୁରକ୍ଷା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ମୋହନ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏଣିକି ରାଜ୍ୟରେ ଚାଲୁଥିବା ପ୍ରତିଟି ବସ୍ରେ ଲାଗିବାକୁ ଯାଉଛି ସ୍ମାର୍ଟ ଡିଭାଇସ୍ । ଜାତୀୟ ସଡ଼କ ସୁରକ୍ଷା ମାସ…

ଯାଜପୁର ପାଣିକୋଇଲିରେ ଲୁଟ ପାଇଁ ଆତଙ୍କ: ଗୁଳିକାଣ୍ଡରେ ଜଣେ ମୃତ, ସୁନା ଦୋକାନ କର୍ମଚାରୀଙ୍କୁ ଆକ୍ରମଣ

ଯାଜପୁର: ଯାଜପୁର ପାଣିକୋଇଲି ଛକରେ ଦିନ ଦିପହରେ ଘଟିଛି ଛାତିଥରା ଘଟଣା । ଦିନ ଦୁଇ ପ୍ରହରରେ ଛକ ଉପରେ ହୋଇଛି ଫାୟାରିଙ୍ଗ । ଲୁଟ ପାଇଁ ଉଦ୍ୟମ କରି ୨ ଜଣଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଜଣେ ପ୍ରାଣ…

କେନ୍ଦ୍ରାପଡ଼ା: ଋଣ ଭାର ସହି ନପାରି ବିଷ ପିଇଲେ ଚାଷୀ!

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଋଣ ଭାର ସହି ନପାରି ବିଷ ପିଇଲେ ଚାଷୀ! ସୂଚନା ଅନୁଯାୟୀ ମୃତ ଚାଷୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ୍ ଅନ୍ତର୍ଗତ କୋଳିଢିଅ । ମୃତ ଚାଷୀ କୌଳାଶ ଚନ୍ଦ୍ର ଧଳ (୫୭) ଅଦିନିଆ…

ଆସ୍କା-୪୦ ଓ ବିୟର୍‌ର ଦାମ୍‌ ବୃଦ୍ଧି କଲେ ରାଜ୍ୟ ସରକାର, ଏତିକି ରହିଛି ଦାମ୍

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ଓଡିଶାରେ ବୃଦ୍ଧି ପାଇଛି ମଦ ଦର । ଆସ୍କା-୪୦ ଓ ବିୟର୍‌ର ଦାମ୍‌ ବୃଦ୍ଧି କଲେ ମୋହନ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବୃଦ୍ଧି ହୋଇଥିବା…

ଜାତୀୟ ସଡ଼କ ସୁରକ୍ଷା ମାସ ଉଦଘାଟନ କରି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାହାରିବ 2 ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ

ଭୁବନେଶ୍ବର: ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ସଡ଼କ ସୁରକ୍ଷା…

Breaking: ପ୍ରଭାତି ପରିଡାଙ୍କ ବଡ ଘୋଷଣା, 15 ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଟଙ୍କା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଜାନୁଆରୀ 15ତାରିଖ ପରେ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯାୟ ଟଙ୍କା ଦିଆଯିବ ବୋଲି…