Browsing Category

ରାଜ୍ୟ

ଗଣା ହେବେ କୁମ୍ଭୀର, ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ୧୪ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ୧୪ ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା। ପ୍ରଥମ କରି ଭିତରକନିକା ବାହାରେ ଥିବା…

ଖାନନଗର ହନୁମାନ ମନ୍ଦିରରୁ ଚୋରି, ଠାକୁରଙ୍କ ମୁକୁଟ ନେଇଗଲେ ଦୁର୍ବୃତ୍ତ

କଟକ: ନୂଆବର୍ଷର କିଛିଦିନ ପରେ ମନ୍ଦିରରୁ ଚୋରି । ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ କିଛି ଦୁର୍ବୃତ୍ତ ଚୋରି କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ବିଳମ୍ବିତ ରାତିରେ କିଛି…

ଆସନ୍ତା ୮ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ

ଭୁବନେଶ୍ୱର: ଜାନୁଆରୀ ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ସଜେଇ ହୋଇଛି ରାଜଧାନୀ । ଲୋକଙ୍କ ମନରେ ବି ଉତ୍ସାହ ଦେଖିବାକୁ ମିଳିଛି । ଏଥିମଧ୍ୟରେ ଜାନୁଆରୀ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ…

ଜଟଣୀରେ ଭେଣ୍ଡିଂ ଜୋନ୍, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଜମି ପଟ୍ଟା, ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ଏହା ବାଦ୍ ରାଜଧାନୀର ଉନ୍ନତି ପାଇଁ ଅପରାଜିତା ଷଡ଼ଙ୍ଗୀ…

କମୁଛି ପାରଦ: ଘନ କୁହୁଡି ନେଇ ଆଜି ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ୪ ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ। ଆଗାମୀ ତିନି ଦିନ ଫୁଲବାଣୀ ଓ ରାଉରକେଲାରେ ପାରଦ ୭…

ଜଗତସିଂହପୁରରେ ବାଣ ବିସ୍ଫୋରଣ: ଉଡ଼ିଗଲା ଛାତ, ୨ ମୃତ, ୨ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବଡ଼ବାଙ୍କ ଗାଁରେ ବାଣ ଭିଡ଼ୁଥିବା ବେଳେ ଅଘଟଣ ।  ଘଟିଲା ବଡ଼ ଧରଣର ବାଣ ବିସ୍ଫୋରଣ । ବାଣ ବିସ୍ଫୋରଣରେ ଉଡ଼ିଗଲା ଛାତ। ଘରର ଭଗ୍ନାଂଶ ତଳେ ୪ ଜଣ ଚାପି ହୋଇ ରହିଥିଲେ ।…

ହକି ପରେ ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜାତୀୟ ଖୋ ଖୋ ଟିମ୍‌ର ପ୍ରାୟୋଜକ ହେବେ ରାଜ୍ୟ ସରକାର । ୩ ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍‌ର ସ୍ପନସର୍ ରହିବ ଓଡ଼ିଶା । ପୂର୍ବରୁ ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ଅଛି । ଖୋ ଖୋ…

ରାଜ୍ୟ କ୍ୟାବିନେଟ୍‌ରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟ କ୍ୟାବିନେଟ୍‌ରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବକୁ ମୋହର । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୮୭୪.୧୪ କୋଟି । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ମିଳିବ…

‘ସୁଭଦ୍ରା’ ଆବେଦନକୁ ନେଇ ବଡ଼ ନିଷ୍ପତ୍ତି: ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ମିଳିବ ୨ଟି କିସ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) 'ସୁଭଦ୍ରା' ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟ୍ ରେ ବଡ଼ ନିଷ୍ପତ୍ତି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କରିଥିଲେ ୨ଟି କିସ୍ତି ମିଳିବ । ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ…

ଆସନ୍ତା ୬ରୁ ଚିଲିକା ବିହଙ୍ଗ ଉତ୍ସବ, ପକ୍ଷୀ ଗଣନା ପାଇଁ ବ୍ୟବହାର ହେବ ନୂଆ ଟେକ୍ନୋଲୋଜି

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଚିଲିକା ବିହଙ୍ଗ ଉତ୍ସବ । ଆସନ୍ତା ଜାନୁଆରୀ ୬ରୁ ୧୨ ତାରିଖ ଯାଏଁ ବିହଙ୍ଗ ଉତ୍ସବ ଚାଲିବ । ପକ୍ଷୀ ନିରୀକ୍ଷଣ ଓ ଭ୍ରମଣ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେବ ବୋଲି ସୂଚନା ଦେଇଛନ୍ତି…