Browsing Category

ରାଜ୍ୟ

Video: ଭୁବନେଶ୍ଵରରେ କାରକୁ ପିଛା କରି ପଥର ମାଡ଼ କଲେ ବାଇକ୍ ଆରୋହୀ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଦୁଇ ଜଣ ବାଇକ୍ ଆରୋହୀ ଏକ କାରକୁ ପିଛା କରି ପଥରମାଡ଼ କରୁଥିବାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଉତ୍ତେଜନା ପ୍ରକାଶ ପାଇଛି। କାରରେ ବସିଥିବା ଲୋକଙ୍କ ଦ୍ୱାରା ଧରାପଡ଼ିଥିବା ଜଣେ ବାଇକ୍…

5 ତାରିଖ ପରେ ପାଗରେ ହେବ ବଡ ପରିବର୍ତ୍ତନ, ରାଜ୍ୟରେ ଶୀତର ପ୍ରକୋପ…

ଭୁବନେଶ୍ବର: ନୂଆବର୍ଷରୁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳେ ରହୁଛି । ତେବେ ଜାଡକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏନେଇ ବଡ ଅପଡେଟ ଦେଇଛି ଭୁବନେଶ୍ବର ଆଞ୍ଚଳିକ…

BigBreaking: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା, ରିଲିଫ୍‌ ପାଣ୍ଠିରୁ ଚାଷୀଙ୍କୁ ମିଳିବ ସହାୟତା

ଭୁବନେଶ୍ବର: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ କ୍ଷତି ସହିଥିବା ଚାଷୀଙ୍କୁ ରାଜସ୍ବ…

ଦରଦାମ ବୃଦ୍ଧିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି, 6ରେ ରଣହୁଙ୍କାର

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆସନ୍ତା 6 ତାରିଖରେ ଭୁବନେଶ୍ବରରେ ବିକ୍ଷୋଭ କରିବ ବିଜେଡି । ଲୋୟର ପିଏମଜିରୁ ଲୋକସେବା ଭବନ ଆଗରେ ବିକ୍ଷୋଭ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡି…

Breaking: ୪୮ ଘଣ୍ଟା ଘନ କୁହୁଡ଼ିରେ ଆଚ୍ଛାଦିତ ରହିବ ରାଜ୍ୟର ୯ ଜିଲ୍ଲା, ଆହୁରି ଜାଡ଼ ବଢ଼ିବା ନେଇ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ଆଗାମୀ ଦୁଇଦିନ ରାଜ୍ୟରେ କୁହୁଡ଼ି ହେବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ସମ୍ଭାବନା ଥିବା ସତର୍କ କରିଛି ବିଭାଗ । ଅନୁଗୁଳ,…

ଟ୍ରାକରେ ବସି ପବଜୀ ଖେଳିବା ହେଲା କାଳ, 3 ସାଙ୍ଗକୁ ଚାପିଦେଲା ଟ୍ରେନ

ନୂଆଦିଲ୍ଲୀ: ବିହାରର ବୈତିୟା ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା । ପବଜୀ ନିଶାରେ ବାୟା ହୋଇ ଚାଲିଗଲା 3 ସାଙ୍ଗର ଜୀବନ । ଟ୍ରାକରେ ବସି କାନରେ ଇୟର ଫୋନ ଦେଇ ପବଜୀ ଖେଳୁଥିବା ବେଳେ ଚାପିଦେଲା ଟ୍ରେନ…

Breaking: ଦାଉ ସାଜିଲାଣି ଫସଲ କ୍ଷୟକ୍ଷତି… ପ୍ରାଣ ହରାଇଲେ ଆଉ ଦୁଇ ଚାଷୀ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଏକାଥରକେ ୨ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ବଳଭଦ୍ରପୁର ପଞ୍ଚାୟତ ବାସୁଦିଆ ଗାଁର ୨ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ କୁଷକଙ୍କ ମଧ୍ୟରୁ ଜଣଙ୍କର ହୃଦଘାତରେ ମୃତ୍ୟୁ…

Breaking: ଜୁଇରେ ସ୍ତ୍ରୀ, ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସ୍ୱାମୀ, ସିଲିଣ୍ଡର ନିଆଁରେ ଜଳିଗଲେ ସରପଞ୍ଚ ଓ ତାଙ୍କ ସ୍ତ୍ରୀ

ବୌଦ୍ଧ: ନିଆଁ ଲାଗି ଜଳିଗଲେ ସରପଞ୍ଚ ଓ ତାଙ୍କ ସ୍ତ୍ରୀ । ଗ୍ୟାସ ସିଲିଣ୍ଡରରୁ ନିଆଁ ଚାରିଆଡ଼େ ଖେଳିଯାଇଥିବା ସୂଚନା । ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ । ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ସରପଞ୍ଚ ମଧ୍ୟ ପୋଡ଼ି ହୋଇ…

ମହଙ୍ଗା ପଡିଲା ରାସ୍ତାରେ ପୋଲିସ ବାବୁଙ୍କ କଳି, ସସପେଣ୍ଡ କରିଦେଲେ ଏସପି

ଭୁବନେଶ୍ବର: ନିଜ କର୍ମର ଫଳ ଭୋଗିଲେ ପୋଲିସ ବାବୁ । ରିଜର୍ଭ ପୋଲିସର 4 କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ବିଶୃଙ୍ଖଳା ଆଚରଣ ପାଇଁ ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି । ରାସ୍ତାରେ ଉଭୟଙ୍କର ମଧ୍ୟରେ ମାରପିଟ…

ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ କଟକ ମେଡକାଲରେ ଭର୍ତ୍ତି

ଭୁବନେଶ୍ବର: ଶୋଇଥିବା ବେଳେ ଭାଇଭଉଣୀଙ୍କୁ ଗୁଳିମାଡ଼ । ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଗୁଳିମାଡ଼ରେ ୧୧ ବର୍ଷୀୟ ଭାଇ ଓ ୧୫ ବର୍ଷୀୟ ଭଉଣୀ ଗୁରୁତର…