Browsing Category

ରାଜ୍ୟ

( Big Breaking) ଧାଡିରେ ହେବ ଜଗା ଦର୍ଶନ, ନୂଆବର୍ଷରୁ ହେବ ନୂଆ ବ୍ୟବସ୍ଥାର ଆରମ୍ଭ

ଭୁବନେଶ୍ୱର- ଶ୍ରୀମନ୍ଦିରରେ ଜାନୁଆରୀରୁ ଆରମ୍ଭ ହେବ ଧାଡି ଦର୍ଶନ । ଭକ୍ତ ଧାଡିରେ ଯାଇ କରିବେ ଦର୍ଶନ । ଏଥିପାଇଁ ବିଶେଷ ବ୍ୟବସ୍ଥା ହେବ । ତେବେ ଆସନ୍ତା ୨୦ ତାରିଖରୁ ଭକ୍ତଙ୍କ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ କରାଯିବ…

(Breaking) ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡ, ଛାତ୍ରୀ ଭୟଭୀତ

ବ୍ରହ୍ମପୁର- ଲେଡିଜ ହଷ୍ଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବହୁ ଆସବାବ ପତ୍ର ପୋଡି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳରର ଲେଡିଜ ହଷ୍ଟେଲରେ ଲାଗିଛି ।…

(Breaking) ହଟିଲା କଟକଣା, ଲୋକସେବା ଭବନ ଭିତରକୁ ମିଳିବ ପ୍ରବେଶ, କରିବେ ରିପୋର୍ଟିଂ

ଭୁବନେଶ୍ୱର- ସାମ୍ବାଦିକଙ୍କ ପାଇଁ ଖୁସି ଖବର । ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା ହଟାଇଲେ ସରକାର । ଏଣିକି ଲୋକସେବା ଭାବନରେ ମଧ୍ୟ ରିପୋର୍ଟିଂ କରିବେ ସାମ୍ବାଦିକ । ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି…

ଅଦିନିଆ ବର୍ଷା ଉଜାଡିଦେଲା ଚାଷ, ଫସଲ ନଷ୍ଟ ଦେଖି ବିଲରେ ହିଁ ଚାଷୀଙ୍କ ମୃତ୍ୟୁ

ଭୁବନେଶ୍ୱର- ଅଦିନିଆ ବର୍ଷା ପାଇଁ ରାଜ୍ୟରେ ଚାଷ ଉଜୁଡି ଯିବା ପରେ ଜଣେ ପରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଖବରରେ ଲଗାମ ଲାଗୁନି । କଟକ ନିଆଳି ଅଞ୍ଚଳର ଜଣେ ଚାଷୀ ବିପର୍ଯ୍ୟସ୍ତ ଚାଷ ବିଲକୁ ଦେଖି ସେହି ବିଲରେ ହିଁ…

ପରିବହନ ପ୍ରାଧିକରଣ ନିଷ୍ପତ୍ତି: ଆଜିଠୁ ମଦ୍ୟପ ଗାଡ଼ିଚାଳକଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମଦ୍ୟପ ଗାଡ଼ିଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି । ଆଜି ମଧ୍ୟରାତ୍ରରୁ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି । ସଡ଼କ ସୁରକ୍ଷା ନିୟମ…

ନୂଆବର୍ଷର କୌଣସି ଉତ୍ସବ କାର୍ଯ୍ୟକ୍ରମକୁ ଯିବେନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ‘ଏକ୍ସ’ରେ ଦେଲେ ସୂଚନା

ଭୁବନେଶ୍ୱର: ନୂଆବର୍ଷ ପାଇଁ ଆଉ କିଛି ଘଣ୍ଟା ବାକି ରହିଲା । ଏହି ଇଂରାଜୀ ନବ ବର୍ଷରେ ଅନେକ ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏହାରି ମଧ୍ୟରେ ଏହିସବୁ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ…

ବୈତରଣୀ ନଦୀକୁ ଡେଇଁ ଜୀବନ ହାରିଦେଲେ ବ୍ୟବସାୟୀ

କେନ୍ଦୁଝର: ବୈତରଣୀ ନଦୀକୁ ଡେଇଁ ଦୋକାନୀ ପ୍ରାଣହାରିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ଚମ୍ପୁଆରେ ପୋଲରୁ ବୈତରଣୀ ନଦୀକୁ ଏହି ଦୋକାନୀ ଡେଇଁ ପଡିଛନ୍ତି । ସୂଚନା ମୁତାବକ, ଦୋକାନୀ ଜଣକ ପୋଲ ଉପରେ ସ୍କୁଟି ରଖି…

ସାବଧାନ ! ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଜାଣନ୍ତୁ ଓଡି଼ଶା ଉପରେ ପଡିବ କି ପ୍ରଭାବ?

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆଗାମୀ ତିନି ଦିନି ଦିନରେ ୩ ରୁ ୫ ଡିଗ୍ରୀ ଖସିବ। ଆଜି ରାତିରେ ଫୁଲବାଣୀ ଓ କୋରାପୁଟ ରେ ପାରଦ ସବୁଠୁ କମ୍ ବା ୧୧ ଡିଗ୍ରୀ ରହିବ। ଢେଙ୍କାନାଳ ଓ ରାଉରକେଲାରେ ୧୨…

(Video) ବିଜେଡି କର୍ମୀଙ୍କ ଉପରେ ଗର୍ଜିଲେ ବିଧାୟିକା ଉପାସନା ମହାପାତ୍ର, ଦେଲେ ମୁହତୋଡ ଜବାବ

ଭୁବନେଶ୍ବର: ବୈଠକ ମଧ୍ୟରେ ରାଗିଗଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର । ପଞ୍ଚାୟତ ସମିତି ବୈଠକରେ ଉପାସନାଙ୍କ ନାଲି ଆଖି ଦେଖି ହୋହାଲ୍ଲା ଏବଂ ଠେଲାପେଲା ଦେଖାଯାଇଛି । ବିଜେଡି ନେତାଙ୍କ କାର୍ଯ୍ୟକୁ ସେ…

ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି, ବୀମା କମ୍ପାନୀକୁ ସହଯୋଗ ପାଇଁ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ବର: ଅଦିନିଆ ବର୍ଷାରେ ଚାଷ ଉଜୁଡି ଯାଇଥିବା ବେଳେ ଚିନ୍ତାରେ ରହିଛି ଚାଷୀକୂଳ । କେତେକ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିଥିବା ମଧ୍ୟ ଜଣାପଡିଛି । ତେବେ ଏହାରି ଭିତରେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଘୋଷଣା…