Browsing Category
ରାଜ୍ୟ
Big Breaking: ନୂଆ ବର୍ଷରେ ନୂଆ ସରକାର ଆଣିବ ନୂଆ ଯୋଜନା, ଏଥିରେ ସାଢେ ୩ କୋଟି ହେବେ ଲାଭବାନ
ଭୁବନେଶ୍ୱର- ଓଡିଶାବାସୀଙ୍କ ପାଇଁ ଖୁସି ଖବର ଆଣିଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନା, ଆୟୁଷ୍ମାନ ଯୋଜନା । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଲାଗୁ ହେବ…
ନୂଆବର୍ଷ ଆଗମନରେ ପୁରୀରେ ଭିଡ, ବାହାର କାଠ ନିକଟରେ ଠେଲାପେଲା, ୧୦ ଜଣ ଅସୁସ୍ଥ
ପୁରୀ- ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଗହଳି । ସୋମବାର ସତ୍ତେ୍ୱ ଭିଡ ପାଇଁ ମନ୍ଦିର ଭିତରେ ଠେଲାପେଲା । ଏଥିରେ ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରୀମନ୍ଦିରର ବାହାର କାଠ ନିକଟରେ ଠେଲାପେଲା…
ମହିଳା Food Bloggerଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଆଣିଲା ହତ୍ୟା ଅଭିଯୋଗ
ଭୁବନେଶ୍ୱର- ରାଜଧାନୀର ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳା ଫୁଡ ବ୍ଲଗର ପଟିଆ ଅଞ୍ଚଳରେ ରହୁଥିବା ହଷ୍ଟେଲରେ ଜୀବନ ହାରିଛନ୍ତି । ହଷ୍ଟେରର ଲାଟିନରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଏହି…
(Breaking) ମହିଳାଙ୍କ ପାଇଁ ବଡ ଖବର, ୨୦୨୫ ହେବ ସୁଭଦ୍ରା ଯୋଜନାର ବର୍ଷ
ଭୁବନେଶ୍ୱର- ସୁଭଦ୍ରା ଯୋଜନାକୁ ନେଇ ବଡ ଓ ଖୁସି ଖବର । ୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା । ୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ । ଜାନୁଆରୀ ପ୍ରଥମ ସପ୍ତାହରେ ସର୍ଭେ କାମ ସରିବ । ତା ପରେ ପ୍ରଥମ କିସ୍ତିର…
ଚାଷୀ ପଞ୍ଜିକରଣ ବୁଧବାରଠୁ ଆରମ୍ଭ କରିବେ ସରକାର, ଏହି ନମ୍ବରରେ କରିପାରିବେ କଲ୍
ଭୁବନେଶ୍ୱର : ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ବୁଧବାରଠାରୁ ଆରମ୍ଭ କରିବେ । ଡିଜିଟାଲ କୃଷି ଅଧୀନରେ ଅଫ୍ଲାଇନ ଓ ଅନ୍ଲାଇନ୍ ମାଧ୍ୟମରେ ଜାନୁଆରୀ ମାସ ୧ ତାରିଖରୁ ଚାଷୀ ପଞ୍ଜିକରଣ…
ସକାଳୁ ସକାଳୁ ଘନ କୁହୁଡ଼ି, ନୂଆବର୍ଷ ପରେ ପୁଣି ଫେରିବ ଶୀତ
ଭୁବନେଶ୍ୱର: ବର୍ଷ ଶେଷ ସୋମବାରରେ ରାଜ୍ୟର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ। ४/୫ ଟି ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ପ୍ରାୟତଃ ପାଗ ସୁଖିଲା ରହିବ। ସେହିପରି ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ…
ଅଦିନିଆ ବର୍ଷା ଲାଗି ଚାଷ କ୍ଷୟକ୍ଷତି ପ୍ରସଙ୍ଗ: ଦିନକ ପାଇଁ ବୃଦ୍ଧି ହେଲା ଆବେଦନ
ଭୁବନେଶ୍ୱର: ଅଦିନିଆ ବର୍ଷା ପାଇଁ କ୍ଷୟକ୍ଷତି ହୋଇଥିବା ଚାଷ ଲାଗି ଆବେଦନ ବର୍ତ୍ତମାନ ଦିନକ ପାଇଁ ବୃଦ୍ଧି ଘଟିଛି। ୩ ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ…
Video: Gay Sex ପାଇଁ ମାରିଥିଲା ସ୍ତ୍ରୀ’କୁ, ସୁନ୍ଦରଗଡ଼ ଗର୍ଭବତୀ ମହିଳାଙ୍କ ହତ୍ୟାର ସାଂଘାତିକ ସତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଗର୍ଭବତୀ ମହିଳାଙ୍କ ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼ । ପ୍ରେମିକା ପାଇଁ ସ୍ତ୍ରୀକୁ ସ୍ୱାମୀ ମାରିଥିଲା ବୋଲି ଚାଲିଥିଲା ଚର୍ଚ୍ଚା । କିନ୍ତୁ ଏବେ ଏହି ହତ୍ୟା କାଣ୍ଡରେ ଯେଉଁ କଥା ସାମ୍ନାକୁ ଆସିଛି…
କୋରାପୁଟ ଗୁପ୍ତେଶ୍ୱର ବାବାଙ୍କୁ ଦର୍ଶନ କରିବାକୁ ଯିବାବେଳେ ବଡ଼ ଦୁର୍ଘଟଣା, ୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୪୦ ଆହତ
କୋରାପୁଟ: ରବିବାର ସକାଳେ କୋରାପୁଟରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଓଲଟିପଡିଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ଏହି ବସ୍ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ…
ସିମିଳିପାଳରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ବାଘୁଣୀ ‘ଜୀନତ’, ୧୨୦କିମି କରିଲାଣି ଯାତ୍ରା
ନୂଆଦିଲ୍ଲୀ: ସିମିଳିପାଳ ଜଙ୍ଗଲରୁ ଖସି ପଶ୍ଚିମ ବଙ୍ଗର ବାଙ୍କୁରା ଜିଲ୍ଲାରେ ପହଞ୍ଚିଲା ବାଘୁଣୀ ‘ଜୀନତ’। ରବିବାର ସକାଳେ ଏହାକୁ ବେହୋସ କରିବାର ପ୍ରୟାସ ବିଫଳ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ବାଘୁଣୀକୁ ବେହୋସ…