Browsing Category
ରାଜ୍ୟ
ପଦ୍ମ ଧରିଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା
ଭୁବନେଶ୍ୱର: ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା । ଜୟପୁର ବ୍ଲକ୍ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ସମେତ ୧୪ ଜଣ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ ରାଜ୍ୟ କାର୍ଯ୍ୟାଳୟରେ…
ଟଙ୍କା କରଜକୁ ନେଇ ଯୁବକଙ୍କୁ ଗୋଡେଇ ହାଣି ୨ ଗିରଫ
ଭଞନଗର: ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଧୁମୁଛାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗ୍ରାମର ରାଜେଶ ଡାକୁଆର ପୁଅ ସୁନୀଲ ଡାକୁଆଙ୍କୁ ବିଶ୍ୱଜିତ୍ ତାରିଣୀ ଓ ସୁନିଲ ପଳେଇ ନିମକ ଦୁଇ ଯୁବକ ନିସ୍ତୁକ ମାଡମାରି…
New Yearରେ ଆସିବ ସୁଭଦ୍ରା ଟଙ୍କା! କାହିଁକି ଡିସେମ୍ବରରେ ମିଳିବନି ଚତୁର୍ଥ ପର୍ଯ୍ୟାୟ? କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ?
ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ୨୫ ତାରିଖରେ ମିଳିବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ…
ଆସନ୍ତା କାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ସହ ନୀତିରେ ହେବ ପରିବର୍ତ୍ତନ, କେମିତି କଣ ରହିଛି ବ୍ୟବସ୍ଥା ଆସନ୍ତୁ ଜାଣିବା
ପୁରୀ: ୧୭ ତାରିଖରୁ ମହାପ୍ରଭୁଙ୍କ ଦର୍ଶନରେ ହେବ ପରିବର୍ତ୍ତନ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ହେଲେ ବାହାରକାଠରୁ ହିଁ କରିବାକୁ ହେବ । ଆଉ ଭିତର କାଠ ଯାଏଁ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ । କାରଣ ଆସନ୍ତା କାଲିଠାରୁ…
ବିଲକୁ ଗଲାବେଳେ ମାଆ ଓ ଦୁଇ ପୁଅଙ୍କୁ ଧକ୍କା ଦେଲା କାର୍, ସାନ ପୁଅ ମୃତ
ଦଶପଲ୍ଲା: ମାଆ ଓ ଦୁଇ ପୁଅଙ୍କୁ ଧକ୍କା ଦେଲା କାର୍ ଧକ୍କା ଦେବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ଧକ୍କାରେ ସାନ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଘଟଣାଟି ବାଣୀଗୋଛା ଥାନା କୁଲୁରୁକୁମ୍ପା ଛକରେ ଘଟିଥିବା…
(Breaking) ଜେରାରେ ଛାନିଆ ଠିକାଦାର, ଝାଡା- ବାନ୍ତି ହୋଇ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର- ସିବିଆଇ ଜେରାରେ ଛାନିଆ ହୋଇଗଲେ ଠିକାଦାର । ବର୍ଷ ବର୍ଷ ଧରି ଗୋଡି, ସିମେଣ୍ଟ ଗିଳିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ଟିମର ପଚରା ଉଚରାରେ ହେଉଛି ଝାଡାବାନ୍ତି । ବ୍ରିଜ ଆଣ୍ଡ ରୁଫ କେଳେଙ୍କାରୀ ମାମଲାରେ…
ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ- ଆୟୁଷ୍ମାନ ଭାରତ ଯୋଜନା, ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ - ଆୟୁଷ୍ମାନ ଭାରତ ଯୋଜନା । ଭାରତ ସରକାରଙ୍କ ସହ ଏ ନେଇ ଆଲୋଚନା କରି ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ 3 କୋଟି 50 ଲକ୍ଷ ଲୋକଙ୍କୁ…
ବିଷ୍ଣୁପଦଙ୍କ ପାଇଁ ସୁରକ୍ଷା ବଳୟରେ ରାଜଧାନୀ, କିଛି ବଡ ଘଟିବା ନେଇ ଚର୍ଚ୍ଚା
ଭୁବନେଶ୍ୱର- ସିବିଆଇ ଅଫିସରେ ହଲଚଲ ପରେ ସେଠାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଛି କମିଶନରେଟ ପୋଲିସ। ମନି ଲଣ୍ଡରିଂ ଘଟଣାରେ ୩ ଅଭିଯୁକ୍ତଙ୍କର ଆଜି ରିମାଣ୍ଡ ସରୁଥିବା ବେଳେ ବିଷ୍ଣୁପଦ ସେଠୀ ପୁଣି ଆଜି ସିବିଆଇ…
ଡିସେମ୍ବର ୨୫ରେ ସୁଭଦ୍ରା ଟଙ୍କା ଦେବେନି ସରକାର! ଚତୁର୍ଥ ପର୍ଯ୍ୟାୟକୁ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ଏହାପରେ ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବା ନେଇ ସରକାର ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ଏ ନେଇ…
ରୁମ୍ ଭିତରେ ଇଞ୍ଜିନିୟରିଂ ଛାତ୍ରର ଝୁଲନ୍ତା ମୃତଦେହ
ବାରିପଦା: ରୁମ୍ ଭିତରେ ଇଞ୍ଜିନିୟରିଂ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସଦର ଥାନା ଲକ୍ଷ୍ମୀପୋଷିରେ ଥିବା ଏକ ମେସ ଭିତରେ ଝୁଲୁଛି ମୃତଦେହ। ଛାତ୍ର ଜଣକ ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିବାର…