Browsing Category
ରାଜ୍ୟ
ପୁଣି ଆଳୁ ଗୋଦାମରେ ଚଢ଼ାଉ, ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଇଗିଣିଆ ଆଳୁ ଗୋଦାମରେ ଚଢ଼ାଉ । ଚଢ଼ା ଦରରେ ଆଳୁ ବିକ୍ରି ଅଭିଯୋଗରେ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି ।
ଆଳୁ ଗୋଦାମ ମାଲିକଙ୍କ କହିବାନୁଯାୟୀ ପଶ୍ଚିମବଙ୍ଗରୁ ୨ ଆଳୁଗାଡ଼ି…
ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ, ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ
ଉଦଳା: ସ୍କୁଲରେ ନାହାନ୍ତି ଇଂରାଜୀ ଶିକ୍ଷକ । ଏ ନେଇ ଅଭିଯୋଗ କରିବା ପାଇଁ ଛାତ୍ରୀଙ୍କୁ କରିବାକୁ ପଡ଼ିଛି ବହୁ କଷ୍ଟ । ସ୍କୁଲରେ ଇଂରାଜୀ ଶିକ୍ଷକ ନିଯୁକ୍ତ କରାଇବା ଦାବି ନେଇ ୮ ଜଣ ଛାତ୍ରୀଙ୍କୁ ୧୦ କି.ମି ବାଟ…
ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏହି ଦିନରୁ ଡାଉନ ଲୋଡ଼ ହେବ ଆଡ଼ମିଟ କାର୍ଡ
ଭୁବନେଶ୍ୱର: ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ଏହି ପରୀକ୍ଷା ହେବ। ତେବେ ସକାଳ ୯ ଟାରୁ ୧୧…
ଅଳଙ୍କାର ଦୋକାନକୁ ମାଡ଼ିଗଲା ଟ୍ରକ୍, ଜଣେ ମୃତ
ବଲାଙ୍ଗିର: ଅଳଙ୍କାର ଦୋକାନକୁ ଟ୍ରକ୍ ମାଡ଼ିଯିବାର ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଅଳଙ୍କାର ଦୋକାନର ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାଟି ଟାଉନ ଥାନା ପାଟଣା ଛକ ନିକଟ ଏକ…
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଜୟପୁର: ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବିଶ୍ୱନାଥଙ୍କ ଭଡ଼ା…
Breaking: ଗୋରୁ ବୋଝେଇ ଟ୍ରକ ଜବତ, ଡ୍ରାଇଭର, ହେଲପରଙ୍କୁ ଅଟକ ରଖି ପୋଲିସର ପଚରାଉଚରା
ବାସୁଦେବପୁର: ଗୋରୁ ବୋଝେଇ ଟ୍ରକ ଜବତ, ୩୫ ଗୋରୁ ଉଦ୍ଧାର । ଭଦ୍ରକ ଜାମୁଝାଡ଼ଇ ରାସ୍ତା ଅଟଳବିହାରୀ ହାଇସ୍କୁଲ ନିକଟରୁ ଜବତ ହେଲୋ ଗାଡ଼ି । ଟ୍ରକ୍ ଡ୍ରାଇଭର, ହେଲପରଙ୍କୁ ଅଟକ ରଖି ପୋଲିସର ଛାନ୍ଭିନ୍ ଜାରି । ରାଜ୍ୟରେ…
ପୁଣି ଭିଜିବ ଓଡ଼ିଶା ! ରାଜ୍ୟର ଏହିସବୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ କମ୍ ଶୀତ ଅନୁଭବ ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ବାକି…
(Video) କି ଭୟାନକ ଦୁର୍ଘଟଣା! ଓଭର ବ୍ରିଜ୍ ଉପରେ ଝୁଲି ରହିଛି ‘ଲକ୍ଷ୍ମୀ’ ବସ୍’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘଟିଯାଇଛି ଏକ ବଡ଼ ଅଘଟଣ । ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି ‘ଲକ୍ଷ୍ମୀ’ ବସ୍ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣା ପରେ ‘ଲକ୍ଷ୍ମୀ’ ବସ୍ ଓଭର ବ୍ରିଜରେ ଝୁଲି ରହିଛି । ଏହି…
ଓଡ଼ିଶାରେ ଶୁଣାଗଲା ରହସ୍ୟଜନକ ଶବ୍ଦ! ହଠାତ୍ ଥରି ଉଠିଲା ଘରଦ୍ୱାର, ପ୍ରତିବର୍ଷ ନଭେମ୍ବର-ଡିସେମ୍ବରରେ ଘଟୁଛି ଏପରି ଅଘଟଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର କିଛି ସ୍ଥାନରେ ଭୟଙ୍କର ଶବ୍ଦ ଶୁଣାଯାଇଥିବା ବେଳେ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ଏହା ମଧ୍ୟରେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି ।…
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କଫୋର୍ସ ଗଠନ, ୩୦ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କଫୋର୍ସ ଗଠନ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି । ଏ ନେଇ ବିଧାନସଭାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ…