Browsing Category
ରାଜ୍ୟ
ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହେଲା ଦୁଇଟି ମହାସିର୍ ପ୍ରଜାତି ମାଛ: ‘ଭାରତୀୟ ନଦୀର ରାଜା’କୁ ସନ୍ଧାନ କଲେ CUO ଗବେଷକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରୁ ପ୍ରଥମ ଥର ଆବିଷ୍କାର ହୋଇଛି ଦୁଇଟି ମହାସିର୍ ପ୍ରଜାତିର ମାଛ । ଏହି ମାଛକୁ ‘ଭାରତୀୟ ନଦୀର ରାଜା’ କୁହାଯାଉଥିବା ବେଳେ ଏହି ପ୍ରଜାତିର ମାଛ ସାୟପ୍ରିନୟଡ ପରିବାରର ଅନ୍ତର୍ଭୁକ୍ତ…
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ପନ୍ନୁର ଧମକ, ମୋଦୀଙ୍କୁ କହିଲା ହିନ୍ଦୁ ଆତଙ୍କୀ ! ଡିଜିପି ସମ୍ମିଳନୀ ଭଣ୍ଡୁର ନେଇ ଆସିଛି ମେଲ୍
ଭୁବନେଶ୍ବର: ଓଡିଆ ସାମ୍ବାଦିକଙ୍କୁ ଧମକ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଧମକ । ଡିଜିପି କନଫରେନ୍ସକୁ ପୁଣି ପନ୍ନୁ ଟାର୍ଗେଟ କରିଛି । ଗୁରପତୱନ୍ତ ପନ୍ନୁ ନାଁରେ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍…
(Video) ଓଡ଼ିଆରେ ଭାଷଣ ଦେଇ ଓଡ଼ିଶାବାସୀଙ୍କ ହୃଦୟ ଜିତିଲେ ପ୍ରଧାନମନ୍ତ୍ରୀ: ବିରୋଧୀ ହୋଇଗଲେ କାବା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୫୯ତମ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀରେ ଯୋଗଦେବାକୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ…
ଡିଜିପି-ଆଇଜିପି ସମ୍ମିଳନୀର ଦ୍ବିତୀୟ ଦିନ, ଅତିଥି ଭବନରେ ଆୟୋଜିତ ହେଲା ଯୋଗ ଶିବିର
ଭୁବନେଶ୍ବର: ଭୁବନେଶ୍ବରରେ ପୋଲିସ ମହାନିର୍ଦ୍ଦେଶକଙ୍କ ମେଳିର ଆଜି ଦ୍ବିତୀୟ ଦିନ । ସମସ୍ତ ରାଜ୍ୟରୁ ଆସିଥିବା ଡିଜିପି ଆଇଜିପିଙ୍କୁ ଗତକାଲି ଅର୍ଥାତ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ତେବେ…
ମାଈ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ବନ କର୍ମଚାରୀଙ୍କ ତଦନ୍ତ ଜାରି
ତେଲକୋଇ: ତେଲକୋଇ ରେଞ୍ଜ ଖୁଣ୍ଟାପଡ଼ା କନ୍ତଲେଇରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଧାନ କ୍ଷେତରେ ମାଈ ହାତୀର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ହାତୀଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ମୃତ୍ୟୁ ହୋଇଥିବା ଆଶଙ୍କା…
ହେବନି ଅଭାବ ! ରାଜ୍ୟରେ ୧୫ହଜାରରୁ ଊଦ୍ଧ୍ୱର୍ ହେକ୍ଟର ଜମିରେ କରାଯାଉଛି ଆଳୁ ଚାଷ
ଭୁବନେଶ୍ୱର କୃଷି ଭବନର କୃଷି ସମୀକ୍ଷା କେନ୍ଦ୍ରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ଆଳୁ ବିହନ ଯୋଗାଣ ନେଇ ସମୀକ୍ଷା କରିଛନ୍ତି । ଆଳୁ ଚାଷ ସମ୍ପର୍କିତ…
ଓଡ଼ିଶାରୁ ଗିରଫ ହେଲେ ଛତିଶଗଡ଼ ମାଓବାଦୀ, ମୁଣ୍ଡରେ ଥିଲା ୨ ଲକ୍ଷ ଟଙ୍କାର ପୁରସ୍କାର
ମାଲକାନଗିରି: ଦିନକୁ ଦିନ ମାଓବାଦୀଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଓଡ଼ିଶାରୁ ଗିରଫ ହେଲେ ଛତିଶଗଡ଼ ମହିଳା ମାଓବାଦୀ । କମ୍ବିଂ ଅପରେସନ ବେଳେ ଜଣେ ମହିଳା ମାଓବାଦୀକୁ…
ଭାରତର ଦ୍ବିତୀୟ ଶ୍ରେଷ୍ଠ ଥାନା ପାଟପୁର ପୋଲିସ ଷ୍ଟେସନ: ଡିଜିପି ସମ୍ମିଳନୀରେ ମିଳିଲା ପୁରସ୍କାର
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ପୁରସ୍କୃତ କଲେ ଅମିତ ଶାହ । ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କଲେ ଶାହ । ପୁରସ୍କାର ଗ୍ରହଣ କଲେ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ । ଲୋକସେବା ଭବନରେ…
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଫେଙ୍ଗଲ୍’: ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା
ଚେନ୍ନାଇ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଫେଙ୍ଗଲ୍’ । ଅପରାହ୍ଣ ୨ଟା ୩୦ରେ ବାତ୍ୟାର ରୂପ ନେଲା ଗଭୀର ଅବପାତ । କାଲି ତାମିଲନାଡୁ ଉପକୂଳର ନିକଟବର୍ତ୍ତୀ ହେବ ବାତ୍ୟା । ‘ଫେଙ୍ଗଲ୍’ ପ୍ରଭାବରେ…
(Breaking) ସାଧାରଣ ସଭାରେ ଏମିତି କହି ବିରୋଧୀଙ୍କୁ ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟବାସୀଙ୍କୁ ଜୁହାର ଜଣାଇ ନିଜ ସମ୍ଭାଷଣ ଆରମ୍ଭ କରି ଦିଲ୍ଲୀରେ ହୋଇଥିବା ଓଡିଶା ପର୍ବରେ ମୁଁ ଓଡିଶାର ଚା ପିଇଛି । ସେଠି ମଧ୍ୟ ଧର୍ମନ୍ଦ୍ର ପ୍ରଧାନଙ୍କୁ ଗାଳି କରିଛି । ଏହି…