Browsing Category
ରାଜ୍ୟ
Breaking: ଡିଜିପି ସମ୍ମିଳନୀ ପାଇଁ ଓଡ଼ିଶାରେ ଶାହାଙ୍କ ଦୁଇଦିନିଆ ରହଣୀ
ଭୁବନେଶ୍ୱର: ଶୁକ୍ରବାର ଦିନ ୧ଟା ୨୫ରେ ଭୁବନେଶ୍ୱର ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିମାନବନ୍ଦରରୁ ଯିବେ ଲୋକସେବା ଭବନ । ଏହାପରେ ଡିଜିପି ସମ୍ମିଳନୀରେ ଯୋଗଦେବେ ଶାହା । ରାତିରେ ଆଇପିଏସ୍ ମେସରେ…
ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଟାର୍ଗେଟରେ ସରକାର
ଭୁବନେଶ୍ୱର- ବିଧାନସଭାରେ ରାସନ କାର୍ଡ ଇକେଓା୍ୱଇସିକୁ ନେଇ ଉଦବେଗ। ପ୍ରଶ୍ନକାଳରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଅଶୋକ ଦାସ। ଇକେଓା୍ୱଇସି ଦିଗହରା ହୋଇଛି। ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଇକେଓା୍ୱଇସ କେବେ ସରିବ।…
ବେଆଇନ ଖଣି କାରବାର ରୋକିବାକୁ ତହସିଲ ସ୍ତରରେ ଗଠନ ହେବ ଟାସ୍କଫୋର୍ସ
ଭୁବନେଶ୍ୱର- ଆଜି ପ୍ରଶ୍ନକାଳରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ରାଜ୍ୟ ସରକାର ଏବଂ ଖଣି ବିଭାଗ ରାଜ୍ୟରେ ହେଉଥିିବା ବେଆଇନ ଖଣି ଉତ୍ତୋଳନ ଓ ଦୁର୍ନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ।…
ନିର୍ମାଣ ହେବ ଜଳ ଭଣ୍ଡାର ଓ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହାନଦୀ ଅବବାହିକାରେ ଜଳ ଭଣ୍ଡାର ପ୍ରକଳ୍ପ ସହ ବ୍ୟାରେଜ୍ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା…
ପୁଣି ଆଳୁ ପାଇଁ କାନ୍ଦିବ ରାଜ୍ୟ…. ଆକଶଛୁଆଁ ହେବ ଦାମ୍, ମନଇଚ୍ଛା ଦରରେ ବିକିବେ ବେପାରୀ, ରାଜ୍ୟ ବାହାରକୁ ଆଳୁ ଟ୍ରକ ନ ଯିବା ପାଇଁ…
(ଓଡ଼ିଶା ଭାସ୍କର): ପିଆଜ ପରେ ପୁଣି କନେ୍ଦଇବ ଆଳୁ । ହାଟ ବଜାର ବ୍ୟବସାୟୀ ମନଇଚ୍ଛା ଦରଦାମ୍ ବଢ଼େଇ ଆଳୁ ବିକିବେ । କାରଣ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯାଇଛି । ବୁଧବାର ରାତିରୁ ମୌଳିକ…
କାଲିଠୁ ସୁଭଦ୍ରା ରିଜେକ୍ସନର ଯାଞ୍ଚ ଆରମ୍ଭ, ନୂଆ ଆବେଦନକାରୀଙ୍କୁ ୨୧ ବର୍ଷ ପୁରିଥିବା ଆବଶ୍ୟକ
ଭୁବନେଶ୍ୱର: ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ରିଜେକ୍ସନର ଯାଞ୍ଚ । ଆସନ୍ତା କାଲିଠାରୁ ପ୍ରଥମ କରି ମାଲକାନାଗିରିରୁ ଏହି ଯାଞ୍ଚ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…
Breaking: ୧୬ ଘଣ୍ଟା ହେଲା ପୁଅ ଘର ସାମ୍ନାରେ ପଡ଼ିରହିଛି ନାବାଳିକା ମୃତଦେହ, ହତ୍ୟା ଅଭିଯୋଗ ଆଣି ନେଉନାହାନ୍ତି ଶବ
ଧାମନଗର: ଯାଜପୁର ଧାନମଗର ସୋରିଷଡିହରେ ନାବାଳିକା ମୃତୁ୍ୟକୁ ନେଇ ଉତ୍ତେଜନା । ୧୬ ଘଣ୍ଟା ହେଲା ପୁଅଘର ଆଗରେ ପଡ଼ି ରହିଛି ନାବାଳିକାର ମୃତଦେହ । ପୁଅ ନାଁରେ ହତ୍ୟା ଅଭିଯୋଗ ଆଣି ଝିଅର ଶବ ନେଉନାହାନ୍ତି ଝିଅଘର ଲୋକେ ।…
(Breaking) ନୂଆବର୍ଷରୁ ନୂଆ ଉଡ଼ାଣ… ଭୁବନେଶ୍ୱର ବିମାନବନ୍ଦରରୁ ୫ ସହରକୁ ଆରମ୍ଭ ହେବ ବିମାନ ସେବା
ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରୁ ଭୁବନେଶ୍ୱର ବିମାନବନ୍ଦରରୁ ୫ ସହରକୁ ଉଡ଼ିବ ବିମାନ । ଇନେ୍ଦାର, ଡେରାଡୁନ୍, ଲକ୍ଷ୍ନୌ , ଜୟପୁର ଓ କୋଚିନକୁ ଉଡ଼ାଣ ଭରିବ ବିମାନ । ଏ ନେଇ ଭୁବନେଶ୍ୱର ବିମାନବନ୍ଦର ନିଦେ୍ର୍ଦଶକ ପ୍ରସନ୍ନ…
ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ, ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ ଗୃହ
ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ ହୋହାଲ୍ଲା ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଦ୍ଵିତୀୟ ଦିନ ସୁରୁଖୁରୁରେ ଚାଲିଥିଲା ।…
ପୁଣି ଆଳୁ ସଙ୍କଟ…. ଆଳୁ ଟ୍ରକକୁ ଜଗିବସିଛନ୍ତି ପଶ୍ଚିମବଙ୍ଗ ସରକାର, ସୀମାରେ ୩୦ରୁ ଅଧିକ ଅଳୁ ଟ୍ରକ୍ ଅଟକ
ଭୁବନେଶ୍ୱର: ପୁଣିଥରେ ସୀମାରେ ଅଟକିଲା ଆଳୁଗାଡ଼ି । ପଶ୍ଚିମବଙ୍ଗରୁ ଆସୁଥିବା ଆଳୁଗାଡ଼ି ସୀମାରେ ଅଟକାଯାଇଥିବା ସୂଚନା । ଯାଞ୍ଚବେଳେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିକୁ ଅଟକାଇଛନ୍ତି । ବେଲଦାରେ ୩୦ରୁ ଅଧିକ…