CHARIDHAM
Browsing Category

ରାଜ୍ୟ

ଭୟଙ୍କର ଘଟଣା, ଘରେ ଶୋଇଥିବା ବେଳେ ଘର ଭିତରକୁ ପଶିଗଲା ଟ୍ୟାଙ୍କର, ମହିଳା ମୃତ

ରାୟଗଡ଼ା: ଭୟଙ୍କର ଘଟଣା।  ବିଳମ୍ୱିତ ରାତିରେ ଘରେ ଶୋଇଥିଲେ ଦମ୍ପତ୍ତି। ହେଲେ ହଠାତ୍ ଘର ଭିତରେ ପଶିଯାଇଥିଲା ଏକ ବଡ଼ ଟ୍ୟାଙ୍କର। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ଜୀବନ ଦୀପ ଲିଭିଗଲା। କୁହାଯାଉଛି ଘଟଣାଟି…

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଫେରାର

ପୁରୀ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କର ମୃତ୍ୟୁ ହୋଇଥିବାବେଳେ ପୀଡ଼ିତାଙ୍କ ପରିବାର ଲୋକେ ଫେରାର ଅଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କଣ' ଏହି…

ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ପୁରୀ: ଦିଲ୍ଲୀ ଏମ୍ସରୁ ଆସିଲା ବଡ଼ ଖବର। ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଉକ୍ତ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଯୋଗୁଁ ସେ ଗୁରୁତର ଥିଲେ। ଏଣୁ ତାଙ୍କୁ ଅଧିକ…

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ବର୍ବରତାର ଶିକାର ହୋଇଥିବା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଏଣିକି ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସାଙ୍ଗରେ ମିଳିବ ଫଳ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କ ଖାଇବାରେ ମିଶିଲା ଫଳ। ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଯାଏଁ ସମସ୍ତଙ୍କୁ ଖାଇବାରେ ମିଳିବ ବିଭିନ୍ନ ପ୍ରକାରର ଫଳ। ଅଣ୍ଡା ନଖାଇଲେ…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ପଢ଼ାଇବେ 6387 ଅତିଥି ଶିକ୍ଷକ

ଭୁବନେଶ୍ବର: ଅବସରପ୍ରାପ୍ତ 6387 ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଡ ହାଇସ୍କୁଲ ସହ ସଂସ୍କୃତ ଟୋଲ ସ୍କୁଲରେ ମିଳିବ ନିଯୁକ୍ତି । ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ…

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ-ଡିଜେଲ ମନା; ବିକ୍ରି, ଯୋଗାଣ,ଗଚ୍ଛିତ ଉପରେ କଟକଣା, ସରକାରଙ୍କ ନୋଟିସ ଜାରି

ଭୁବନେଶ୍ବର: ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କାରବାର ଉପରେ କଟକଣା । ସବୁ ଜିଲ୍ଲାପାଳଙ୍କୁ ନୋଟିସ ଜାରି କଲେ ସରକାର । ବିକ୍ରି, ଯୋଗାଣ ଓ ଗଚ୍ଛିତ ରଖବା ଉପରେ ଲାଗିଲା କଟକଣା । କାର୍ଯ୍ଯକାରୀ କରିବାକୁ ସବୁ…

ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଖାଇବାକୁ ଦେଇଦେଲେ ଝିଟିପିଟି!

କଣ୍ଟାବାଞ୍ଜି: ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ପିଲା ଅସୁସ୍ଥ। କାରଣ ସ୍କୁଲରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନରେ ପଡିଥିଲା ଝିଟିପିଟି। ଆଉ ଝିଟିପିଟି ମିଶା ରନ୍ଧା ଖାଦ୍ୟ ଖାଇବାରୁ ଅସୁସ୍ଥ ହୋଇପଡିଲେ ପିଲା। ଏପରି ଏକ…

BREAKING: ପ୍ରେମ ପାଇଁ ଆତ୍ମାହୁତି! ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

କେନ୍ଦୁଝର: ପେଟ୍ରୋଲ ଢ଼ାଳି ଜଳିଗଲେ ଦୁଇଜଣ। କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା। ଜଳି ଯାଇଥିବା ମହିଳା ଜଣଙ୍କ ମୃତ। ପୁରୁଷ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…

ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ନାହକକୁ ଏନକାଉଣ୍ଟର୍

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହାତ । ସୁନୀଲ ନିମଖଣ୍ଡି ଥାନା ଲୁଟ ଘଟଣାରେ…