
Browsing Category
ରାଜ୍ୟ
ବାଘ ମାଂସ ଖାଇଲା ମଣିଷ, ବାରହା ଫାସରେ ପଡ଼ିଯାଇଥିଲା କଲରାପତରିଆ
କୋମନା: ବାଘ ମାଂସ ଖାଇଗଲେ ୨ ଶିକାରୀ । ନୂଆପଡ଼ା କୋମନା ବନାଞ୍ଚଳ ଦେଓଧରାରେ ବାରହା ଶିକାର କରିବା ପାଇଁ ଶିକାରୀ ଫାସ ବସେଇଥିଲେ । କିନ୍ତୁ ସେଥିରେ ଭୁଲବଶତଃ କଲରାପତରିଆ ବାଘ ପଡ଼ିଯାଇଥିଲା । ଶିକାର କରିଥିବା ବାଘକୁ…
କ୍ରିକେଟପ୍ରେମୀ ଖୁସି: ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚର ଟିକେଟ୍ ଦାମ୍ ହ୍ରାସ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆସନ୍ତା ଫେବୃଆରୀ ମାସ ୯ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ…
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷର ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ…
(Video) କିଛି ନାରୀ ବାବା ବେଶଧାରୀଙ୍କ ପ୍ରତି କାହିଁକି ଆକୃଷ୍ଟ ହେଉଛନ୍ତି: ସବୁ କାରଣ ବୁଝାଇଲେ ବାବା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଜଣେ ନାବାଳକଙ୍କ କଳକୀ ଅବତାରକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବେଶ୍ ଚର୍ଚ୍ଚା ଚାଲିଛି । ରାଜଧାନୀର ଖଣ୍ଡଗିରିରେ ସରକାରୀ ଜମିରେ ରହିଥିବା ଶ୍ରୀ ବୈକୁଣ୍ଠ ଆଶ୍ରମକୁ ନେଇ…
ଗୋଟିଏ ଦିନ ବଢ଼ିବ ବାଲିଯାତ୍ରା! ନଭେମ୍ବର ୧୮ରେ ବାତିଲ୍ ହୋଇଥିବା କାର୍ଯ୍ୟକ୍ରମକୁ ଆଡଜଷ୍ଟ ପାଇଁ ପ୍ରଶାସନ ନେଇପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ପାଇପାରେ । ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ହେବା ନେଇ ପୂର୍ବରୁ ପ୍ରଶାସନିକ ମହଲରେ ନିଷ୍ପତ୍ତି ହୋଇଛି । ଏନେଇ ମଧ୍ୟ ସମସ୍ତ…
Breaking- କ୍ୟାପିଟାଲ ହସ୍ପିଟାଲ ଡାଏଲୋସିସ ସିଟିଂକୁ ୩ରୁ ବଢାଇ ୪ କରାଯିବ: ଭୁବନେଶ୍ୱର ସାଂସଦ
ଭୁବନେଶ୍ୱର- କ୍ୟାପିଟାଲ ହସ୍ପିଟାଲ ଉପରେ ରାଜଧାନୀର ଲୋକଙ୍କ ସହ ଆଖପାଖ ଜିଲ୍ଲା ନିର୍ଭରଶୀଳ । କଟକ ଏସସିବି ହସ୍ପିଟାଲ ପରେ ପରେ ଆସୁଛି କ୍ୟାପିଟାଲ ହସ୍ପିଟାଲର ବିଶ୍ୱସନୀୟତା । ଏହି ହସ୍ପିଟାଲ ସବୁ ସମୟରେ ରୋଗୀଙ୍କୁ…
Breaking- ଭରତପୁର ଘଟଣାର ତଦନ୍ତ ପାଇଁ ଥାନାରେ ପହଞ୍ଚିଲେ ମେଜର, ବାନ୍ଧବୀ
ଭୁବନେଶ୍ୱର- ଭରତପୁର ଥାନାରେ ମେଜର ବାନ୍ଧବୀ ମାମଲାର ତଦନ୍ତ କରିବାକୁ ପହଞ୍ଚିଛନ୍ତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ । ଥାନାରେ ପୋଲିସର ଦୁର୍ବ୍ୟବହାର ଓ ମାଡ ଘଟଣାର ତଦନ୍ତ କରିବେ ଜଷ୍ଟିସ୍ । ଏଥିସହ ଥାନାରେ ବାନ୍ଧବୀଙ୍କ…
ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଗଞ୍ଜାମର କୁନି ପ୍ରତିଭା
କଳାହାଣ୍ଡି: ପ୍ରତିଭା ସାମ୍ନାରେ ହାର ମାନିଲା ବୟସ । ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ନିଜ ପ୍ରତିଭାର ଚମକ ଦେଖାଇ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ବୟସ ମାତ୍ର ୪ କିନ୍ତୁ ବିଚକ୍ଷଣ ସ୍ମରଣ ଶକ୍ତି ।…
ଆସନ୍ତା ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକତାରେ ହେବ ବୈଠକ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୬ ତାରିଖଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆସନ୍ତା ୨୫ ତାରିଖରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା ନେଇ…
ଆସିବ କି ବାତ୍ୟା? ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଅବପାତର ରୂପ ନେଇ…
ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ବର୍ଷାରେ ଭିଜିବ ଓଡିଶା । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । 23 ତାରିଖ ସୁଦ୍ଧା ଲଘୁଚାପ ହେବା ନେଇ…