CHARIDHAM
Browsing Category

ରାଜ୍ୟ

Breaking: ବାଲିଯାତ୍ରାରେ ସିଏମସି ସ୍ୱାସ୍ଥ୍ୟ ଟିମ୍‌ର ଚଢ଼ାଉ

କଟକ: ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇସାରିଛି। ଲୋକମାନେ ଆନନ୍ଦ ଉଲ୍ଲାସର ସହ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି। କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଜଗିଛି ସିଏମସି ସ୍ୱାସ୍ଥ୍ୟ ଟିମ୍‌। ବାସିଖାଦ୍ୟ ଖାଇ କିଏ ବି ଅସୁସ୍ଥ…

ଛାଡ଼ଖାଇରେ ବଡ଼ ଅଘଟଣ; ମାଛ ବେପାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାରାଦୀପ: ସକାଳୁ ସକାଳୁ ଅଘଟଣ। ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍‌। କାର୍ତ୍ତିକ ମାସ ପରେ ଆଜି ଲୋକେ ଛାଡଖାଇ ପାଳନ କରୁଛନ୍ତି। ଶନିବାରରେ ବିଛା ସଂକ୍ରାନ୍ତି ପଡିଥିବାରୁ ଲୋକେ ଛାଡଖାଇରେ ଆମିଷ ଖାଇପାରିନଥିଲେ।…

ଆମିଷ ବଜାରରେ ଭିଡ଼ ପରିବା ଦୋକାନ ଫାଙ୍କା ! ବଢ଼ିଛି ଆମିଷ ଦର, ମାଛ-ମଟନର ଚାହିଦା ଅଧିକ

ଭୁବନେଶ୍ୱର: ଆଜି ଛାଡ଼ଖାଇ । ରବିବାର ସମସ୍ତେ ଛାଡ଼ଖାଇ ପାଳୁଛନ୍ତି । ଯାହାପାଇଁ ସକାଳୁ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱର ୟୁନିଟ-୪ ମାର୍କେଟ ଠାରୁ ଆରମ୍ଭ କରି ପ୍ରତ୍ୟେକ ଆମିଷ ହାଟ ବଜାରରେ…

ଜାରି ହେଲା ସୂଚନା: ନଭେମ୍ବର ୧୮ ଓ ୨୫ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଦୁଇଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଆସନ୍ତା ୧୮ ତାରିଖ ଓ ୨୫ ତାରିଖ ଦୁଇଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏହି ଦୁଇ ଦିନରେ…

ରେଳ ମନ୍ତ୍ରଣାଳୟର ଯୋଜନା: ଓଡ଼ିଶାର ରେଳ ଧାରଣାରେ ଲାଗିବ ‘କବଚ’ ସିଷ୍ଟମ, ଦୁର୍ଘଟଣାରୁ ସୁରକ୍ଷା ପାଇବେ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଶତାଧିକ ଲୋକଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ବିକଳାଙ୍ଗ ହୋଇଯାଇଥିଲେ । ଦେଶର ଅନ୍ୟତମ ବୃହତ୍ ରେଳ…

ଆକ୍ସନ ମୋଡ଼ରେ ସରକାର : ୮ କର୍ମଚାରୀଙ୍କୁ ଚାକିରିରୁ କଲେ ବିଦା , ୨୦ ନିଲମ୍ବିତ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତ ଥିବା ବିଭାଗୀୟ ୮ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ବେଳେ ୨୦ଜଣ କର୍ମଚାରୀଙ୍କୁ ନିଲମ୍ବନ…

‘ବାଲି’ ପାଇଁ ତ ବାଲିଯାତ୍ରା.. ଜାଣନ୍ତୁ ଐତିହ୍ୟର ସେହି ବାଣିଜ୍ୟ ଗାଥା

କଟକ: ଓଡ଼ିଆ କ୍ୟାଲେଣ୍ଡର ହିସାବରେ କାର୍ତ୍ତିକ ପୂର୍ଣ୍ଣିମା ଦିନରୁ ବାଲିଯାତ୍ରା ଆରମ୍ଭ ହୋଇଥାଏ। କଟକ ଗଡଗଡିଆ ଘାଟରେ ଏହି ଐତିହାସିକ ବାଲିଯାତ୍ରା ପ୍ରତିବର୍ଷ ପାଳିତ ହୋଇଆସୁଛି। ତେବେ ଏହାର ଐତିହ୍ୟ ବାଣିଜ୍ୟ ସହ…