
Browsing Category
ରାଜ୍ୟ
ରାଜ୍ୟ ସରକାରଙ୍କ ନୂଆ ଯୋଜନା: ମଠ-ମନ୍ଦିରର ପରିଚାଳନା ସମସ୍ୟାର ହେବ ସମାଧାନ
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ଓଡ଼ିଶା ସରକାର । ରାଜ୍ୟର ବିଭିନ୍ନ ମଠ-ମନ୍ଦିର ଇତ୍ୟାଦି ପାଇଁ ଏହି ଯୋଜନା ଆଣିବାକୁ ଯାଉଛନ୍ତି । ମଠ ଏବଂ ମନ୍ଦିର ଗୁଡ଼ିକର ଉଚିତ୍ ରକ୍ଷଣାବେକ୍ଷଣ ଏବଂ…
ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ
ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ। ୮ ଜଣ ଏସପି, ୮ ଜଣ ଏଏସପି, ୨୪ ଡିଏସପି ଏଥିରେ କାର୍ଯ୍ୟ କରିବେ। ଏଥିସହ ୨୪ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟ, ବ୍ୟାଙ୍କ…
(Breaking) ସୁଭଦ୍ରା ଯୋଜନାରୁ ବାଦ ଥିବା ମହିଳାଙ୍କୁ ଦୀପାବଳିରେ ଭେଟିଦେବେ ସରକାର!
ଭୁବନେଶ୍ୱର: ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ସୂଚନା । ମନ୍ତ୍ରୀ କହିଛନ୍ତି, ଶୀଘ୍ର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୮ରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହ ନଭେମ୍ବର ୩ ତାରିଖ ଯାଏଁ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
(Video) ‘ନବୀନ ଯୋଜନା’କୁ ଶ୍ରେଷ୍ଠ ସ୍ୱୀକୃତି: ଜନ ପରିବହନରେ No.1 ହେଲା ଓଡ଼ିଶା, ମିଳିଲା ବଡ଼ ପୁରସ୍କାର
ଓଡ଼ିଶା ଭାସ୍କର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୀର୍ଘ ଦିନ ପର୍ଯ୍ୟନ୍ତ ଭାରତର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ଭାବରେ ସେ ମାନ୍ୟତା ପାଇ ସାରିଛନ୍ତି । ଆଉ ଏବେ ପରାଜୟ ପରେ ବି ମିଳୁଛି ପ୍ରଶଂସା ।…
ଗୋଚାଲାଣ ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଗୋଟିଏ ଗାଈ ମୃତ
ଯାଜପୁର: ଗୋଚାଲାଣ ଭଳି ବେଆଇନ ଧନ୍ଦା ବନ୍ଦ ହେବାର ନାମ ଧରୁନି। ତେବେ ବର୍ତ୍ତମାନ ଏପରି ଏକ ଘଟଣା ଯାଯପୁରରୁ ଆସିଛି। ସୂଚନାନୁସାରେ ଗୋଚାଲାଣ ସମୟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଈର ମୃତ୍ୟୁ…
ଭୟଙ୍କର ସିଲିଣ୍ଡର ବ୍ଲାଷ୍ଟ; ଜଳିଗଲା ୧୦ ବଖରା ଘର, ଉଦ୍ଧାର କାର୍ଯ୍ୟ ଜାରି
ଖଲ୍ଲିକୋଟ: ସକାଳୁ ସକାଳୁ ଖଲ୍ଲିକୋଟ ଅଞ୍ଚଳରେ ଘଟିଯାଇଛି ଏକ ଭୟଙ୍କର ଘଟଣା । ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୧୦ ବଖରା ଘର ଜଳିଯାଇଥିବା ସୂଚନା…
ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୯୮ ପ୍ରତିଶତ ଉପଭୋକ୍ତାଙ୍କ ବିଜୁଳି ଯୋଗାଣ ସ୍ୱାଭାବିକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଅପରାହ୍ଣରେ…
(Video) ତୁମେ ହିଁ ପ୍ରକୃତ ଯୋଦ୍ଧା: ବାତ୍ୟା ପରେ ରାସ୍ତାରୁ ଗଛ କାଟି ସଫା କରୁଥିଲେ, କଟିଗଲା ଦମକଳ କର୍ମଚାରୀଙ୍କ ହାତ, ତଥାପି ହାରିଲେ ନାହିଁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ ଚାଲିଯାଇଛି ସିନା ତା’ ଦ୍ୱାରା ପ୍ରଭାବିତ ଲୋକଙ୍କର ଦୁଃଖ ସରିନାହିଁ । ଭୀଷଣ ବର୍ଷା ଓ ଦ୍ରୁତ ଗତିର ପବନରେ ରାଜ୍ୟର ଅନେକ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି । ଏବେ ବି ହଜାର…
ଜଙ୍ଗଲ ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ, ବାହାରକୁ ଚୋରାଚାଲାଣ ହେଉଥିବା ସନ୍ଦେହ
ବୈପାରିଗୁଡ଼ା: ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ରାଜୁତି ବୃଦ୍ଧି ପାଉଥିବାବେଳେ ବୈପାରିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ଘଞ୍ଚ ଜଙ୍ଗଲ ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ଉକ୍ତ…