CHARIDHAM
Browsing Category

ରାଜ୍ୟ

ପ୍ରାଣୀ ସମ୍ପଦର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ, ୨୯୪ ଭେଟନାରୀ ଷ୍ଟାଫ୍ ପ୍ରସ୍ତୁତ ଅଛନ୍ତି: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ଉପକୂଳ ମୁହାଁ ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି NDRF, ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ପୋଲିସ ଫୋର୍ସ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ…

ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା; 11 ଜିଲ୍ଲା ପ୍ରଭାବିତ ହୋଇପାରେ, ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି

ଭୁବନେଶ୍ବର(ଓଡିଶା ଭାସ୍କର): ବାତ୍ୟା ଦାନା ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ଦାନା ସମ୍ପର୍କିତ ସମୀକ୍ଷା…

ଦାନାକୁ ନେଇ ବଡ ଅପଡେଟ୍; ସୃଷ୍ଟି ହେବନି ବାତ୍ୟାର ଆଖି, ଲ୍ୟାଣ୍ଡଫଲ ପରେ ଟିକେ ମୋଡିବ ବାତ୍ୟାର ଗତିପଥ

ଭୁବନେଶ୍ବର: ବାତ୍ୟା ଦାନା ନେଇ ଆସିଲା ବଡ ଅପଡେଟ୍ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତ୍ତମାନ ବାତ୍ୟା ପାରାଦ୍ବୀପ ଠାରୁ 200 କିଲୋମିଟର ଦୂରରେ ରହିଛି । ଏହା ପ୍ରଭାବରେ କେନ୍ଦ୍ରାପଡା,…

ବାତ୍ୟା ‘ଦାନା’: ପୁଣିଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା, ଅନ୍ୟପଟେ ଚିଲିକାରେ ଭସାପୋଲ ବନ୍ଦ

ଭୁବନେଶ୍ୱର:ବାତ୍ୟା ‘ଦାନା’ ପାଇଁ ପୁଣିଥରେ ସାମୁଦ୍ରିକ ଜୁଆର ଆସିବା ନେଇ ସତର୍କ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା । ତାଙ୍କ କହିବା ମୁତାବକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଉପକୂଳରେ…

ମାଡି ଆସୁଛି ଦାନା; ଅଶାନ୍ତ ହେଲାଣି ସମୁଦ୍ର, 48 ଘଣ୍ଟା ଗୁରୁତ୍ବପୂର୍ଣ୍ଣ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର(ଓଡିଶା ଭାସ୍କର): ମାଡି ଆସୁଛି ଭୀଷଣ ବାତ୍ୟା ଦାନା । ତେବେ ଏହା ଧାମରା-ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ପରେ ସାମାନ୍ୟ ରିକର୍ଭ କରିପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।…

ପାରାଦୀପର ୨୧୦ କିମି ଦୂରରେ ଦାନା : ଭୀଷଣ ବାତ୍ୟା ରୂପ ନେଇ ଉପକୂଳକୁ ଆସୁଛି ମାଡ଼ି

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇଛି ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ‘ଦାନା’ । ଗତ ରାତିରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇଛି । ଏହା କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଗତ ୬…

‘ନାଗୁଣୀ ନେଉଛି ପ୍ରତିଶୋଧ, ଖୋଜି ଖୋଜି ଲୋକଙ୍କୁ ମାରୁଛି ଚୋଟ’: ମେରଟର ସାପ ଧରାଳିଙ୍କର ବୁହାଇ ସାରିଲାଣି ଝାଳ

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଧରି ଉତ୍ତରପ୍ରଦେଶର ହାପୁଡ ଜନପଦରେ ଏକ ନାଗୁଣୀର ଆତଙ୍କ ଦେଖିବାକୁ ମିଳୁଛି । ନାଗୁଣୀ ନିଜର ପ୍ରତିଶୋଧ ନେଉଛି ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ବର୍ତ୍ତମାନ ସାପ କାମୁଡ଼ିବା…

ଦହିବରା ଖାଇବା ସାଜିଲା କାଳ, ଝିଅକୁ ପିଟି ମାରିଦେଲା ସାବତ ମାଆ

ଖଣ୍ଡପଡ଼ା: ଦହିବରା ଖାଇବାରୁ ସାବତ ମାଆ ଝିଅକୁ ପିଟି ମାରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଫତେଗଡ଼ ଥାନା ବାଉଁଶବାଟି ପଞ୍ଚାୟତ ପୋଡ଼ାସାହିରେ ଘଟିଯାଇଛି ଏଭଳି ଏକ ଜଘନ୍ୟ କାଣ୍ଡ । ଜଣେ ୧୪ ବର୍ଷୀୟ ଝିଅକୁ ସାବତ ମାଆ…

ଦିନ ୨ଟାରୁ ସବୁ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ, ବାତ୍ୟାକୁ ନେଇ ସତର୍କ ହେଲା ପ୍ରଶାସନ

ଭୁବନେଶ୍ୱର: ବାତ୍ୟାକୁ ନେଇ ସତର୍କ କଲା ପ୍ରଶାସନ। ଦିନ ୨ଟାରୁ ଦୋକାନ, ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କସ୍ତିପଦା ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବାତ୍ୟାକୁ ନେଇ…

(Video) ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିବ ବାତ୍ୟା ‘ଦାନା’, ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି। ବାତ୍ୟା ଦାନା ଗତି ପଥରେ ସାମାନ୍ୟ ରିକର୍ଭ ଆସିଛି। ଏଥିପାଇଁ ଲ୍ୟାଣ୍ଡଫଲ୍ ସ୍ଥାନରେ ପରିବର୍ତ୍ତନ ହୋଇନି। ଲ୍ୟାଣ୍ଡଫଲ୍ ପରେ ଏହି ଭୀଷଣ ବାତ୍ୟା…