CHARIDHAM
Browsing Category

ରାଜ୍ୟ

ଦାନାର ପ୍ରଭାବରେ ଥରିଲାଣି ଅସ୍ତରଙ୍ଗ… ପାରାଦୀପ ଠାରୁ ଏତିକି କିଲୋମିଟର ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାରେ ଲୋକେ । ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଗତି କରୁଛି ‘ଦାନା’ ।…

‘ବିପଦରୁ ରକ୍ଷା କର ମା’, ବାତ୍ୟା ପ୍ରକୋପ କମ କରିବାକୁ ଧାମରାଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ସମୁଦ୍ରରେ ବଳ ଗୋଟାଇ ଉପକୂଳକୁ ମାଡି ଆସୁଛି। ଆଜି ରାତିରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିବ ଦାନା। ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଆଡକୁ ମୁହାଁଉଛି।…

ରାଜ୍ୟ କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ: ସୁଭଦ୍ରା ଯୋଜନାକୁ ନେଇ ନିଆଗଲା ଏପରି ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟ ୬ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

ବାତ୍ୟା ‘ଦାନା’ ପାଇଁ ବିମାନ ସେବା ବନ୍ଦ, ଜାଣନ୍ତୁ କେତେ ସମୟ 

ଭୁବନେଶ୍ୱର: ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବିମାନ ସେବାକୁ ବନ୍ଦ ରଖାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ୨୪ ଅପରାହ୍ନ ୫ଟାରୁ ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ…

ଘଣ୍ଟାପ୍ରତି ୧୨ କିମି ବେଗରେ ମାଡ଼ିଆସୁଛି ‘ଦାନା’: ଧାମରାରୁ ୪୫୦ କିମି ଦୂରରେ ବାତ୍ୟା

ଭୁବନେଶ୍ୱର: ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା ‘ଦାନା’ । ଏହା ବର୍ତ୍ତମାନ ପାରାଦୀପଠାରୁ ୪୨୦ କିମି ଓ ଧାମରାଠାରୁ ୪୫୦ କିମି ଦୂରରେ ରହିଛି । ଉତ୍ତରପଶ୍ଚିମ ଆଡକୁ ଗତି କରି ବାତ୍ୟା ଆହୁରି ଘନିଭୂତ ହେବ…

୩ଟି ଜିଲ୍ଲାରେ ବ୍ୟତ୍ୟାର ଅଧିକ ପ୍ରଭାବ ପଡ଼ିବ: ୧୦୦-୧୨୦ କି.ମି ବେଗରେ ବହିପାରେ ପବନ, ଆସିବ ଉଚ୍ଚ ଜୁଆର

ଓଡ଼ିଶା ଭାସ୍କର: ଲ୍ୟାଣ୍ଡଫଲ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଲାଣି ବାତ୍ୟା ‘ଦାନା’ । ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ସୁଦ୍ଧା ଏହି ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହା…

କିଭଳି ବାତ୍ୟା ନିଏ ଭୟଙ୍କର ରୂପ? ଅକ୍ଟୋବର ମାସରେ ହିଁ ସୃଷ୍ଟି କରେ ମହାପ୍ରଳୟ: ଜାଣନ୍ତୁ କାହିଁକି

ଓଡ଼ିଶା ଭାସ୍କର: ସାମୁଦ୍ରିକ ଜଳରାଶି ଉପରେ କୌଣସି ବାଧାବିଘ୍ନ ନଥିବାରୁ ବାୟୁ ପ୍ରବାହର ବେଗ ସବୁବେଳେ ୬୦-୭୦ କି.ମି. ପାଖାପାଖି ରହିଥାଏ । ତେବେ ବାୟୁ ପ୍ରବାହର ବେଗ ଘଣ୍ଟା ପ୍ରତି ୬୫-୭୫ କି.ମି.ରୁ ବୃଦ୍ଧିି ପାଇଲେ…

କେମିତି ସୃଷ୍ଟି ହୁଏ ବାତ୍ୟା? ଏହି ସ୍ଥାନରୁ ହୁଏ ବାତ୍ୟାର ଜନ୍ମ, ପାଲଟିଯାଏ ମହାବାତ୍ୟା

ଓଡ଼ିଶା ଭାସ୍କର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଆଡକୁ ମୁହାଁଇଛି । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା…

କେଉଁ ଜିଲ୍ଲାକୁ କେତେ ବିପଦ ‘ଦାନା’? ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା, ବଢିବ ପବନର ବେଗ

ଓଡ଼ିଶା ଭାସ୍କର: ଓଡ଼ିଶା ଉପକୂଳ ଅଭିମୁଖେ ଧୀରେ ଧୀରେ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଗୁରୁବାର (୨୪ ତାରିଖ) ସନ୍‌ଧ୍ୟାରୁ ଶୁକ୍ରବାର (୨୫ ତାରିଖ) ପୂର୍ବାହ୍ନ ପର୍ଯ୍ୟନ୍ତ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ।…

(Video) ବଦଳିଗଲା ଆକାଶର ରଙ୍ଗ, ଦେଲାଣି ଭୟଙ୍କର ସଂକେତ… ସାଂଘାତିକ ରୂପରେ ଆସୁଛି ‘ଦାନା’: ଗର୍ଜନ କରୁଛି ସମୁଦ୍ର

ଓଡ଼ିଶା ଭାସ୍କର: ସାରା ଓଡ଼ିଶା ପାଇଁ ଧୀରେ ଧୀରେ ନିକଟତର ହେଉଛି ବାତ୍ୟା ବିପଦ । ଯାହା ପୂର୍ବରୁ ବିଭିନ୍ନ ପ୍ରକାର ଏବେ ଆଭାସ ଦେଖାଗଲାଣି । ବାତ୍ୟା କେତେ ଯେ ଭୟଙ୍କର ହେବ, ସେ ନେଇ ଲୋକଙ୍କ ଭିତରେ ଛନକା ପଶିଲାଣି ।…