Browsing Category

ରାଜ୍ୟ

ପାଇପ୍ ଭିତରେ ଲାଖି ରହିଗଲେ ଯୁବକ: ଶ୍ୱଶୁରଘର ଗାଁ କେନାଲରେ ଗାଧୋଇବା ବେଳେ ଅଘଟଣ

ବଲାଙ୍ଗୀର: ଶ୍ୱଶୁର ଘର ଗାଁ କେନାଲରେ ଗାଧୋଇବା ଜଣେ ଯୁବକଙ୍କ ଉପରେ ଖୁବ ମହଙ୍ଗା ପଡ଼ିଛି । କେନାଲରେ ଗାଧୋଇବା ବେଳେ ଭାସି ଯାଇଛନ୍ତି ଜଣେ ଯୁବକ । କେନାଲରୁ ଭାସିଯିବା ସହ ଏକ ପାଇପ୍ ଭିତରେ ସେ ଫସି ରହିଥିବା ଜାଣିବାକୁ…

(Video) ଦ୍ୱିତୀୟ ପର୍ଯ୍ୟାୟରେ କେତେ ମହିଳା ପାଇବେ ‘ସୁଭଦ୍ରା’ ଟଙ୍କା? ଏହିମାନଙ୍କୁ ମିଳିବ ପ୍ରଥମ କିସ୍ତି, ୨ ମହିଳା ହେବେ ସମ୍ମାନିତ

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ତାରିଖ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅକ୍ଟୋବର ୯ ତାରିଖରେ ରାଜ୍ୟର ଆଉ କିଛି ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୮ ମହିଳା ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସ୍ଥିତ ଭଞ୍ଜନଗର ବାଇବାଲି ପଞ୍ଚାୟତ ନିକଟରେ ସଡ଼କ ଦୁର୍ଘଟଣା । ଏକ ଅଟୋ ଭାରସାମ୍ୟ ହରାଇ ଓଲଟିଯିବା ଫଳରେ ୮ ଜଣ ମହିଳା ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୪ ଗୁରୁତର ମହିଳାଙ୍କୁ…

ମକ୍କା-ମଦିନା ତୀର୍ଥ ପାଇଁ କେହି ଦେଉଛି କି ଆକର୍ଷଣୀୟ ଅଫର, ଆଗେ ଏ ଖବର ପଢିନିଅନ୍ତୁ

ଭୁବନେଶ୍ୱର: ଓଡିଶା ଅର୍ଥନୈତିକ ଅପରାଧ ଶାଖା ଖୁଆଡରେ ଆନ୍ତଃରାଜ୍ୟ ଠକ । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ତୀର୍ଥ ଭ୍ରମଣ କରାଇବାକୁ କହି ଲଗାଉଥିଲା ଚୁନା । ଏଥିରେ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଆଦି ଅଞ୍ଚଳର ଲୋକ ଶିକାର ।…

ଟ୍ୱିନ୍ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତ ସିଂହ

ଭୁବନେଶ୍ୱର: ଆଜି ଟ୍ୱିନ୍ ସିଟିର ନୂତନ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । କଟକ- ଭୁବନେଶ୍ୱରର ୧୦ମ ପୋଲିସ କମିଶନର ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ଆଇପିଏସ୍ ସୁରେଶ ସିଂହ ।…

ଟ୍ରକକୁ ଧକ୍କା ଦେଲା ବସ୍‌, ଜଣେ ମୃତ, ୨୦ ଆହତ

ଧର୍ମଶାଳା: ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିି । ଏହି ଦୁର୍ଘଟଣାରେ ପାଖାପାଖି ୨୦ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ୨୦ ଜଣ ଆହତଙ୍କ…

ହଷ୍ଟେଲ ଛାତରୁ ଖସି ଛାତ୍ର ଗୁରୁତର, ରାଗିଂ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା: ଭବାନୀପାଟଣା ଟାଉନ୍ ଥାନା ସ୍ଥିତ ଏକ ଘରୋଇ ହଷ୍ଟେଲରେ ବଡ଼ ଅଘଟଣ । ହଷ୍ଟେଲ ଛାତରୁ ଖସି ଜଣେ ଛାତ୍ର ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଗୁରୁତର ଛାତ୍ର ଜଣଙ୍କ ଯୁକ୍ତ ଦୁଇ ୨ୟ ବର୍ଷର ବୋଲି…

ରାଜସ୍ୱ ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ସାଧାରଣ ଦୁର୍ବିପାକ ଠାରୁ ଆରମ୍ଭ କରି ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟ, ପ୍ରମାଣପତ୍ର ପ୍ରଦାନ ଆଦି ବିଭିନ୍ନ କାର୍ଯ୍ୟ କରିବା କ୍ଷେତ୍ରରେ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି…

IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଟ୍ୱିନ୍ ସିଟି ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂହ

ଭୁବନେଶ୍ୱର: ରବିବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ପ୍ରାୟ ୨୭ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଟକ-…

ଭଦ୍ରକ ହିଂସା: ୪୮ ଘଣ୍ଟା ବୃଦ୍ଧି ହେଲା ଇଣ୍ଟରନେଟ୍ କଟକଣା, ସୂଚନା ଦେଲେ ପୂର୍ବାଞ୍ଚଳ ଆଇଜି

ଭଦ୍ରକ: ଭଦ୍ରକରେ ଆଉ ୪୮ ଘଣ୍ଟା ବୃଦ୍ଧି ହେଲା ମୋବାଇଲ ଇଣ୍ଟରନେଟ୍ କଟକଣା । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ । କିନ୍ତୁ ଲିଜ୍ ଲାଇନ୍ ସେବା ଚାଲୁ ରହିବ । ପୂର୍ବଭଳି ଧାର୍ଯ୍ୟ ଅଞ୍ଚଳରେ ଧାରା…