Browsing Category
ରାଜ୍ୟ
Breaking: ଓଡିଶାରେ ହେବନି ଇଭି ପ୍ଲାଣ୍ଟ ! ପ୍ରକଳ୍ପରୁ ଓହରିଲା କି JSW ?
ଭୁବନେଶ୍ବର: ଇଭି ପ୍ରକଳ୍ପ ନେଇ ବଡ ଅପଡେଟ୍ । ଓଡିଶାରେ ଇଭି ପ୍ରକଳ୍ପ କରିନପାରେ ଜେଏସଡବ୍ଲୁ(JSW) । ଓଡିଶାରେ ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି…
ସଫେଇ କର୍ମୀ ଧାରଣାରେ, ଉଠୁନି ଅଳିଆ, କ୍ୟାପିଟାଲ ହସ୍ପିଟାଲ ଫାଟିପଡୁଛି ଦୁର୍ଗନ୍ଧରେ
ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ ରେଫର୍ଡ ହସ୍ପିଟାଲ ଭାବେ ଜଣାଶୁଣା ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟିପଡୁଛି । ହସ୍ପିଟାଲର ସବୁ ଆଡେ କୁଢ କୁଢ ଅଳିଆ ଆବର୍ଜନା । ହସ୍ପିଟାଲର ସଫେଇ କର୍ମଚାରୀଙ୍କ…
(Video) ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍, ଏହି ତାରିଖରୁ ପୁଣି ମିଳିବ ଟଙ୍କା
ଭୁବନେଶ୍ବର(ଓଡିଶା ଭାସ୍କର) : ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିସାରିଛି । 5000 ଟଙ୍କା ପାଇ ଖୁସୀ ଅଛନ୍ତି ମହିଳା । କିନ୍ତୁ ବର୍ତ୍ତମାନ ମଧ୍ୟ ଅନେକ ହିତାଧିକାରୀ ଏହି ଟଙ୍କା ପାଇବାକୁ ବାଦ୍…
କରୋନା ସରିବା ପରେ ଚିନ୍ତା ! ଏଣିକି ଫର୍ମ ପୂରଣ ସମୟରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଦେବାକୁ ପଡ଼ିବ ଫି’
ଭୁବନେଶ୍ୱର : କରୋନା ସରିବା ପରେ ପୁଣି ବଢିଯାଇଛି ଚିନ୍ତା । ମାଟ୍ରିକ୍ ପରୀକ୍ଷାର୍ଥୀମାନଙ୍କୁ ଫର୍ମ ପୂରଣ ସମୟରେ ଏଥର ଦେୟ ଦେବାକୁ ପଡ଼ିବ । କୋଭିଡ୍ ସଂକ୍ରମଣ ବର୍ଷ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ…
ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର: ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ତେବେ କମିଟି ଅଛି କି ନାହିଁ, ବିସ୍ତୃତ ତଥ୍ୟ ଦେବାକୁ ନିର୍ଦ୍ଦେଶ…
Weather Update : ଆଗାମୀ 3 ଘଣ୍ଟା ବିପଦ ! ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ବର: ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା । ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ସହିତ ଘଡଘଡି ପାଇଁ ଓ୍ବାର୍ଣ୍ଣି ଜାରି କରାଯାଇଛି । ଝଡବର୍ଷା ନେଇ 15 ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ 5…
ରାଧାଷ୍ଟମୀରୁ ଶୟନନୀତିରେ ଥିବା ମାଆ କଟକ ଚଣ୍ଡିଙ୍କୁ ମୂଳାଷ୍ଟମୀରେ କରାଯାଏ ଜାଗ୍ରତ
କଟକ: ୧୨ ମାସରେ ତେର ପୂଜା ଭଳି ମାଆ କଟକ ଚଣ୍ଡିଙ୍କର ଅନେକ ସ୍ୱତନ୍ତ୍ର ପୂଜା କରାଯାଇଥାଏ । ତେବେ ଆଜି ମୂଳାଷ୍ଟମୀ । ରାଧାଷ୍ଟମୀରୁ ଶୟନନୀତିରେ ଥିବା ମାଆ କଟକ ଚଣ୍ଡିଙ୍କୁ ମୂଳାଷ୍ଟମୀରେ ଜାଗ୍ରତ କରାଯାଏ । ମାଆ କଟକ…
Child Porn ଦେଖିବା-ଡାଉନଲୋଡ କରିବା ଓ ରଖିବା ଏକ ଦଣ୍ଡନୀୟ ଅପରାଧ; ଲାଗିବ POCSO
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ । ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି…
୨୧ ତାରିଖରେ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳି ପ୍ରସଙ୍ଗ; ପୋଲିସ କମିଶନର ଅଫିସ ପକ୍ଷରୁ ତନାଘନା
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୧ ତାରିଖରେ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳି ପ୍ରସଙ୍ଗ । ପୋଲିସ ମେଳିକୁ ନେଇ ତନାଘନା କରୁଛି ପୋଲିସ କମିଶନର ଅଫିସ । ସେଦିନ ସେହି ମେଳିରେ କେଉଁମାନେ ଥିଲେ, ସେ ସମୟରେ ଥାନାରେ କେହି…
କ୍ୟାପିଟାଲ ହସ୍ପିଟାଲର ଏକ ଡଷ୍ଟବିନରୁ ମିଳିଲା ନବଜାତ ଶିଶୁର ମୃତଦେହ; ପୋଲିସର ଛାନଭିନ୍
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ ଡଷ୍ଟବିନରୁ ମିଳିଛି ଏକ ନବଜାତ ଶିଶୁର ମୃତଦେହ । ହସ୍ପିଟାଲର ଶିଶୁ ବିଭାଗ ୱାର୍ଡ…