Browsing Category

ରାଜ୍ୟ

57 ଏନଏସି ଘୋଷଣା ନେଇ ଗୃହରେ ମନ୍ତ୍ରୀଙ୍କ ଉତ୍ତର, କହିଲେ ମାନଦଣ୍ଡ ପୂରଣ କରୁଥିଲେ ବିଭାଗ ତର୍ଜମା କରିବ

ଭୁବନେଶ୍ବର:   ବିଧାନସଭାରେ ଉଠିଲା ନୂଆ ଏନଏସି ଘୋଷଣା ଦାବି । ବିଧାୟକ ପ୍ରତାପ ଦେବ ଏବଂ ଗଣେଶ୍ୱର ବେହେରା ଗତ ନିର୍ବାଚନ ବେଳେ ରାଜ୍ୟରେ ଘୋଷିତ ୫୭ଟି ନୂଆ ଏନଏସିର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏନେଇ…

ବର୍ଷାରେ ବେହାଲ ସ୍ଥିତି, ଦୁଇ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଗଭୀର ଅବପାତ ପ୍ରଭାବରୁ ଲଗାଣ ବର୍ଷା ହେଉଛି । ଫଳରେ ମାଲକାନଗିରିରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ କୋରାପୁଟ ଏବଂ ରାୟଗଡାର ସ୍ଥିତି ମଧ୍ୟ ସଙ୍ଗୀନ ରହିଛି ।…

କୋରାପୁଟ ଓ ମାଲକାନଗିରି ବର୍ଷା ସ୍ଥିତି ନେଇ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ମାଲକାନଗିରି ଓ କୋରାପୁଟର ସ୍ଥିତି ବେହାଲ । ଜଳବନ୍ଦୀ ବହୁ ଅଞ୍ଚଳ । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଲହଡି ମାରୁଥିବା ବେଳେ କିଛି ସ୍ଥାନରେ ଘର ଭାଙ୍ଗିବା ପରି ଖବର ଆସୁଛି । ଏହାକୁ ନେଇ…

ରୋଇଂରେ ଦୁଇଟି ପଦକ ପାଇ ଗାଁକୁ ଫେରିବା ପରେ ଆୟୁଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଚଣ୍ଡିଗଡ: ପଞ୍ଜାବରେ ଓଡିଆ ପୁଅଙ୍କ କମାଲ । ନାସନାଲ ରୋଇଂ ଚାମ୍ପିୟନସିପରେ ଚମକିଲେ ଆୟୁଷ ବଳ । ଗୋଟିଏ ଚାମ୍ପିୟନସିପରେ ଦୁଇ ଦୁଇଟି ପଦକ ହାସଲ କରିଛନ୍ତି ଆୟୁଷ । ଗୋଟିଏ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ । ଆୟୁଷଙ୍କ ଲକ୍ଷ୍ୟ…

ସିସି ଟିଭି ବଳୟରେ ରହିବେ ମହାପ୍ରଭୁ, ଲାଗୁଛି କ୍ୟାମେରା

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷାରେ ରହିବ ଏଆଇ । ଶ୍ରୀମନ୍ଦିରର ୪ ଦ୍ୱାର ସହ ମନ୍ଦିର ଉପରେ ରହିବ ୨୪ ଘଣ୍ଟିଆ ସିସିଟିଭ ନଜର । ଖାଲି ଶ୍ରୀମନ୍ଦିର ନୁହେଁ, ଗୁଣ୍ଡିଚା ମନ୍ଦିର ବି ଜଗିବ ଆର୍ଟିଫିସିଆଲ…

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି : ପ୍ରତି ସପ୍ତାହରେ ୪ ଦିନ ଅନଲାଇନରେ ହେବ +2 ପାଠପଢ଼ା

ଭୁବନେଶ୍ୱର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।…

ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ, ପୁରୀ ଠାରୁ ୧୧୦ କିମି ଦୂରରେ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ। ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଗଭୀର ଅବପାତ। ଗତ ୬ ଘଣ୍ଟା ହେଲା ୭କିମି ବେଗରେ ଗତି କରୁଛି ଏହି ଗଭୀର ଅବପାତ। ବର୍ତ୍ତମାନ ଏହା ପୁରୀଠାରୁ ୧୧୦…

ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷିବ, ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବା ବେଳେ ୧୬ଟି ଜିଲ୍ଲାକୁ…