Browsing Category

ରାଜ୍ୟ

ଭାରତୀୟ ହକି ଦଳକୁ ଲାଗିଲା ଶକ୍ତ ଝଟକା, ସେମିଫାଇନାଲରେ ଖେଳିବେନି ଓଡିଆ ପୁଅ ଅମିତ ରୋହିଦାସ

ଓଡିଶା ଭାସ୍କର: ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କ ଉପରେ ଲାଗିଛି ଗୋଟିଏ ମ୍ୟାଚ ପାଇଁ ବ୍ୟାନ । ଫଳରେ ଭାରତୀୟ ଦଳର ଏହି ମହତ୍ତ୍ୱପୂର୍ଣ୍ଣ ଖେଳାଳି ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚ ଖେଳି ପାରିବେ…

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୧୨ଟି ସ୍ଥାନରେ ରେଡ୍‌

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓବିସିସି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ଭିଜିଲାନ୍ସ ଅଧିକାରୀଙ୍କ ତରଫରୁ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଘର…

ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରତ୍ନଭଣ୍ଡାର ମରାମତି ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ଓଡ଼ିଶା ଭାସ୍କର: ଆଜି ବସିବ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାର ୩ ସପ୍ତାହ ବିତିଗଲାଣି । କିନ୍ତୁ…

ଟ୍ରକ୍ ଧକ୍କାରେ ଚାପି ହୋଇଗଲେ ବାପା ଓ ୨ ପୁଅ, ସ୍କୁଲ ଯିବା ସମୟରେ ଅଘଟଣ

ଯୋଡ଼ା: ଯୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ରକ୍ ଧକ୍କାରେ ବାପା ଓ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ୨ ପୁଅଙ୍କୁ ସ୍କୁଲ ନେଇ ଯାଉଥିବା ସମୟରେ ଏହି…

ଆସନ୍ତା ୬ରୁ ବଢିବ ବର୍ଷା, ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୬ ତାରିଖରୁ ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି…

Friendship day Special: ନିଆରା ଏ ବନ୍ଧୁତ୍ୱ, ଗଛ ଲଗାଇଲେ, ସମାଜକୁ ସଚେତନତା ବାର୍ତ୍ତା ଦେଇ କହିଲେ, ‘ବୃକ୍ଷ ହିଁ ଆମର ପ୍ରକୃତ ବନ୍ଧୁ’

ଓଡିଶା ଭାସ୍କର (ଯାଜପୁର): ବନ୍ଧୁତ୍ୱର କିଛି ପରିଭାଷା ନ ଥାଏ । ଏହାକୁ ଶବ୍ଦ ଦେଇ ସଂଯୋଜନା ମଧ୍ୟ କରିବା ମୁସ୍କିଲ । କିଏ ନିଜର ପିତାମାତାଙ୍କୁ ବନ୍ଧୁ ପରି ଦେଖନ୍ତି ତ ପୁଣି କିଏ ନିଜ ଭାଇଭଉଣୀକୁ । ସମାଜରେ ଅନେକ ଲୋକ…

ରାଜ୍ୟରେ ଡେଙ୍ଗୁ ପ୍ରାଦୁର୍ଭାବ ବୃଦ୍ଧି; ଏହାକୁ ପ୍ରତିହତ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଗଲା ଏପରି ପଦକ୍ଷେପ

କଟକ : କଟକ ସହରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୬୬ ଜଣ ଡେଙ୍ଗୁ ଆକ୍ରାନ୍ତ…

ଇତିହାସ ରଚିଲା ଭାରତ, ପ୍ୟାରିସ ଅଲିମ୍ପିକ୍ସରେ ପେନାଲ୍ଟିରେ ୪-୨ ଗୋଲରେ ଗ୍ରେଟ ବ୍ରିଟେନକୁ ହରାଇ ସେମିଫାଇନାଲରେ ଟିମ ଇଣ୍ଡିଆ

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ହକିରେ ଭାରତୀୟ ହକି ଦଳ ଇତିହାସ ରଚିଛି । ଗ୍ରେଟ ବ୍ରିଟେନକୁ ହରାଇ ଲଗାତାର ଭାବରେ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ଗତ ଟୋକିଓ ଅଲିମ୍ପିକ୍ସ ଭଳି…

‘ସାରେଗାମା ଓଡ଼ିଆ’ର ଶୁଭାରମ୍ଭ: ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ହେବ ‘ୱାନ୍ ଷ୍ଟପ୍ ଡେଷ୍ଟିନେସନ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପ୍ରତିଷ୍ଠିତ ମ୍ୟୁଜିକ ଲେବଲ୍ ସାରେଗାମା ପକ୍ଷରୁ ଏକ ନୂଆ ଚ୍ୟାନେଲ ‘ସାରେଗାମା ଓଡ଼ିଆ’ର ଶୁଭାରମ୍ଭ ଭୁବନେଶ୍ୱର ସ୍ଥିତ ମେ’ ଫେୟାରରେ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଳାକାର…

ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା, ବନ ବିଭାଗର ୪ ଜଣ କର୍ମଚାରୀ ଥିବା ସୂଚନା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଫସିଲା ପାଟ୍ରୋଲିଂ ଡଙ୍ଗା । ଯାନ୍ତ୍ରିକ ତୃଟି ଯୋଗୁଁ ପ୍ରାୟ ୨ ଘଣ୍ଟା ହେବ ଫସି ରହିଛି ଡଙ୍ଗା । ପାଟ୍ରୋଲିଂ ଡଙ୍ଗାରେ ବନ ବିଭାଗର ୪ ଜଣ କର୍ମଚାରୀ ଥିବା ଜଣାପଡ଼ିଛି । ଜହ୍ନିକୁଦା ଘାଟରୁ…