Browsing Category
ରାଜ୍ୟ
Breaking: ଆର୍ମି-ପୋଲିସ କଳି, ଭରତପୁର ଥାନାର 5 ସସପେଣ୍ଡ
ଭୁବନେଶ୍ବର: ସେନା ଅଧିକାରୀ ଏବଂ ପୋଲିସ କଳି ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । 5 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଭରତପୁର ଥାନାରେ ମଜରକୁ ମାଡ ଘଟଣାରେ ଡିଜିପି କାର୍ଯାନୁଷ୍ଠାନ ଗ୍ରହଣ…
ଆର୍ମି-ପୋଲିସ କଳିରେ କାର୍ଯ୍ୟାନୁଷ୍ଠାନ: ବଦଳିଲେ ଥାନାର ବଡ଼ ଅଫିସର ବାବୁ
ଭୁବନେଶ୍ୱର: ସେନା ଅଧିକାରୀ ଏବଂ ପୋଲିସ କଳି ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭରତପୁର ଥାନାର ବଡ଼ ଅଫିସରମାନଙ୍କ ବଦଳି କରିଛନ୍ତି ପୋଲିସ କମିଶନର । ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ର ଏବଂ ମହିଳା…
(Video) ଆପଣଙ୍କୁ ମିଳିନି ‘ସୁଭଦ୍ରା’ ଟଙ୍କା? ଏହିଦିନ ଆକାଉଣ୍ଟକୁ ଆସିବ କିସ୍ତି, ଜାଣନ୍ତୁ କ’ଣ କହିଲେ ଉପ-ମୁଖ୍ୟମନ୍ତ୍ରୀ
ଓଡ଼ିଶା ଭାସ୍କର: ଆଜି ରାଜ୍ୟର ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନ୍ମଦିନ ଅବସରରେ ଓଡ଼ିଶାର ନାରୀଶକ୍ତିକୁ ଦେଇଛନ୍ତି ବଡ଼ ଉପହାର । ତେବେ…
(Video) ଗାଁରେ କ୍ଷୀରି ଖାଇ ଜନ୍ମଦିନ ପାଳିଲେ ମୋଦୀ, କୁନି ଛୁଆକୁ କହିଲେ…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ଗାଡକଣ ଗାଁକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭ ଉଦଘାଟନ ସହିତ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଯାଇଥିଲେ ।…
(Video) ‘ଓଡ଼ିଶା ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ସୁବିଧା’; ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୪ତମ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଜନତା ମଇଦାନରେ ଉଦବୋଧନ ଦେଉଛନ୍ତି। ପିଏମ ମୋଦୀ…
(Video) ଶୁଭାରମ୍ଭ ହେଲା ସୁଭଦ୍ରା ଯୋଜନା, ଖାତାକୁ ଆସିଲା ପ୍ରଥମ କିସ୍ତି
ଭୁବନେଶ୍ବର: ଆରମ୍ଭ ହେଲା ସୁଭଦ୍ରା ଯୋଜନା । ଜନ୍ମ ଦିନରେ ମହିଳାଙ୍କୁ ସୁଭଦ୍ରା ଭେଟି ଦେଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ଜନତା ମୈଦାନରେ ଏହାର ଶୁଭାରମ୍ଭ କରିଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ପ୍ରଥମ…
ପିଏମ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମଦିବସ। ଏହି ଅବସରରେ ସେ ଆଜି ଓ ଡ଼ିଶା ଗସ୍ତ କରି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ମହିଳାମାନଙ୍କୁ ଭେଟି ଦେବେ। ତେବେ ପିଏମଙ୍କ ଜନ୍ମଦିନ ଅବସରରେ…
ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ମୋଦୀ, ଜାଣନ୍ତୁ କାର୍ଯ୍ୟସୂଚୀ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ। ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ଗାଡ଼କଣ ବସ୍ତି ଯିବେ।…
(Video) ସାବଧାନ୍! Linkରେ କ୍ଲିକ୍ କଲେ କଟିଯିବ ସବୁ ଟଙ୍କା: ‘ସୁଭଦ୍ରା’ ଉପରେ ସାଇବର ଲୁଟେରାଙ୍କ ନଜର
ଓଡ଼ିଶା ଭାସ୍କର: ଆସନ୍ତାକାଲି ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ସମସ୍ତ ହିତାଧିକାରୀ ମହିଳା । କିନ୍ତୁ…
ଯୌନ ଉତ୍ପୀଡନ ଘଟଣା ଚାପିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରୟାସ ଭିତରେ ଜାତୀୟ ମାନବାଧିକାର କମିଶନଙ୍କ ଏଣ୍ଟ୍ରୀ
ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ଓ ମର୍ଯ୍ୟାଦାପୂର୍ଣ୍ଣ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡନ ଘଟଣା ଓ ଘଟଣାକୁ ଚାପିବାକୁ କର୍ତ୍ତୃପକ୍ଷଙ୍କ ଦୁର୍ବାର ପ୍ରୟାସ ମଧ୍ୟରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ…