Browsing Category
ରାଜ୍ୟ
ଫୁଲୁଛି ଜଳକା ନଦୀ, ବିପଦ ସଂକେତ ଉପରେ ଜଳସ୍ତର
ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ଜଳସ୍ତର ବିପଦ ସଙ୍କେତ ଟପିଛି । ବିପଦ ସଙ୍କେତ 6.51 ମିଟର ରହିଛି । ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ଏହାକୁ ନେଇ…
ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା; ଏହି ୩ଟି ଜିଲ୍ଲାକୁ ସତର୍କ ସୂଚନା
ଭୁବନେଶ୍ୱର : ବାଂଲାଦେଶ ଓ ତତ୍ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହେଉଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ ବୋଲି…
ବଲାଙ୍ଗୀର: ଝାଡାବାନ୍ତିରେ ୩୦ରୁ ଅଧିକ ଆକ୍ରାନ୍ତ, ଦୁଇ ମୃତ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ଝାଡାବାନ୍ତି ଲୋକଙ୍କ ମଧ୍ୟରେ ଭୟର ସଂଚାର କରିଛି । ତୁଲେକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦପାଡ ଗାଁରେ ଏହି ରୋଗରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ରୁ ଅଧିକ…
ଉପରମୁଣ୍ଡରେ କମିଲା ବର୍ଷା, ହୀରାକୁଦର ୪ଟି ଗେଟ୍ ବନ୍ଦ
ସମ୍ବଲପୁର: ହୀରାକୁଦ ଡ୍ୟାମର ବନ୍ଦ ହେଲା ୪ଟି ଗେଟ୍ । ଉପର ମୁଣ୍ଡରେ ବର୍ଷା କମିବାରୁ ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସୂଚନାରୁ ପ୍ରକାଶ ପ୍ରବଳ…
ଓଡ଼ିଶାରେ ଗଡିଲା ୨ ବନ୍ଦେ ଭାରତ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଦେଶରେ ସମୁଦାୟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସରିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ୬ଟି ବନ୍ଦେ ଭାରତ ଏକ୍ସପ୍ରେସରୁ ଓଡ଼ିଶାରେ ଗଡିଲା…
ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ୧ ଟଙ୍କା, ୬୦ ଲକ୍ଷ କଲେଣି ଆବେଦନ
ଭୁବନେଶ୍ୱର: ପରୀକ୍ଷା ମୂଳକ ଭାବେ ସୁଭଦ୍ରା ଖାତାକୁ ଗଲା ସୁଭଦ୍ରା ଟଙ୍କା। ମହିଳା ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ୧୭ ତାରିଖରେ…
ପୃଥକ ଦୁର୍ଘଟଣାରେ ୪ ମୃତ; ବୋଲେରୋ ଦୁର୍ଘଟଣାରେ ୯ ଗୁରୁତର ମେଡିକାଲରେ ଭର୍ତ୍ତି
ଓଡ଼ିଶା ଭାସ୍କର: ବାରିପଦା ଲୁଲୁଙ୍ଗ ରାସ୍ତାର ରଙ୍ଗାମାଟିଆରେ ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଏକ ଗଛରେ ବୋଲେରୋ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତରଙ୍କୁ…
ସୁଭଦ୍ରା ଯୋଜନା ପାଇଁ ୧୭ ତାରିଖରେ ସ୍କୁଲ ଛୁଟି ଘୋଷଣା: ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ମହିଳା ବିକାଶଭିମୁଖୀ ଯୋଜନା ‘ସୁଭଦ୍ରା’ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହି…
କାଲିଠୁ ବ୍ରହ୍ମପୁରରୁ ଗଡିବ ବନ୍ଦେ ଭାରତ; ଶୁଭାରମ୍ଭ କରିବେ ମୋଦୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରବିବାର ଠାରୁ ରାଜ୍ୟରେ ଗଡିବ ଆଉ 3ଟି ବନ୍ଦେ ଭାରତ । ବ୍ରହ୍ମପୁରରୁ ଟାଟାନଗରକୁ ଗଡିବାକୁ ଥିବା ବନ୍ଦେ ଭାରତକୁ ରବିବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁର ରେଲଓ୍ବେ…
ଆସନ୍ତାକାଲି ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଓଡି଼ଶାରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଛି…