Browsing Category
ରାଜ୍ୟ
୧୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର: ନିର୍ବାଚନ ତାରିଖ ପୂର୍ବରୁ ବସିଥିଲା ବୈଠକ
ଭୁବନେଶ୍ୱର: ଆଜି ଅପରାହ୍ନରେ ଘୋଷଣା ହୋଇପାରେ ଓଡ଼ିଶା ବିଧାନସଭା ନିର୍ବାଚନ ତାରିଖ । କିନ୍ତୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଟ ୧୪ଟି…
ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ; ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ । ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଉପସ୍ଥିତ ।…
ବରମୁଣ୍ଡା ବସ୍ ଟର୍ମିନାଲକୁ ବସ୍ ବନ୍ଦ: ନୂଆ ନିୟମକୁ ନେଇ ବସ୍ ଷ୍ଟାଣ୍ଡରେ ଉତ୍ତେଜନା
ଭୁବନେଶ୍ୱର: ନିକଟରେ ନୂଆ କରି ନିର୍ମାଣ ହୋଇଛି ବରମୁଣ୍ଡା ବସ୍ ଟର୍ମିନାଲ । ଅତ୍ୟାଦୁନିକ ସେବା-ସୁବିଧା ସହିତ ବରମୁଣ୍ଡା ବସ୍ ଟର୍ମିନାଲ ଏକ ନୂଆ ରୂପ ପାଇଛି । ତେବେ ଆଜି ବସ୍ ଟର୍ମିନାଲ ଭିତରକୁ ବସ୍ ଯିବା ପାଇଁ ବନ୍ଦ…
ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି; ଆଚରଣ ବିଧି ଲାଗୁ ପୂର୍ବରୁ ହୋଇପାରେ ବଡ଼ ଘୋଷଣା
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ…
(Video) ନାଲି କପଡ଼ା ଦେଖାଉଥିଲେ, ତଥାପି ଅଟକିଲାନି ଟ୍ରେନ୍… ମେମୁ ଟ୍ରେନ୍ରେ କଟି ଛାତ୍ରଙ୍କ ମୃତ୍ୟୁ
ବାରିପଦା: ଦୁଇଜଣ ଛାତ୍ର ଟ୍ରେନ୍ ଅଟକାଉଥିଲେ । ଦୂରରୁ ଲାଲ କପଡା ଦେଖାଉଥିଲେ । ହେଲେ ଅଟକିଲାନି ଟ୍ରେନ୍ । ଯେମିତି ଆସୁଥିଲା, ସେମିତି ମାଡିଗଲା । ଦୂରରୁ ଆସୁଥିଲା ଟ୍ରେନ୍ । ଆଉ ସାମ୍ନା ପଟରୁ ଟ୍ରେନ୍କୁ…
ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା; ପୂର୍ବତନ ପ୍ରେମିକ ସହ ମିଶି ପ୍ରେମିକା କରିଥିଲା ମାଷ୍ଟରପ୍ଲାନ୍
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ତ୍ରିକୋଣୀୟ ପ୍ରେମକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ଖଣ୍ଡାରେ ହାଣି…
ରାଜ୍ୟ କ୍ୟାବିନେଟ୍; ଦିନ ୧୧ଟାରେ ବସିବ ଚଳିତ ସରକାରର ଶେଷ କ୍ୟାବିନେଟ୍
ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆଜି ଦିନ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟ୍ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ ରାଜ୍ୟବାସୀଙ୍କ ରହିବ…
ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ପୋଲିସର ଛାନ୍ଭିନ୍
ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣ ସହ ଘରେ ଥିବା ଯୁବକଙ୍କ ବାଇକ୍ ଜାଳିଦେଲେ ଦୁର୍ବୃତ୍ତ । ଗୋଳନ୍ଥରା ଥାନା ରାଳବ ଗାଁରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ…
ପୂର୍ଣ୍ଣ ସହାୟତାପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକଙ୍କ MACP-PH.D ପାଇଁ ସରଳ ହେଲା ନିୟମାବଳୀ
ଓଡ଼ିଶା ଭାସ୍କର: ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ବିଭିନ୍ନ ସେବା ସୁବିଧା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ପୂର୍ଣ୍ଣ ସହାୟତା…
ବରଗଡ଼ ସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରାଯିବ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ ସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରାଯିବ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଉକ୍ତ ଜମିରେ ଇଡକୋ ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ…