Browsing Category
ରାଜ୍ୟ
ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି କରିଛି । ଶ୍ରୀଜିଉଙ୍କ ନୀତି ବିଳମ୍ବ ପାଇଁ ଶିବ ଶଙ୍କର ମହାପାତ୍ରଙ୍କୁ ନୋଟିସ୍ ଜାରି କରାଯାଇଛି । ତେବେ ଏଭଳି ନୋଟିସକୁ ପ୍ରତିହାରୀ ନିଯୋଗ…
Breaking News: ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍
ସମ୍ବଲପୁର: ହୀରାକୁଦ ଡ୍ୟାମର ଆଜି ୪ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାଶ୍ୱର୍ରେ ୭ଟି ଗେଟ୍ ଖୋଲା ଥିବା ବେଳେ ଡାହାଣ ପାଶ୍ୱର୍ରେ ୩ଟି ଗେଟ୍ ଦେଇ ବନ୍ୟାଜଳ…
କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍; ଉଭୟ ଜୀବିତ ଉଦ୍ଧାର
କଟକ: (ଓଡ଼ିଶା ଭାସ୍କର) କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ-ମହିଳା ନିଖୋଜ ଘଟଣାରେ ଟ୍ୱିଷ୍ଟ୍ । ଉଭୟ ଜୀବିତ ଉଦ୍ଧାର ହୋଇଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଲା ପୋଲିସ । ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି…
କାଠଯୋଡ଼ି ପୋଲ ଉପରେ ଦମ୍ପତି ଡେଇଁବା ଘଟଣାରେ ବଡ଼ ଖୁଲାସା: ସେମାନେ ସ୍ବାମୀ-ସ୍ତ୍ରୀ ନୁହଁନ୍ତି ବରଂ ନଣଦେଇ-ଭାଉଜ ବୋଲି ଚିହ୍ନଟ
କଟକ : କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଦମ୍ପତି ଡେଇଁବା ଘଟଣାରେ ବଡ଼ ଖୁଲାସା ହୋଇଛି । ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁପଡିଥିବା ମହିଳା ଓ ପୁରୁଷ ସମ୍ପର୍କରେ…
କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ବଡ଼ ଅଘଟଣ; ଖସି ପଡ଼ିଲା କ୍ରେନ୍, ୩ ଶ୍ରମିକ ଗୁରୁତର
କଟକ: (ଓଡ଼ିଶା ଭାସ୍କର) ଏସ୍ସିବି ସଂପ୍ରସାରଣ କାମ ବେଳେ ଘଟିଲା ବଡ଼ ଧରଣର ଅଘଟଣ । ହସ୍ପିଟାଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଖସି ପଡ଼ିଲା କ୍ରେନ୍ । କ୍ରେନ୍ ଭାଙ୍ଗି ପଡ଼ିଯିବାରୁ ୩ ଶ୍ରମିକ ଗୁରୁତର ଆହତ…
୮ଟି ଜିଲ୍ଲାରେ ଉଦ୍ଘାଟନ ହେଲା ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୮ଟି ଜିଲ୍ଲାରେ ଉଦ୍ଘାଟନ ହେଲା ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ । ଉଦ୍ଘାଟନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମୟୁରଭଞ୍ଜ ଜିଲ୍ଲାର ତିରିଙ୍ଗ, କଳାହାଣ୍ଡି…
୩୦ ଟଙ୍କାରେ ଆଳୁ ଯୋଗାଇବେ ରାଜ୍ୟ ସରକାର : ଯୋଗାଣ ମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। କେଜି ୩୦ଟଙ୍କାରେ ଦିଆଯିବ ଆଳୁ। ଏନେଇ ଦିଲ୍ଲୀରୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ମନ୍ତ୍ରୀ କହିଛନ୍ତି, ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ…
ଅଗଷ୍ଟ ୯ରୁ ଆରମ୍ଭ ହେବ OJEE-୨୦୨୪ ୱେବ-ବେସଡ୍ କାଉନସେଲିଂ ପ୍ରକ୍ରିୟା: ଜାରି ହେଲା ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୯ ତାରିଖ (ଶୁକ୍ରବାର) ଦିନରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୪ର ୱେବ-ବେସଡ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଇଣ୍ଟିଗ୍ରେଟେଡ ଏମବିଏ ଓ…
କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା, ଖୁବଶୀଘ୍ର ଆରମ୍ଭ ହେବ ଚିହ୍ନଟ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା । ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ…
ଦିନ ଥିଲା ଆକାଶରେ ଉଡୁଥିଲେ, ଏବେ ପାଣ୍ଡିଆନ ତଳେ ପଡିପାରନ୍ତି! ଚାଲିଛି ତଦନ୍ତ, ଖର୍ଚ୍ଚ କରିଛନ୍ତି ୫୦୦ କୋଟି!
ଓଡିଶା ଭାସ୍କର: ପାଣ୍ଡିଆନଙ୍କ ହେଲିକେପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି । ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକେପ୍ଟର ଖର୍ଚ୍ଚ ଉପରେ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, ଏଥିରେ ଯିଏ ଦୋଷୀ ସାବ୍ୟସ୍ତ…