Browsing Category

ରାଜ୍ୟ

ଗୃହ ମନ୍ତ୍ରାଳୟର ବଡ଼ କାର୍ଯ୍ୟାନୁଷ୍ଠାନ; ପଦବୀରୁ ହଟିଲେ ବିଏସଏଫ୍ ଡିଜି ଓ ସ୍ପେଶାଲ ଡିଜି

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦୁଇ ଜଣ ବିଏସଏଫ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦେଇଛି। ଡିଜି ବିଏସଏଫ ନୀତିନ ଅଗ୍ରୱାଲଙ୍କୁ ଡିଜି ପଦରୁ ମୁକ୍ତ…

Video; ମାଡ ମାରିଲେ ସରପଞ୍ଚ, କାନ୍ଦି କାନ୍ଦି କହୁଛନ୍ତି ପ୍ରଧାନ ଶିକ୍ଷକ, ‘ମୋତେ ଏଠୁ ଟ୍ରାନ୍ସଫର କରିଦିଅ’

କଟକ: (ଓଡ଼ିଶା ଭାସ୍କର) କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅଧିନସ୍ଥ ଛଅଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ମାଡ଼ । ପ୍ରଧାନଶିକ୍ଷକ ମନୋରଞ୍ଜନ ଧଳ ଅଭିଯୋଗ କରିଛନ୍ତି କି ସ୍ଥାନୀୟ ସରପଞ୍ଚ ତୁଷାର…

ରାଜ୍ୟରେ ଆଳୁ ସଙ୍କଟର ଫିଟୁଛି ବାଟ: ଯୋଗାଣ ମନ୍ତ୍ରୀଙ୍କ ସହ ବ୍ୟବସାୟୀ ସଂଘର ଚାଲିଛି ବୈଠକ

ଭୁବନେଶ୍ୱର: ଓଡିଶାରେ ଆଳୁ କୁ ନେଇ ଯେଉଁ ସମସ୍ୟା ଲାଗି ରହିଛି ତାର ସମାଧାନ ଦିଗରେ ସରକାର ଗୁରୁତ୍ୱ ସହ ବ୍ୟବସାୟୀ ସଙ୍ଘ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଭଦ୍ରକ ସର୍କିଟ ହାଉସ ଠାରେ ରହି ଉପ-ଜିଲ୍ଲାପାଳ ଓ ଯୋଗାଣ…

ରାଜ୍ୟ ସରକାରଙ୍କ ୩ ଦିନିଆ ନିବେଶକ ସମ୍ମିଳନୀ: ଓଡ଼ିଶାକୁ ଚଳିତ ବର୍ଷ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ୍ୟ, ସୂଚ଼ନା ଦେଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କରିବେ ନିବେଶକ ସମ୍ମିଳନୀ । ଏହା ଚଳିତ ମାସ ଅଗଷ୍ଟ ୭ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ । ନିବେଶକ ସମ୍ମିଳନୀଟି ପୁଣେ ଓ ଅହମ୍ମଦାବାଦରେ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗଦେବେ ଶିଳ୍ପ,…

ରାଜ୍ୟରେ ଏଥର ସମସ୍ତ ସରକାରୀ କାର୍ଯ୍ୟାଳରେ ଓଡିଆ ଭାଷାରେ ଲେଖା ରହିବ ଫାଇଲ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ସରକାରୀ କାର୍ୟ୍ୟାଳୟରେ ଓଡ଼ିଆ ଭାଷାରେ ସମସ୍ତ କାର୍ଯ୍ୟ କରାଯିବ । ଏ ପ୍ରସଙ୍ଗରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ କହିଛନ୍ତି । ରାଜ୍ୟରେ ବିଜେପି ସରକାରର…

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଠାବ ହେଲା ଏତିକି ସମ୍ପତ୍ତି

ବାଲେଶ୍ୱର: ଆଜି ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ସମୟରେ ଜଣାପଡିଛି ଏହି ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ୮୫ଟି ପ୍ଲଟ ରହିଛି ବୋଲି ଜଣାପଡିଛି । ଡେଲାଙ୍ଗରେ…

Big Breaking: ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ସମଗ୍ର ଓଡ଼ିଶା ପାଇଁ ଏକ ଦୁଃଖଦ ଖବର । ବରିଷ୍ଠ ସାମ୍ବାଦିକ ଡ.ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ଏଚଓଡି…

ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର: ସକାଳୁ ସକାଳୁ ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଆୟ…

ହୀରାକୁଦର ୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାଖରେ ୪ଟି ଡାହାଣ ପାଖର ୨ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଛି । ସେହିପରି ଗତକାଲି ହୀରାକୁଦରେ ୧୪ଟି ଗେଟ ଖୋଲା ଥିବା ବେଳେ, ଗୁରୁବାର…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା, ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ଓଡ଼ିଶା ଓ ଉତ୍ତର ବଙ୍ଗୋପସାଗରରେ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।…